Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟିଆରପି ସ୍କାମକୁ ଯା଼ଞ୍ଚା କରିବ ସିବିଆଇ
ଆଜିର ଖବର

ଟିଆରପି ସ୍କାମକୁ ଯା଼ଞ୍ଚା କରିବ ସିବିଆଇ

October 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ଟିଆରପି ସ୍କାମକୁ ଯା଼ଞ୍ଚା କରିବ ସିବିଆଇ, ଉତ୍ତର ପ୍ରଦେଶ ସରକାର କଲେ ଅନୁରୋଧ

ନୂଆଦିଲ୍ଲୀ, ବର୍ତ୍ତମାନ ଟିଆରପି ବା ଟେଲିଭିଜନ ରେଟିଂ ପଏଣ୍ଟ ସ୍କାମର ନୂଆ ମୋଡ ନେଇଛି। ଏହି ସ୍କାମକୁ ତଦନ୍ତ କରିବ ସିବିଆଇ। ଏକ ଘଟଣା କ୍ରମେ ସିବିଆଇ ଯାଞ୍ଚ କରିବା ପାଇଁ ଉତ୍ତର ପ୍ରଦେଶ ସରକାର ଅନୁରୋଧ କରିଛନ୍ତି। ଫଳରେ ଖୁବ ଶିଘ୍ର ସିବିଆଇ ବର୍ତ୍ତମାନ ଏହି ଘଟଣାର ଅନୁସନ୍ଧାନ କରିବ ବୋଲି ଜଣାପଡିଛି

ଲକ୍ଷ୍ନୌର ଜଣେ ଆଡଭଟାଇଜର ନିକଟସ୍ଥ ଥାନାରେ ଏକ ଏଫଆଇଆର କରିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ସଂସ୍ଥା ଟିଭି ଚ୍ୟାନେଲକୁ କୋଟିକୋଟି ଟଙ୍କା ବିଜ୍ଞାପନ ଦେଇଛନ୍ତି। ହେଲେ ଟିଆରପି ସ୍କାମ ଯୋଗୁଁ ତାହା ବହୁ କ୍ଷତି ଘଟିଛି। ଏହା ତଦନ୍ତ କରାଯାଉ ବୋଲି ଅଭିଯୋଗ କରାଯାଇଥିଲା। ଏହି ଅଭିଯୋଗକୁ ଗ୍ରହଣ କରି ଉତ୍ତର ପ୍ରଦେଶ ସରକାର ସିବିଆଇ ଯାଞ୍ଚ କରିବାକୁ ଚିଠି ଲେଖିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

NDAକୁ ଝଟକା ଦେବେ କି ଚିରାଗ ପାସୱାନ? ପ୍ରଶାନ୍ତ କିଶୋରଙ୍କ ସହ ମେଣ୍ଟ ନେଇ ଜୋର ଧରିଲା ଚର୍ଚ୍ଚା

October 7, 2025

୮ ରୁ ୧୧ ଯାଏଁ ଏସିଆର ସର୍ବବୃହତ ଟେଲିକମ୍ ଏବଂ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ

October 7, 2025

ଶସ୍ତା ହେବାକୁ ଯାଉଛି ଇଲେକ୍ଟ୍ରିକ୍ କାର!: ନୀତିନ ଗଡକରୀ କଲେ ଘୋଷଣା, ଜାଣନ୍ତୁ କେବେ ମିଳିବ ଲାଭ?

October 7, 2025

ଆପଣଙ୍କ ଆକାଉଣ୍ଟରେ ଜମା ହେବ କି କିଷାନ ସମ୍ମାନ ନିଧିର 2000 ଟଙ୍କା?: ତୁରନ୍ତ କରନ୍ତୁ ଯାଞ୍ଚ

October 7, 2025
Latest News

NDAକୁ ଝଟକା ଦେବେ କି ଚିରାଗ ପାସୱାନ? ପ୍ରଶାନ୍ତ କିଶୋରଙ୍କ ସହ ମେଣ୍ଟ ନେଇ ଜୋର ଧରିଲା ଚର୍ଚ୍ଚା

October 7, 2025

୮ ରୁ ୧୧ ଯାଏଁ ଏସିଆର ସର୍ବବୃହତ ଟେଲିକମ୍ ଏବଂ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ

October 7, 2025

ଶସ୍ତା ହେବାକୁ ଯାଉଛି ଇଲେକ୍ଟ୍ରିକ୍ କାର!: ନୀତିନ ଗଡକରୀ କଲେ ଘୋଷଣା, ଜାଣନ୍ତୁ କେବେ ମିଳିବ ଲାଭ?

October 7, 2025

ଆପଣଙ୍କ ଆକାଉଣ୍ଟରେ ଜମା ହେବ କି କିଷାନ ସମ୍ମାନ ନିଧିର 2000 ଟଙ୍କା?: ତୁରନ୍ତ କରନ୍ତୁ ଯାଞ୍ଚ

October 7, 2025

ଆଇନଜୀବୀ ପୀତବାସ ପଣ୍ଡା ଙ୍କ ଜଘନ୍ୟ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

October 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.