Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାରାଷ୍ଟ୍ର ବିଜେପିକୁ ବଡ଼ ଝଟକା : ଦଳ ଛାଡିଲେ ଏକନାଥ, ଏନ୍‌ସିପିରେ ମିଶିବେ
ଆଜିର ଖବର

ମହାରାଷ୍ଟ୍ର ବିଜେପିକୁ ବଡ଼ ଝଟକା : ଦଳ ଛାଡିଲେ ଏକନାଥ, ଏନ୍‌ସିପିରେ ମିଶିବେ

October 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ୱାଇ:  ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ହଲ୍‌ଚଲ୍‌ ସୃଷ୍ଟି ହୋଇଛି ।ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଏକନାଥ ଖଡ୍‌ସେ ବିଜେପିରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲଙ୍କୁ ପ୍ରଦାନ କରିଛନ୍ତି । ସେ ଖୁବ୍‌ ଶୀଘ୍ର ରାଷ୍ଟ୍ରବାଦୀ କଂଗ୍ରେସ (ଏନ୍‌ସିପି)ରେ ସାମିଲ୍‌ ହେବାକୁ ଯାଉଛନ୍ତି।ଏନେଇ ଏନ୍‌ସିପି ପ୍ରଦେଶ ଅଧ୍ୟକ୍ଷ ଜୟନ୍ତ ପାଟିଲ ଘୋଷଣା କରିଛନ୍ତି । ଏନ୍‌ସିପି ନେତା ଓ ଏକନାଥ ଖଡସେଙ୍କ ସହ ଗତ କିଛି ଦିନ କଥାବାର୍ତ୍ତା ଚାଲୁ ରହିଥିଲା । ତେବେ ଉଦ୍ଧବ ସରକାରରେ କୌଣସି ମନ୍ତ୍ରୀ ପଦ ମିଳିବା ନେଇ ମଧ୍ୟ ଚର୍ଚ୍ଚା ସୃଷ୍ଟି ହୋଇଛି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ପାଇଁ ସେ ଦଳ ଛାଡ଼ିଲେ ବୋଲି ପ୍ରକାଶ କରିଛନ୍ତି ଏକନାଥ  । ଖଡ଼ସେ କହିଛନ୍ତିଯେ, ‘ମୋର ଦଳ ଛାଡ଼ିବାକୁ ଇଚ୍ଛା ନଥିଲା  । କିନ୍ତୁ ଜଣେ ବ୍ୟକ୍ତିଙ୍କ ପାଇଁ ଦଳ ଛାଡ଼ିବାକୁ ପଡ଼ିଲା  । ଏନେଇ ସେ ଦଳର ବରିଷ୍ଠ ନେତାଙ୍କୁ ଅବଗତ କରିଥିଲେ ବି କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ତେଣୁ ସେ ଦଳ ଛାଡ଼ିବାକୁ ବାଧ୍ୟ ହେଲେ  ଆସନ୍ତା ଶୁକ୍ରବାର ସେ ଏନସିପିରେ ମିଶିବେ ନେଇ ସୂଚନା ରହିଛି । ଗତ ଚାରି ବର୍ଷ ଧରି ସେ ଦଳରେ ଅନେକ ବଦନାମ ହୋଇଛନ୍ତି । ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଥିଲା ଓ ଯାଂଚ ଚାଲିଥିଲା ସେଥିରେ ବି କିଛି ମିଳିନଥିଲା  । ହେଲେ ତାଙ୍କୁ କ୍ଲିନଚିଟ ଦିଆନଯିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି  । (ଏଜେନ୍ସି)

ଏନ୍‌ସିପି
Share. Facebook Twitter LinkedIn Email WhatsApp Copy Link

Related Posts

NDAକୁ ଝଟକା ଦେବେ କି ଚିରାଗ ପାସୱାନ? ପ୍ରଶାନ୍ତ କିଶୋରଙ୍କ ସହ ମେଣ୍ଟ ନେଇ ଜୋର ଧରିଲା ଚର୍ଚ୍ଚା

October 7, 2025

୮ ରୁ ୧୧ ଯାଏଁ ଏସିଆର ସର୍ବବୃହତ ଟେଲିକମ୍ ଏବଂ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ

October 7, 2025

ଶସ୍ତା ହେବାକୁ ଯାଉଛି ଇଲେକ୍ଟ୍ରିକ୍ କାର!: ନୀତିନ ଗଡକରୀ କଲେ ଘୋଷଣା, ଜାଣନ୍ତୁ କେବେ ମିଳିବ ଲାଭ?

October 7, 2025

ଆପଣଙ୍କ ଆକାଉଣ୍ଟରେ ଜମା ହେବ କି କିଷାନ ସମ୍ମାନ ନିଧିର 2000 ଟଙ୍କା?: ତୁରନ୍ତ କରନ୍ତୁ ଯାଞ୍ଚ

October 7, 2025
Latest News

NDAକୁ ଝଟକା ଦେବେ କି ଚିରାଗ ପାସୱାନ? ପ୍ରଶାନ୍ତ କିଶୋରଙ୍କ ସହ ମେଣ୍ଟ ନେଇ ଜୋର ଧରିଲା ଚର୍ଚ୍ଚା

October 7, 2025

୮ ରୁ ୧୧ ଯାଏଁ ଏସିଆର ସର୍ବବୃହତ ଟେଲିକମ୍ ଏବଂ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ

October 7, 2025

ଶସ୍ତା ହେବାକୁ ଯାଉଛି ଇଲେକ୍ଟ୍ରିକ୍ କାର!: ନୀତିନ ଗଡକରୀ କଲେ ଘୋଷଣା, ଜାଣନ୍ତୁ କେବେ ମିଳିବ ଲାଭ?

October 7, 2025

ଆପଣଙ୍କ ଆକାଉଣ୍ଟରେ ଜମା ହେବ କି କିଷାନ ସମ୍ମାନ ନିଧିର 2000 ଟଙ୍କା?: ତୁରନ୍ତ କରନ୍ତୁ ଯାଞ୍ଚ

October 7, 2025

ଆଇନଜୀବୀ ପୀତବାସ ପଣ୍ଡା ଙ୍କ ଜଘନ୍ୟ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

October 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.