Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ଜୁଏଲ୍ସର ହୀରା ଅଳଙ୍କାରର ସଦ୍ୟତମ ସଂସ୍କରଣ ବେଶ୍ ଉତ୍କୃଷ୍ଟ ଓ ସୁଲଭ
ଆଜିର ଖବର

ରିଲାଏନ୍ସ ଜୁଏଲ୍ସର ହୀରା ଅଳଙ୍କାରର ସଦ୍ୟତମ ସଂସ୍କରଣ ବେଶ୍ ଉତ୍କୃଷ୍ଟ ଓ ସୁଲଭ

January 20, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ରିଲାଏନ୍ସ ଜୁଏଲ୍ସ, ଭାରତର ଅଗ୍ରଣୀ ଓ ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ୍ ନୂତନତା କ୍ଷେତ୍ରରେ ସର୍ବଦା ଆଗରେ ରହିଆସିଛି। ନୂତନ ବର୍ଷର ଆରମ୍ଭ ସହିତ, ରିଲାଏନ୍ସ ଜୁଏଲ୍ସ ହୀରା ଅଳଙ୍କାରର ଏକ ନୂଆ ଓ ଟ୍ରେଣ୍ଡି ସମ୍ଭାର ନେଇ ଆସିଛି ଯହାକି ପାର୍ଟି ଓ କକ୍‌ଟେଲ୍ ପାଇଁ ବିଶେଷ ଭାବରେ ଉପଯୁକ୍ତ। ହୀରା ଅଳଙ୍କାର ହେଉଛି ପ୍ରତ୍ୟେକ ଝିଅର ପ୍ରିୟ ବନ୍ଧୁ ଓ ପ୍ରତି ମହିଳାଙ୍କ ପ୍ରଥମ ପସନ୍ଦ। ରିଲାଏନ୍ସ ଜୁଏଲ୍ସର ଉତ୍କୃଷ୍ଟ ହୀରା ଅଳଙ୍କାର ଆପଣଙ୍କ ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିବା ସହିତ ଷ୍ଟାଇଲିସ୍ କରିଥାଏ। ପ୍ରତିଟି ମହିଳାଙ୍କ ଆକାଂକ୍ଷାକୁ ପୁରଣ କରୁଥିବା ରିଲାଏନ୍ସ ଜୁଏଲ୍ସ ଏବେ ନେଇଆସିଛି ଆକର୍ଷଣୀୟ ଓ କଳାକୌଶଳରେ ପରିପୂର୍ଣ୍ଣ ଅଳଙ୍କାର, ଯାହାକି ଟ୍ରେଣ୍ଡି ଓ ମହିଳାଙ୍କୁ ଏକ ନୂତନ ରୂପ ପ୍ରଦାନ କରିବ।

ଆପଣଙ୍କର ପାରମ୍ପରିକ ଗହଣା ପରିବର୍ତ୍ତେ ଏହି ଗହଣାକୁ ଆପଣାଇବାର ସମୟ ଆସିଯାଇଛି। ଯେଉଁଥିରେ ରହିଛି ଷ୍ଟାଇଲିସ୍ ଇୟରିଂ, ରିଙ୍ଗ୍‌, ବ୍ରେସଲେଟ୍‌, ପେଣ୍ଡେଂଟ ଓ ନେକ୍‌ଲେସ୍ ସମ୍ଭାର। ଏହି କଲେକ୍ସନ ଓଡିଶାର ଭୁବନେଶ୍ୱର, କଟକ, ରାଉରକେଲା, ଅନୁଗୁଳ ଓ ବ୍ରହ୍ମପୁର ସହର ସମେତ ସାରା ଭାରତରେ ରିଲାଏନ୍ସ ଜୁଏଲ୍ସ ଆଉଟଲେଟ ଗୁଡିକରେ ଉପଲବ୍ଧ ହୋଇଛି।

ଗ୍ରାହକ ରିଲାଏନ୍ସ ଜୁଏଲ୍ସ ସୋ ରୁମରୁ କିଣାକିଣି କରି ସୁନା ଗହଣାର ଗଢ଼ା ମଜୁରୀରେ ୩୦% ପର୍ଯ୍ୟନ୍ତ ସ୍ୱତନ୍ତ୍ର ରିହାତି ପାଇପାରିବେ। ଏହା ସହିତ ହୀରା (ଡାଏମଣ୍ଡ) ଗହଣାରେ ମଧ୍ୟ ୩୦% ରିହାତି ଉପଲବ୍ଧ ରହିଛି। ଏହି ରିହାତି ଅଫର ସୀମିତ ସମୟ ପାଇଁ ଉପଲବ୍ଧ ଓ ଏଥିରେ କିଛି ସର୍ତ ଓ ବ୍ୟବସ୍ଥାବଳୀ ରହିଛି।

ପ୍ରତି ଋତୁରେ ଓ ପ୍ରତି ଅବସର ପାଇଁ ଡାଏମଣ୍ଡ୍ ବା ହୀରାର ଏକ ସ୍ୱତନ୍ତ୍ର ଭୂମିକା ରହିଛି ଓ ଏହା ମହିଳାଙ୍କର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥାଏ। ରିଲାଏନ୍ସ ଜୁଏଲ୍ସ ଏହାକୁ ଦୃଷ୍ଟିରେ ରଖି ଗ୍ରାହକମାନଙ୍କ ପାଇଁ ନୂତନ ହୀରା ଗହଣା ବା ଡାଏମଣ୍ଡ ଜୁଏଲାରୀର ପ୍ରସ୍ତୁତ କରିଛି। ପ୍ରତି ମହିଳା ସର୍ବୋତମ ସୌନ୍ଦର୍ଯ୍ୟ ପାଇବା ପାଇଁ ଓ ଚମକ ନିମନ୍ତେ ଏହାର ସମସ୍ତ ମାନକ ଯଥା ରଙ୍ଗ, ସ୍ୱଚ୍ଛତା, କ୍ୟାରେଟ୍ ଓ କଟ୍ ପ୍ରତି ସ୍ୱତନ୍ତ୍ର ଧ୍ୟାନ ପ୍ରଦାନ କରାଯାଇଛି।

ରିଲାଏନ୍ସ ଜୁଏଲ୍ସ ସମ୍ବନ୍ଧରେ;

ରିଲଏନ୍ସ ଜୁଏଲ୍ସରେ ସୁନା ଓ ହୀରା ବହୁତ ପ୍ରତିଯୋଗୀତାମୂଳକ ମୂଲ୍ୟରେ ଉପଲବ୍ଧ। ଏହାର ଶୂନ୍ୟ ନଷ୍ଟ ଓ ଉପଯୁକ୍ତ ଗଢ଼ା ମଜୁରୀ ଗ୍ରାହକଙ୍କୁ ୧୦୦% ସନ୍ତୁଷ୍ଟି ପ୍ରଦାନ କରିଥାଏ। ରିଲାଏନ୍ସ ଜୁଏଲ୍‌ସର ୧୦୦+ ସହରରେ ୨୦୦+ ଷ୍ଟୋର ରହିଛି ଓ ଏହା ଦ୍ରୁତ ଗତିରେ ସଂପ୍ରସାରିତ ହେଉଛି। ଏହାର କଲେକ୍ସନରେ ଅତ୍ୟନ୍ତ ଆକର୍ଷଣୀୟ ଡିଜାଇନ ରହିଛି।

ରିଲାଏନ୍ସ ଜୁଏଲ୍ସରେ ପ୍ରତି ଅବସର ପାଇଁ ଓ ସମସ୍ତଙ୍କ ପାଇଁ ଗହଣା ରହିଛି। ରିଲାଏନ୍ସ ଜୁଏଲ୍ସ ମଧ୍ୟ ୧୦୦ ପ୍ରତିଶତ ଶୁଦ୍ଧତା, ମୂଲ୍ୟରେ ସ୍ୱଚ୍ଛତା ଓ ପ୍ରତି ପିସରେ ଗୁଣମାନର ସୁନିଶ୍ଚିତତା ପ୍ରଦାନ କରିଥାଏ। ଏହି ବ୍ରାଣ୍ଡ କେବଳ ୧୦୦ ପ୍ରତିଶତ ବିଆଇଏସ୍ ହଲମାର୍କ ଗୋଲ୍ଡ ରଖିଥାଏ। ଏଠାରେ ରହିଥିବା ପ୍ରତିଟି ହୀରା ସ୍ୱାଧୀନ ପ୍ରମାଣନ ଲାବୋରାଟୋରି ଦ୍ୱାରା ଆନ୍ତର୍ଜାତିକ ଭାବରେ ପ୍ରମାଣିତ। ସମସ୍ତ ରିଲାଏନ୍ସ ଜୁଏଲ୍ ସୋରୁମରେ ମରାମତି ପାଇଁ ଏକ କ୍ୟୁସି ଟେକ୍ ରୁମ୍ ରହିଛି।

ଏହା ସହିତ ସୁନାର ଶୁଦ୍ଧତାକୁ ମାଗଣାରେ ମାପ କରିବା ପାଇଁ କ୍ୟାରେଟ୍ ମିଟର ରହିଛି। ଏହି ସବୁ ସୁବିଧା ବ୍ୟତୀତ ଏହି ବ୍ରାଣ୍ଡ୍ ମଧ୍ୟ ପ୍ରତି କ୍ରୟରେ ଲୟାଲିଟି ପଏଂଟ ପ୍ରଦାନ କରିଥାଏ।

ରିଲାଏନ୍‌ସ ଜୁଏଲ୍‌ସ
Share. Facebook Twitter LinkedIn Email WhatsApp Copy Link

Related Posts

ଭାସୁଥିବା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

January 12, 2026

ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା PSLV-C62 ରକେଟ୍: ଜାଣନ୍ତୁ କ’ଣ କହିଲା ISRO?

January 12, 2026

ଯାତ୍ରୀବାହୀ ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ

January 12, 2026

ସଫେଇ କର୍ମଚାରୀ ଓ ଅଭାବୀ ଲୋକଙ୍କୁ ଶୀତ ବସ୍ତ୍ର ପ୍ରଦାନ

January 12, 2026
Latest News

ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ କାର୍ଯ୍ୟକ୍ରମ ଆୟୋଜିତ

January 12, 2026

ଭାସୁଥିବା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

January 12, 2026

ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା PSLV-C62 ରକେଟ୍: ଜାଣନ୍ତୁ କ’ଣ କହିଲା ISRO?

January 12, 2026

ଯାତ୍ରୀବାହୀ ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ

January 12, 2026

ସଫେଇ କର୍ମଚାରୀ ଓ ଅଭାବୀ ଲୋକଙ୍କୁ ଶୀତ ବସ୍ତ୍ର ପ୍ରଦାନ

January 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.