Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଜବ ମାମଲା :  ସ୍ବାମୀଙ୍କ ଚନ୍ଦାପଣ ପାଇଁ ଥାନାରେ ଏତଲା ଦେଲେ ମହିଳା
ଆଜିର ଖବର

ଅଜବ ମାମଲା :  ସ୍ବାମୀଙ୍କ ଚନ୍ଦାପଣ ପାଇଁ ଥାନାରେ ଏତଲା ଦେଲେ ମହିଳା

November 2, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ :  ଜଣେ ସ୍ତ୍ରୀ ନିଜ ସ୍ବାମୀଙ୍କ ବିରୋଧରେ ଏକ ଅଜବ ମାମଲା ରୁଜୁ କରିଛନ୍ତି। ତାଙ୍କ ସ୍ବାମୀ ଚନ୍ଦା ଏବଂ ସେ ଓ୍ବିଗ୍‌ ବ୍ୟବହା କରୁଛନ୍ତି । ତାଙ୍କ ସ୍ବାମୀ ଚନ୍ଦା ହେବା କଥା ନ କହି ଲୁଚାଇ ରଖିଥିଲେ । ଏପରି ଏକ ଅଜବ ମାମଲା ମହାରାଷ୍ଟ୍ରର ରାଜଧାନୀ ମୁ୍ମ୍ବାଇରୁ ଆସିଛି । ଏଠାରେ ଜଣେ ମହିଳା ଚନ୍ଦାପଣ ପାଇଁ ତାଙ୍କ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଅଭିଯୋଗ କରିଥିବା ମହିଳାଙ୍କ ବୟସ 27 ବର୍ଷ। ସେ ଜଣେ ଚାଟାର୍ଡ ଆକାଉଣ୍ଟ ।  ତାଙ୍କ ସ୍ବାମୀଙ୍କ ବୟସ 29 ବର୍ଷ  । ସେ ଏକ ପ୍ରାଇଭେଟ୍‌ ଫାର୍ମରେ କାମ କରନ୍ତି । ନିକଟରେ ତାଙ୍କର ବିବାହ ହୋଇଥିବାବେଳେ ସେ ଚନ୍ଦା ଏବଂ ଓ୍ବିଗ୍‌ ବ୍ୟବହାର କରନ୍ତି ବୋଲି ତାଙ୍କ ସ୍ତ୍ରୀଙ୍କୁ କହିନଥିଲେ । ଏକଥା ଜାଣିବା ପରେ ସ୍ତ୍ରୀଜଣକ ସ୍ବାମୀଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ତାଙ୍କ ସ୍ତ୍ରୀ କହିଛନ୍ତି ଯେ, ସେ ଯଦି ତାଙ୍କସ୍ବାମୀଙ୍କଚନ୍ଦାପଣ ସମ୍ପର୍କରେ ଜାଣିଥାନ୍ତେ ତେବେ କେବେ ବିବାହ କରିନଥା’ନ୍ତେ । ସ୍ବାମୀଙ୍କ ଚନ୍ଦାପଣ କଥା ଶୁଣି ସେ ସକ୍ ହୋଇଯାଇଥିଲେ ।  ଏହାପରେ ସେ ସ୍ବାମୀଙ୍କ ଅଭିଯୋଗରେ ଧୋକ୍କାଧଡ୍ଡି ଓ ମାନହାନିର ଏତଲା ଦେଇଥିଲେ । ଅପରପକ୍ଷରେ ମହିଳାଙ୍କ ସ୍ବାମୀ ଜଣକ ଥାନେ କୋର୍ଟରେ ଅଗ୍ରିମ ଜମାନତ ପାଇଁ ଦରଖାସ୍ତ ଦେଇଛନ୍ତି । ତେବେ କୋର୍ଟ ତାଙ୍କୁ ପୋଲିସ୍‌ ନିକଟରେ ହାଜର ପାଇଁ ନିର୍ଦ୍ଦେଶ ଦେଇଛନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବ ଭାରତରେ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ପାଇଁ ସମ୍ମାନିତ ହେଲା ସୋଆ

March 30, 2026

ପାକିସ୍ତାନ ମାଧ୍ୟମରେ ଟ୍ରମ୍ପଙ୍କ ପ୍ରସ୍ତାବ ପାଇଲା ଇରାନ: କଡ଼ା ଜବାବ ଦେଲା ତେହରାନ

March 30, 2026

ଆଜିର IPL ମ୍ୟାଚ୍‌ରେ ବାଧା ସୃଷ୍ଟି କରିବ କି ବର୍ଷା: ଜାଣନ୍ତୁ ପିଚ୍ ଏବଂ ପାଣିପାଗ ରିପୋର୍ଟ

March 30, 2026

ପିତାମାତାଙ୍କ ଯତ୍ନ ନନେଲେ କଟିବ ୧୫% ଦରମା: ଏକ କଠୋର ଆଇନ ଆଣିଲା ଏହି ରାଜ୍ୟ

March 30, 2026
Latest News

ପୂର୍ବ ଭାରତରେ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ପାଇଁ ସମ୍ମାନିତ ହେଲା ସୋଆ

March 30, 2026

ପାକିସ୍ତାନ ମାଧ୍ୟମରେ ଟ୍ରମ୍ପଙ୍କ ପ୍ରସ୍ତାବ ପାଇଲା ଇରାନ: କଡ଼ା ଜବାବ ଦେଲା ତେହରାନ

March 30, 2026

ଆଜିର IPL ମ୍ୟାଚ୍‌ରେ ବାଧା ସୃଷ୍ଟି କରିବ କି ବର୍ଷା: ଜାଣନ୍ତୁ ପିଚ୍ ଏବଂ ପାଣିପାଗ ରିପୋର୍ଟ

March 30, 2026

ପିତାମାତାଙ୍କ ଯତ୍ନ ନନେଲେ କଟିବ ୧୫% ଦରମା: ଏକ କଠୋର ଆଇନ ଆଣିଲା ଏହି ରାଜ୍ୟ

March 30, 2026

ଦୁଇ ବିଧାୟକଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କ ସମେତ ନଅ ନକ୍ସଲଙ୍କ ଆତ୍ମସମର୍ପଣ

March 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.