Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୀମାରେ ପାଚେରୀ ନିର୍ମାଣ ପାଇଁ ୧ ବିଲିୟନ୍‌ ଡଲାର ଦେଲା ପେଣ୍ଟାଗନ୍‌
ଆଜିର ଖବର

ସୀମାରେ ପାଚେରୀ ନିର୍ମାଣ ପାଇଁ ୧ ବିଲିୟନ୍‌ ଡଲାର ଦେଲା ପେଣ୍ଟାଗନ୍‌

March 26, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
pentagon gives 1 billion dollar for us mexico wall
pentagon gives 1 billion dollar for us mexico wall

ଆମେରିକୀୟ ପ୍ରତିରକ୍ଷା ବିଭାଗ ଆମେରିକା ମେକ୍ସିକୋ ସୀମାରେ ପ୍ରାଚୀର ନିର୍ମାଣ ପାଇଁ ୧ ବିଲିୟନ୍‌ ଡଲାର ଅର୍ଥ ପ୍ରଦାନ କରିଛି । ଏହି ଅର୍ଥରେ ୫୭ ମାଇଲ୍‌ର ପାଦଚଲା ରାସ୍ତା ନିର୍ମାଣ କରାଯିବା ସହିତ ସୀମାରେ ଆଲୋକ ବ୍ୟବସ୍ଥାର ସୁବିଧା କରାଯିବ ବୋଲି ପେଣ୍ଟାଗନ୍ ମୁଖ୍ୟ କହିଛନ୍ତି । ଗତ ସପ୍ତାହରେ ପେଣ୍ଟାଗନ୍‌ ଆମେରିକୀୟ କଂଗ୍ରେସକୁ ୧୨.୮ ବିଲିୟନ୍‌ର ଚିଠା ପ୍ରଦାନ କରିଥିଲା । ଏକ ମାସ ପୂର୍ବରୁ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ରାଷ୍ଟ୍ରୀୟ ଜରୁରୀକାଳୀନ ପରସ୍ଥିତି ବୋଲି ଅଭିହିତ କରିବା ସହିତ ୨୦୨୦ ବଜେଟ୍‌ରେ ଏହି ପ୍ରାଚୀର ନିର୍ମାଣ ପାଇଁ  ୨ ବିଲୟନ୍‌ ଡଲାରର ଘୋଷଣା କରିଥିଲେ । ଆମେରିକୀୟ ସେନାର ଇଞ୍ଜିନିୟର ମାନେ ଏହି ପ୍ରକଳ୍ପ ନିମନ୍ତେ ଖୁବ୍‌ ଶୀଘ୍ର ଯୋଜନା କରିବେ ବୋଲି ଘୋଷଣା କରିଛନ୍ତି କାର୍ଯ୍ୟକାରୀ ସୁରକ୍ଷା ସଚିବ ପ୍ୟାଟ୍ରିକ୍‌ ଶାନାନ୍‌ । ୫୭ ମାଇଲର ଏହି ପ୍ରାଚୀରରେ ୧୮ଫୁଟ୍‌ ଉଚ୍ଚ ପାଦଚଲା ରାସ୍ତା ରହିବାର ଯୋଜନା ରହିଥିବା ବେଳେ ୟୁମା ଏବଂ ଏଲ୍‌ ପାସୋ ଇଲାକାରେ ଆଲୋକ ବ୍ୟବସ୍ଥା କରାଯିବ ବୋଲି ଶାନାନ୍‌ ପ୍ରକାଶ କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଜମି ପାଇଁ ହାଣିଲେ : ପରିବାରର ୬ ଆହତ

April 7, 2026

ଏଣିକି ଗାଡ଼ି ନମ୍ବର ପ୍ଲେଟରେ ପୋଲିସ୍ ଲୋଗା ମନା

April 7, 2026

କାଳବୈଶାଖୀ ତାଣ୍ଡବ : ଭାଙ୍ଗିଲା ତିନିଶହ ଘର

April 7, 2026

ଅଟକିପାରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୨୩ତମ କିସ୍ତି : ପାଇବା ପାଇଁ କରିବାକୁ ପଡିବ ଏହି କାମ

April 7, 2026
Latest News

ଜମି ପାଇଁ ହାଣିଲେ : ପରିବାରର ୬ ଆହତ

April 7, 2026

ଏଣିକି ଗାଡ଼ି ନମ୍ବର ପ୍ଲେଟରେ ପୋଲିସ୍ ଲୋଗା ମନା

April 7, 2026

କାଳବୈଶାଖୀ ତାଣ୍ଡବ : ଭାଙ୍ଗିଲା ତିନିଶହ ଘର

April 7, 2026

ଅଟକିପାରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୨୩ତମ କିସ୍ତି : ପାଇବା ପାଇଁ କରିବାକୁ ପଡିବ ଏହି କାମ

April 7, 2026

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଯୁବପିଢ଼ିଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ- ‘ଷ୍ଟ୍ରୋକ୍‌କୁ ଜାଣନ୍ତୁ, ଜୀବନ ବଞ୍ଚାନ୍ତୁ’

April 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.