Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେଉଁ ରଙ୍ଗର ବସ୍ତ୍ର ପିନ୍ଧି ପୂଜା କରିବା ଦ୍ବାରା ମିଳିବ ଶୁଭଫଳ, ଦୀପାବଳିରେ ରାଶି ଅନୁଯାୟୀ କରନ୍ତୁ ଏହି ଉପାୟ
ଆଜିର ଖବର

କେଉଁ ରଙ୍ଗର ବସ୍ତ୍ର ପିନ୍ଧି ପୂଜା କରିବା ଦ୍ବାରା ମିଳିବ ଶୁଭଫଳ, ଦୀପାବଳିରେ ରାଶି ଅନୁଯାୟୀ କରନ୍ତୁ ଏହି ଉପାୟ

November 12, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦୀପାବଳି
ଦୀପାବଳି, ହିନ୍ଦୁ ଧର୍ମର ଏହି ଲୋକପ୍ରିୟ ପର୍ବର କିଛି ଜଣା ଅଜଣା କଥା

ଭୁବନେଶ୍ବର :  ଆଉ ଦିନ କେଇଟାରେ ଆଲୋକର ପର୍ବ ଦୀପାବଳି । ଦିପାବଳୀ ହେଉଛି ସୁଖ- ସମୃଦ୍ଧିର ପର୍ବ । ଏହି ଦିନ ବିଧିବିଧାନ ଓ ଶ୍ରଦ୍ଧା ଭାବରେ ପୂଜା କରିବା ଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହେବା ସହିତ ଧନ ବର୍ଷା କରିଥା’ନ୍ତି । ଏହି ଦିନ ମାତା ଲକ୍ଷ୍ମୀଙ୍କର ପୂଜା କରି ମା’ଙ୍କର କୃପା ପାଇବାକୁ ସମେସ୍ତ ଚେଷ୍ଟା କରିଥା’ନ୍ତି ।  ଏହି ଦିନ ନବବସ୍ତ୍ର ପିନ୍ଧି ଆମେ ମାତା ଲକ୍ଷ୍ମୀଙ୍କର ଆରାଧନା କରିଥାଉ । ତେବେ ଏହି ଦିନ ଯଦି ଆମେ ଆମର ଶୁଭ ରଙ୍ଗର ବସ୍ତ୍ର ପିନ୍ଧି ମାତାଙ୍କର ପୂଜା କରିବା ତେବେ ବିଶେଷ ଆଶୀର୍ବାଦ ପାଇପାରିବା । ତେବେ ଆସନ୍ତୁ ଜାଣିବା ଆମେ ଦୀପାବଳି ଦିନ କେଉଁ ରଙ୍ଗର ପୋଷାକ ପିନ୍ଧିବା ଉଚିତ୍‌ ।

ରଙ୍ଗ ଆମ ଜୀବନରେ ବିଶେଷ ପ୍ରଭାବ ପକାଇଥାଏ । ଏହି ରଙ୍ଗଗୁଡିକ ଆମର ଭାଗ୍ୟ ଓ ଭାବନାରେ ପ୍ରଭାବ ପକାଇଥାଏ । ଏଥିପାଇଁ ଦୀପାବଳି ଦିନ ରାଶି ଅନୁସାରେ ପୋଷାକ ପିନ୍ଧିବା ଉଚିତ୍‌ । ପ୍ରତ୍ୟେକ ରାଶି ପାଇଁ ଗୋଟିଏ ଗୋଟିଏ ରଙ୍ଗ ଶୁଭ ହୋଇଥାଏ । ଆସନ୍ତୁ ଜାଣିବା ରାଶି ଅନୁଯାୟୀ କିଏ କେଉଁ ରଙ୍ଗର ପୋଷାକ ପିନ୍ଧି ପୂଜା କରିବେ ।

ମେଷ ରାଶି : ମେଷ ରାଶିର ବ୍ୟକ୍ତିବିଶେଷମାନେ ଏହି ଦିନ ସୁନେଲୀ ଅର୍ଥାତ୍‌ ଗୋଲ୍ଡେନ୍‌ ରଙ୍ଗର ବସ୍ତ୍ର ପିନ୍ଧି ମାତାଙ୍କ ପୂଜା କରିବା ଦ୍ବାରା ବିଶେଷ ଆଶୀର୍ବାଦ ପ୍ରାପ୍ତ ହେବ । ସୁନେଲୀ ରଙ୍ଗ ମେଷ ରାଶିଙ୍କ ପାଇଁଙ୍କ ବିଶେଷ ଫଳପ୍ରଦ ହୋଇଥାଏ ।

ବୃଷ ରାଶି : ଏହି ରାଶିର ଲୋକମାନେ ଧଳା ପୋଷାକ ପିନ୍ଧି ପୂଜା କରିବା ଆବଶ୍ୟକ। ଯଦି ସେମାନେ ଧଳା ପୋଷାକ ନ ପିନ୍ଧୁଛନ୍ତି, ତେବେ ପାଖରେ ଧଳା ରୁମାଲ୍‌ ରଖିପାରିବେ ।

ମିଥୁନ ରାଶି : ଏହି ରାଶିର ଲୋକମାନେ ନୀଳ ରଙ୍ଗର ବସ୍ତ୍ର ପିନ୍ଧି ପୂଜା କରିବା ଆବଶ୍ୟକ ।

କର୍କଟ ରାଶି : ଏହି ରାଶିର ଲୋକମାନେ ନାରଙ୍ଗୀ ଅଥବା ଲାଲ୍‌ ରଙ୍ଗର ପୋଷାକ ଧାରଣ କରିବା ଆବଶ୍ୟକ ।

ସିଂହ ରାଶି : ଏହି ରାଶିର ବ୍ୟକ୍ତିବିଶେଷମାନେ ହଳଦିଆ ରଙ୍ଗର ପୋଷାକ ପିନ୍ଧି ମାତାଙ୍କର ପୂଜା କରିବା ଦ୍ବାରା ବିଶେଷ କୃପା ପାଇପାରିବେ ।

କନ୍ୟା ରାଶି : ଏହି ରାଶିର ଲୋକମାନେ ଧଳା ଅଥବା ନୀଳ ରଙ୍ଗର ପୋଷାକ ପିନ୍ଧି ମାତାଙ୍କର ପୂଜା କରିବା ଦ୍ବାରା ବିଶେଷ ଆଶୀର୍ବାଦ ପ୍ରାପ୍ତ ହେବେ ।

ତୁଳା ରାଶି : ଏହି ରାଶିର ବ୍ୟକ୍ତିବିଶେଷ ମାନେ ନୀଳ ଅଥବା ଧଳା ରଙ୍ଗର ପୋଷାକ ପିନ୍ଧି ପୂଜା କରିବା ଉଚିତ୍‌ ।

ବିଛା ରାଶି : ଏହି ରାଶିର ଲୋକମାନେ ଦୀପାବଳି ଦିନ ଧଳା ଅଥବା ହଳଦିଆ ପୋଷାକ ପିନ୍ଧିବା ଉଚିତ୍‌ ।

ଧନୁ ରାଶି : ଏହି ରାଶିର ଲୋକମାନେ ଲାଲ୍‌ ବସ୍ତ୍ର ଧାରଣ କରିବା ଉଚିତ୍‌ ।

ମକର ରାଶି : ଏହି ରାଶିର ଲୋକମାନେ ପୂଜା କରିବା ସମୟରେ ଇଷତ୍‌ ହଳଦିଆ ଅଥବା କ୍ରିମ୍‌ ରଙ୍ଗ କିମ୍ବା ସବୁଜ ରଙ୍ଗର ପୋଷାକ ପିନ୍ଧିବା ଦ୍ବାରା ଅତ୍ୟନ୍ତ ଶୁଭ ହେବ।

କୁମ୍ଭ ରାଶି – ଏହି ରାଶିର ବ୍ୟକ୍ତିମାନେ ସବୁଜ ଅଥବା ଧଳା ପୋଷାକ ପିନ୍ଧି ମାତା ଲକ୍ଷ୍ମୀଙ୍କର ପୂଜା କରିବା ଉଚିତ୍‌ ।

ଦୀପାବଳି
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026

ପିଆଇବି ଏଡିଜିଙ୍କ ଆକାଶବାଣୀ ପୁରୀ କେନ୍ଦ୍ର ଗସ୍ତ

March 10, 2026
Latest News

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026

ପିଆଇବି ଏଡିଜିଙ୍କ ଆକାଶବାଣୀ ପୁରୀ କେନ୍ଦ୍ର ଗସ୍ତ

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.