ଜୁଆ ଆଡ୍ଡା ଉପରେ ଚଢାଉ : 11 ଜଣ ଗିରଫ

Published: Oct 22, 2020, 5:13 pm IST

ବ୍ରହ୍ମପୁର : ଜୁଆ ଆଡ୍ଡା ଉପରେ ଚଢାଉ। ବ୍ରହ୍ମପୁରର କର୍ପୋରେସନ୍‌ ରୋଡ୍‌ ଅଞ୍ଚଳରେ ଦୁଇ ଜୁଆ ଆଡ୍ଡା ଉପରେ ପୋଲିସ୍‌ ଚଢାଉ କରିଛି। ଏହି ଦୁଇଟି ଜୁଆ ଆଡ୍ଡାରେ ଚଢାଉ କରିବା ସହିତ 11 ଜଣଙ୍କୁ ଗିରଫ କରିଛି। ସେହିପରି 88 ହଜାର 400ଟଙ୍କା ସମେତ 52 ଟି ତାସ, 11ଟି ମୋବାଇଲ୍‌ ଆଦି ଜବତ କରାଯାଇ ଏସଂକ୍ରାନ୍ତରେ ଏକ ମାମଲା ରୁଜୁ କରାଯାଇଛି।

Related posts