Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେପୁର ଆସନରୁ ଲଢିବେ ବିଜେପିର ପ୍ରାର୍ଥୀ ସନତ ଗଡ଼ତିଆ
ଆଜିର ଖବର

ବିଜେପୁର ଆସନରୁ ଲଢିବେ ବିଜେପିର ପ୍ରାର୍ଥୀ ସନତ ଗଡ଼ତିଆ

March 26, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଜେପୁର ବିଧାନସଭା ଆସନରୁ ଲଢିବା ଲାଗି ବିଜେପି ନିଜର ପ୍ରାର୍ଥୀ ଭାବରେ ସନତ ଗଡ଼ତିଆଙ୍କ ନାମ ଘୋଷଣା କରିଛି। ପୂର୍ବରୁ ଏହି ଆସନରୁ ଲଢିବାକୁ ବଜରଙ୍ଗ ଦଳର ପୂର୍ବତନ ରାଷ୍ଟ୍ରୀୟ ଆବାହକ ସୁବାସ ଚୌହାନଙ୍କୁ ଦଳ ଅନୁରୋଧ କରିଥିଲା ଯାହାକୁ ଶ୍ରୀ ଚୌହାନ ପ୍ରତ୍ୟାଖ୍ୟାନ କରିଥିଲେ। ଆଜି ଦିନ ଓଳି ମୁଖ୍ୟମନ୍ତ୍ରୀଙ୍କ ପୁରୁଣା ନିର୍ବାଚନ ମଣ୍ଡଳୀ ହିଞ୍ଜିଳୀରୁ ଲଢିବାକୁ ଦଳ ନିଜର ପ୍ରବକ୍ତା ପୀତାମ୍ବର ଆଚାର୍ୟଙ୍କ ନାମ ଘୋଷଣା କରିସାରିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଭଦ୍ରକରେ ଆୟୁଷ୍ମାନ କାର୍ଡ ବାଣ୍ଟିଲେ ସୂର୍ଯ୍ୟବଂଶୀ ସୁରଜ

December 14, 2025

ସମନ୍ୱିତ ସଡ଼କ ସୁରକ୍ଷା ଡାସବୋର୍ଡର ସମୀକ୍ଷା କଲେ ରାଜ୍ୟ ସରକାର

December 14, 2025

ବନ୍ଦେ ଭାରତ ଟ୍ରେନରେ ମିଳିବ ସ୍ଥାନୀୟ ଖାଦ୍ୟ, ଧୀରେ ଧୀରେ ଅନ୍ୟ ଟ୍ରେନରେ ବି କରାଯିବ ପରିବେଷଣ

December 14, 2025

ପୂର୍ବୋଦୟ ଅନ୍ତର୍ଜାତୀୟ ସମ୍ମିଳନୀର ତୃତୀୟ ସଂସ୍କରଣ ଉଦଘାଟନ କଲେ ରାଜ୍ୟପାଳ

December 14, 2025
Latest News

ଭଦ୍ରକରେ ଆୟୁଷ୍ମାନ କାର୍ଡ ବାଣ୍ଟିଲେ ସୂର୍ଯ୍ୟବଂଶୀ ସୁରଜ

December 14, 2025

ସମନ୍ୱିତ ସଡ଼କ ସୁରକ୍ଷା ଡାସବୋର୍ଡର ସମୀକ୍ଷା କଲେ ରାଜ୍ୟ ସରକାର

December 14, 2025

ଓଡିଶା ବିଜେପି ସାଂସଦମାନେ ଦିଲ୍ଲୀରେ କଲେ ବୈଠକ, ରାଜ୍ୟ ସଂଗଠନ ଅବଗତ ଅଛି କି ନାହିଁ ସନ୍ଦେହ

December 14, 2025

ବନ୍ଦେ ଭାରତ ଟ୍ରେନରେ ମିଳିବ ସ୍ଥାନୀୟ ଖାଦ୍ୟ, ଧୀରେ ଧୀରେ ଅନ୍ୟ ଟ୍ରେନରେ ବି କରାଯିବ ପରିବେଷଣ

December 14, 2025

ବିଧାୟକଙ୍କ ଦରମା ବୃଦ୍ଧି ନେଇ ଚେଙ୍ଗି ଦେଲେ ନବୀନ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି, କହିଲେ…

December 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.