ଭୁବନେଶ୍ବର, ଆଜି ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳ ପାଇଁ ଦଳ ତରଫରୁ ନୁଆ ନିଯୁକ୍ତି ପ୍ରଦାନ କରାଯାଇଛି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସ୍ବୀକୃତି କ୍ରମେ ଏହି ନିଯୁକ୍ତି ପ୍ରଦାନ କରାଯାଇଛି। ଯାହାଙ୍କୁ ନୂଆ ନିଯୁକ୍ତି ମିଳିଲା ତାହା ହେଲା