Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ପରେ ସଂକ୍ରମିତ ବ୍ୟକ୍ତିଙ୍କଠାରେ ଦେଖାଯାଉଛି ଅନେକ ଜଟିଳ ସମସ୍ୟା, ଜାଣନ୍ତୁ ସେ ସମ୍ପର୍କରେ
ଆଜିର ଖବର

କରୋନା ପରେ ସଂକ୍ରମିତ ବ୍ୟକ୍ତିଙ୍କଠାରେ ଦେଖାଯାଉଛି ଅନେକ ଜଟିଳ ସମସ୍ୟା, ଜାଣନ୍ତୁ ସେ ସମ୍ପର୍କରେ

December 8, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କରୋନାରେ ସଂକ୍ରମିତ ବ୍ୟକ୍ତିମାନଙ୍କ ଠାରେ ପରବର୍ତ୍ତୀ ପର୍ୟ୍ୟାୟରେ ବିଭିନ୍ନ ପ୍ରକାର ଜଟିଳ ସମସ୍ୟା ଦେଖାଦେଉଛି। ଏସବୁ ସମସ୍ୟା ଦୀର୍ଘଦିନ ପାଇଁ ମଧ୍ୟ ରହୁଛି । ଯଦିଓ କରୋନା ଚିକିତ୍ସା ଅନେକ ଅଗ୍ରଗତି ଘଟିଛି ଏବଂ ଟିକା ଆସିବା ଆଶା ଉଜ୍ଜ୍ୱଳ ହେବାରେ ଲାଗିଛି ତଥାପି ଲୋକମାନେ ଏହି ମହାମାରୀର ଜଟିଳତା ସମ୍ପର୍କରେ ସଚେତନ ହେବା ଆବଶ୍ୟକ । ଅନ୍ୟାନ୍ୟ ରୋଗ ସହିତ ପୁରୁଷମାନେ ସେମାନଙ୍କ ଯୌନ କ୍ଷମତା ମଧ୍ୟ ହରାଇ ପାରନ୍ତି।

ଏହି ଭୂତାଣୁ ଆପଣଙ୍କ ଯୌନ କ୍ଷମତାରେ ଜଟିଳ ସମସ୍ୟା ସୃଷ୍ଟ କରିପାରେ ବୋଲି ଆମେରିକାର ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ଡେନା ଗ୍ରେସନ ସତର୍କ କରାଇ ଦେଇଛନ୍ତି । ଗ୍ରେସନ କହିଛନ୍ତି, ଶରୀରରେ ଧମନୀରେ କରୋନା ମହାମାରୀ ବିଭିନ୍ନ ସମସ୍ୟା ସୃଷ୍ଟି କରିପାରେ । ଏହା ହିଁ ବାସ୍ତବ ଚିନ୍ତାର ବିଷୟ । କେବଳ କରୋନା ଭୂତାଣୁ ଆପଣଙ୍କୁ ମାରିପାରେ ନାହିଁ, ଶରୀରରେ ଆଜୀବନ ଅନେକ ଜଟିଳ ସମସ୍ୟା ସୃଷ୍ଟ କରିପାରେ ବୋଲି ସେ କହିଛନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷିତ ଏବଂ ଦ୍ରୁତ ଟ୍ରେନ ପରିଚାଳନା ପାଇଁ ସ୍ୱୟଂଚାଳିତ ସିଗନାଲିଂ ପ୍ରଣାଳୀରେ ଅପଗ୍ରେଡ୍

August 22, 2025

କୋଲକାତାରେ ବହୁବିଧ ବିକାଶ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

August 22, 2025

‘ଭଏସେସ୍‌ ଏଣ୍ଡ୍‌ ଭୋଟ୍‌ସ: ଓଡ଼ିଶାସ୍‌ ଇଲେକ‌ଟୋରାଲ୍‌ ରେନେସାଁ ଅଫ୍‌ ୨୦୨୪’ ପୁସ୍ତକ ଉନ୍ମୋଚିତ

August 22, 2025

ଉଭୟ ପାର୍ଶ୍ୱରୁ ଏଲଏଚବି ସହ ଚଳାଚଳ କରିବ ଭୁବନେଶ୍ୱର-ଜୁନାଗଡ଼ ରୋଡ୍ -ଭୁବନେଶ୍ୱର ଏକ୍ସପ୍ରେସ 

August 22, 2025
Latest News

ସୁରକ୍ଷିତ ଏବଂ ଦ୍ରୁତ ଟ୍ରେନ ପରିଚାଳନା ପାଇଁ ସ୍ୱୟଂଚାଳିତ ସିଗନାଲିଂ ପ୍ରଣାଳୀରେ ଅପଗ୍ରେଡ୍

August 22, 2025

କୋଲକାତାରେ ବହୁବିଧ ବିକାଶ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

August 22, 2025

‘ଭଏସେସ୍‌ ଏଣ୍ଡ୍‌ ଭୋଟ୍‌ସ: ଓଡ଼ିଶାସ୍‌ ଇଲେକ‌ଟୋରାଲ୍‌ ରେନେସାଁ ଅଫ୍‌ ୨୦୨୪’ ପୁସ୍ତକ ଉନ୍ମୋଚିତ

August 22, 2025

ଉଭୟ ପାର୍ଶ୍ୱରୁ ଏଲଏଚବି ସହ ଚଳାଚଳ କରିବ ଭୁବନେଶ୍ୱର-ଜୁନାଗଡ଼ ରୋଡ୍ -ଭୁବନେଶ୍ୱର ଏକ୍ସପ୍ରେସ 

August 22, 2025

କମଳାକାନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ, ଯୋଗଦେଲେ ମୁଖ୍ୟମନ୍ତ୍ରୀ

August 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.