Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗ୍ୟାସ ଉପଭୋକ୍ତାଙ୍କ ପାଇଁ ‘ପେ ଟିଏମ’ ଆଣିଛି ଅଫର: ମାଗଣାରେ ମିଳିବ ସିଲିଣ୍ଡର
ଆଜିର ଖବର

ଗ୍ୟାସ ଉପଭୋକ୍ତାଙ୍କ ପାଇଁ ‘ପେ ଟିଏମ’ ଆଣିଛି ଅଫର: ମାଗଣାରେ ମିଳିବ ସିଲିଣ୍ଡର

January 28, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଯଦି ସିଲିଣ୍ଡରରୁ ଗ୍ୟାସ ଲିକ୍ ହେବା ଆରମ୍ଭ କରେ, ତେବେ ପ୍ରଥମେ କ'ଣ କରିବେ?: ଜାଣିବା ଜରୁରୀ
ଯଦି ସିଲିଣ୍ଡରରୁ ଗ୍ୟାସ ଲିକ୍ ହେବା ଆରମ୍ଭ କରେ, ତେବେ ପ୍ରଥମେ କ'ଣ କରିବେ?: ଜାଣିବା ଜରୁରୀ

ନୂଆଦିଲ୍ଲୀ: ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ ଆପଣଙ୍କୁ ଏଲପିଜି ସିଲିଣ୍ଡର ମୁକ୍ତରେ ମିଳିପାରେ। ଏକ ଅଫର ଅନୁଯାୟୀ ଆପଣଙ୍କୁ ସିଲିଣ୍ଡର ବୁକିଂ କରିବା ପରେ ସଂପୂର୍ଣ୍ଣ ଟଙ୍କା ଫେରାଇ ଦିଆଯିବ।

ଜାଣନ୍ତୁ ଏହି ଅଫର କେଉଁଠୁ ମିଳୁଛି:

୧- ଏକ ସ୍ଵତନ୍ତ୍ର ଅଫର ଅନୁଯାୟୀ ଆପଣଙ୍କ ସିଲିଣ୍ଡରର ମୋଟ୍ ମୂଲ୍ୟ ଯେତିକି ରହିବ, ସେତିକି ଟଙ୍କା ଆପଣଙ୍କୁ ଫେରାଇ ଦିଆଯିବ। ଏହି ଅଫର ‘ପେ ଟିଏମ’ ନିଜର ଗ୍ରାହକଙ୍କୁ ଦେଉଛି।

୨- ଏହି ଅଫାର ଅନୁଯାୟୀ, ଗ୍ରାହକମାନେ ଗୋଟିଏ ଥର ‘ପେ ଟିଏମ’ ମାଧ୍ୟମରେ ଗ୍ୟାସ ସିଲିଣ୍ଡର ବୁକିଂ କରିବେ। ‘ପେ ଟିଏମ’ ର ଏହି ଅଫର ସବୁ କମ୍ପାନୀର ଗ୍ୟାସ ସଂଯୋଗରେ ମିଳିବ।

୩- ଏହି ଅଫର କେବେଳ ସେହି ଗ୍ରାହକଙ୍କୁ ମିଳିବ, ଯେଉଁମାନେ ପ୍ରଥମଥର ପାଇଁ ‘ପେ ଟିଏମ’ ମାଧ୍ୟମରେ ସିଲିଣ୍ଡର ବୁକିଂ କରିବେ।

କେମିତି ଏହାର ଲାଭ ଉଠାଇବେ:

୧- ଏହି ଅଫରର ଲାଭ ଉଠାଇବାକୁ ହେଲେ ଆପଣଙ୍କ ମୋବାଇଲରେ ‘ପେ ଟିଏମ’ ଆପ ରହିବା ଆବଶ୍ୟକ। ଯଦି ଆପ ନାହିଁ, ତେବେ ‘ପେ ଟିଏମ’ ଆପକୁ ଡ଼ାଉନ ଲୋଡ଼ କରନ୍ତୁ।

୨- ଯଦି ଆପଣ ‘ପେ ଟିଏମ’ରେ ଗ୍ୟାସ ବୁକିଂ କରିବେ, ତେବେ ଆପଣଙ୍କୁ ମିଳିପାରେ ବଡ କ୍ୟାସ ବ୍ୟାକ। ଆପଣଙ୍କୁ ୭୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସ ବ୍ୟାକ ମିଳିପାରେ।

ସର୍ତ୍ତାବଳୀ:

ଏହି ଅଫର ସେତେବେଳେ କାମ କରିବ, ଯେତେବେଳେ ଆପଣଙ୍କ ବୁକିଂ ଆମାଉଣ୍ଟ ୫୦୦ ଟଙ୍କା ଏବଂ ଏହା ଠାରୁ ଅଧିକ ହୋଇଥିବ। ଏହା ୩୧ ଜାନୁୟାରୀ ପର୍ଯ୍ୟନ୍ତ ଚାଲିବ। ପେମେଣ୍ଟ କରିବା ପରେ ଆପଣଙ୍କୁ ଏକ ସ୍କ୍ରାଚ କୁପନ ମିଳିବ। ବୁକିଂ କରିବାର ୨୪ ଘଣ୍ଟା ଭିତରେ ଆପଣଙ୍କୁ ଏହି କୁପନ ମିଳିବ। ଏହି କୁପନକୁ ୭ ଦିନ ଭିତରେ ଆପଣଙ୍କୁ ଖୋଲିବାକୁ ପଡିବ। ଏହାପରେ ଆପଣଙ୍କ ଆକାଉଣ୍ଟରେ କ୍ୟାସ ବ୍ୟାକ ହୋଇଯିବ।

ଉଲ୍ଲେଖ ଯୋଗ୍ୟ ଯେ, ବର୍ତ୍ତମାନ ରାଜଧାନୀ ଦିଲ୍ଲୀ ପାଇଁ ଏହି ଅଫର ଲାଗୁ କରାଯାଇଛି। ଦିଲ୍ଲୀରେ ୧୪.୨ କିଲୋ ବିନା ସବସିଡି ବାଲା ଏଲପିଜି ସିଲିଣ୍ଡରର ମୂଲ୍ୟ ୬୯୪ ଟଙ୍କା ଅଛି। ପ୍ରଥମ ଥର ‘ପେ ଟିଏମ’ରେ ବୁକିଂ କରୁଥିବା ଗ୍ରାହକମାନଙ୍କୁ ଏହି ଅଫରରେ ସାମିଲ କରାଯିବ।

ଏଲପିଜି ସିଲିଣ୍ଡର
Share. Facebook Twitter LinkedIn Email WhatsApp Copy Link

Related Posts

ଭାସୁଥିବା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

January 12, 2026

ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା PSLV-C62 ରକେଟ୍: ଜାଣନ୍ତୁ କ’ଣ କହିଲା ISRO?

January 12, 2026

ଯାତ୍ରୀବାହୀ ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ

January 12, 2026

ସଫେଇ କର୍ମଚାରୀ ଓ ଅଭାବୀ ଲୋକଙ୍କୁ ଶୀତ ବସ୍ତ୍ର ପ୍ରଦାନ

January 12, 2026
Latest News

ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ କାର୍ଯ୍ୟକ୍ରମ ଆୟୋଜିତ

January 12, 2026

ଭାସୁଥିବା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

January 12, 2026

ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା PSLV-C62 ରକେଟ୍: ଜାଣନ୍ତୁ କ’ଣ କହିଲା ISRO?

January 12, 2026

ଯାତ୍ରୀବାହୀ ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ

January 12, 2026

ସଫେଇ କର୍ମଚାରୀ ଓ ଅଭାବୀ ଲୋକଙ୍କୁ ଶୀତ ବସ୍ତ୍ର ପ୍ରଦାନ

January 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.