Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଧାବଲିକର୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇଲା ବିଜେପି
ଆଜିର ଖବର

ଧାବଲିକର୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇଲା ବିଜେପି

March 27, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
goa deputy cm out from cabinet
goa deputy cm out from cabinet

ଗୋଆରେ ବିଜେପି ନେତୃତ୍ବାଧୀନ ସରକାରରେ ଅଂଶୀଦାର ଥିବା ମହାରାଷ୍ଟ୍ରବାଦୀ ଗେମାନ୍ତକ ପାର୍ଟିର ୩ଜଣ ବିଧାୟକଙ୍କ ମଧ୍ୟରୁ ୨ ଜଣ ବିଧାୟକ ବିଜେପିରେ ଯୋଗଦେଇଥିବାବେଳେ ଗୋଆ ବିଧାନସଭାରେ ବିଜେପିର ସଦସ୍ୟ ସଂଖ୍ୟାର ୧୨ରୁ ୧୪କୁ ବୃଦ୍ଧି ପାଇଁ କଂଗ୍ରେସ ସହ ସମକକ୍ଷ ହୋଇଯାଇଛି । ତେବେ ଏମ୍‌ଜିପିର ଏକମାତ୍ର ବିଧାୟକ ଭାବେ ଗୋଆ କ୍ୟାବିନେଟ୍‌ରେ ରହିଥିବା ସୁଦୀନ୍‌ ଧାବଲିକର୍‌ଙ୍କୁ କ୍ୟାବିନେଟ୍‌ରୁ ବାହାର କରିଦିଆଯାଇଛି । ସେ ଉପମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ଅଧୀନରେ ପରିବହନ ଏବଂ ଲୋକ କଲ୍ୟାଣ ମନ୍ତ୍ରାଳୟ ରହିଥିଲା। ଧାବ୍‌ଲୀକର ଏହି ଘଟଣାରେ କହିଛନ୍ତି ଯେ, ଚୌକିଦାର ରାତି ଅଧରେ ଏମ୍‌ଜିପିରେ ଡକାୟତି କରିଛି  । ତେବେ ପରବର୍ତ୍ତୀ ସମୟରେ ଏମ୍‌ଜିପି ଗୋଆରେ ଉପନିର୍ବାଚନ ପାଇଁ ପ୍ରସ୍ତାବ ଆଣିପାରେ ବୋଲି ସୂଚନା ରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଏବେ ATM କୁ ଦୌଡ଼ିବାର ଆବଶ୍ୟକତା ନାହିଁ, ଗୋଟିଏ ସ୍କାନରେ ମିଳିବ ଟଙ୍କା, ଜାଣନ୍ତୁ କେମିତି?

September 16, 2025

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୪୨ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଲେ ରାଜ୍ୟପାଳ

September 16, 2025

ଆଜି ମଧ୍ୟ ହୋଇପାରିବ ଆୟକର ରିଟର୍ଣ୍ଣ, ବର୍ତ୍ତମାନ ୭ କୋଟିରୁ ଅଧିକ ହେଲାଣି ଆବେଦନ

September 16, 2025

ସେପ୍ଟେମ୍ବର ୧୭ରୁ ଆରମ୍ଭ ହେବ ‘ସ୍ୱଚ୍ଛତା ହିଁ ସେବା ୨୦୨୫’

September 16, 2025
Latest News

ଏବେ ATM କୁ ଦୌଡ଼ିବାର ଆବଶ୍ୟକତା ନାହିଁ, ଗୋଟିଏ ସ୍କାନରେ ମିଳିବ ଟଙ୍କା, ଜାଣନ୍ତୁ କେମିତି?

September 16, 2025

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୪୨ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଲେ ରାଜ୍ୟପାଳ

September 16, 2025

ଆଜି ମଧ୍ୟ ହୋଇପାରିବ ଆୟକର ରିଟର୍ଣ୍ଣ, ବର୍ତ୍ତମାନ ୭ କୋଟିରୁ ଅଧିକ ହେଲାଣି ଆବେଦନ

September 16, 2025

ସେପ୍ଟେମ୍ବର ୧୭ରୁ ଆରମ୍ଭ ହେବ ‘ସ୍ୱଚ୍ଛତା ହିଁ ସେବା ୨୦୨୫’

September 16, 2025

ସୁଭଦ୍ରାର ଏକ ବର୍ଷ ପୂର୍ତ୍ତି ଅବସରରେ “ଧନ୍ୟବାଦ ମୋଦି” କାର୍ଯ୍ୟକ୍ରମ

September 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.