Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟରେ ଆଜି ଆଉ ୧ ହଜାର ୪୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ
ଆଜିର ଖବର

ରାଜ୍ୟରେ ଆଜି ଆଉ ୧ ହଜାର ୪୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

October 26, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ରାଜ୍ୟରେ ଆଜି ୧ ହଜାର ୪୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୮୫୮ ଜଣ ଚିହ୍ନଟ ହୋଇଥିବାବେଳେ ୬୨୨ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୧୨ ହଜାର ୬୯୫କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୬୪ ହଜାର ୧୦୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୭ ହଜାର ୨୮୧ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୨୪୫ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୧ ହଜାର ୪୮୦ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୁଳୁରୁ ସର୍ବାଧିକ ୧୪୧ ଚିହ୍ନଟ ହୋଇଥିବାବେଳେ ମୟୂରଭଞ୍ଜରୁ ୧୧୩, ଖୋର୍ଦ୍ଧାରୁ ୧୧୦ ଜଣ, କଟକରୁ ୧୦୬, କେଉଁଝରରୁ ୮୭, ବାଲେଶ୍ବରରୁ ୮୪, ବରଗଡରୁ ୪୯, ଭଦ୍ରକରୁ ୨୪, ବଲାଙ୍ଗିରରୁ ୪୪, ବୌଦ୍ଧରୁ ୧୨, ଦେବଗଡରୁ ୧୧,  ଢେଙ୍କାନାଳରୁ ୨୫, ଗଜପତିରୁ ୬, ଗଞ୍ଜାମରୁ ୨୦, ଜଗତସିଂହପୁରରୁ  ୭୨, ଯାଜପୁରରୁ ୫୬, ଝାରସୁଗୁଡାରୁ ୫୦, କଳାହାଣ୍ଡିରୁ ୨୪, କନ୍ଧମାଳରୁ ୭, କେନ୍ଦ୍ରାପଡାରୁ ୫୧,  କୋରାପୁଟରୁ ୩୯, ମାଲକାନଗିରିରୁ ୨୩,  ନବରଙ୍ଗପୁରରୁ ୪୦, ନୟାଗଡରୁ ୨୮, ନୂଆପଡାରୁ ୪୪, ପୁରୀରୁ ୪୭, ରାୟଗଡାରୁ ୮,  ସମ୍ବଲପୁରରୁ ୨୯, ସୋନପୁରରୁ ୧୪, ସୁନ୍ଦରଗଡରୁ ୯୦ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ପୁଲ୍‌ରୁ ୨୬ ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି।

 

ଓଡିଶା କରୋନା ଆକ୍ରାନ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

Jay MLA Oath: ନୂଆପଡା ବିଧାୟକ ଭାବେ ଶପଥ ନେଲେ ଜୟ ଢୋଲକିଆ, କେତେ ପାଇବେ ଟଙ୍କା?

November 20, 2025

Rising Star Asia Cup 2025: ସେମିଫାଇନାଲ ପାଇଁ ଚୂଡ଼ାନ୍ତ ହେଲା ଦଳ, ଜାଣନ୍ତୁ ଭାରତର କେବେ?

November 20, 2025

Train Accident Mock Drill: ହିନ୍ଦୋଳ ଷ୍ଟେସନରେ ହେଲା ମିଛିମିଛିକା ଟ୍ରେନ ଦୁର୍ଘଟଣା

November 20, 2025

ଦିଲ୍ଲୀ ବିସ୍ଫୋରଣର ଷଡ଼ଯନ୍ତ୍ର କରିଥିଲା କି ପାକିସ୍ତାନ?: ଆଶ୍ଚର୍ଯ୍ୟଜନକ ବୟାନ ଦେଲେ ପାକିସ୍ତାନୀ ନେତା

November 20, 2025
Latest News

Jay MLA Oath: ନୂଆପଡା ବିଧାୟକ ଭାବେ ଶପଥ ନେଲେ ଜୟ ଢୋଲକିଆ, କେତେ ପାଇବେ ଟଙ୍କା?

November 20, 2025

Rising Star Asia Cup 2025: ସେମିଫାଇନାଲ ପାଇଁ ଚୂଡ଼ାନ୍ତ ହେଲା ଦଳ, ଜାଣନ୍ତୁ ଭାରତର କେବେ?

November 20, 2025

Train Accident Mock Drill: ହିନ୍ଦୋଳ ଷ୍ଟେସନରେ ହେଲା ମିଛିମିଛିକା ଟ୍ରେନ ଦୁର୍ଘଟଣା

November 20, 2025

ଦିଲ୍ଲୀ ବିସ୍ଫୋରଣର ଷଡ଼ଯନ୍ତ୍ର କରିଥିଲା କି ପାକିସ୍ତାନ?: ଆଶ୍ଚର୍ଯ୍ୟଜନକ ବୟାନ ଦେଲେ ପାକିସ୍ତାନୀ ନେତା

November 20, 2025

Tesla in Gurugram: ଭାରତରେ ପୁଣି ଏକ ସୋ ରୁମ ଖୋଲିବ ଆମେରିକା କାର କଂପାନୀ ଟେସଲା

November 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.