Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»Budget-21: ଏଥର ବାୟୁ ପ୍ରଦୂଷଣ ରୋକିବା ପାଇଁ ବ୍ୟୟ ବରାଦ,ଜଳ ଜୀବନ ମିଶନ ପାଇଁ ଦୁଇ ଲକ୍ଷ କୋଟି
ଆଜିର ଖବର

Budget-21: ଏଥର ବାୟୁ ପ୍ରଦୂଷଣ ରୋକିବା ପାଇଁ ବ୍ୟୟ ବରାଦ,ଜଳ ଜୀବନ ମିଶନ ପାଇଁ ଦୁଇ ଲକ୍ଷ କୋଟି

February 1, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଏଥର ବଜେଟରେ ବାୟୁ ପ୍ରଦୂଷଣ ରୋକିବା ପାଇଁ ବ୍ୟବରାଦ କରାଯାଇଛି। ଏଥିସହିତ ଜଳ ଜୀବନ ମିଶନ ପାଇଁ ପାଖାପାଖି ତିନି କୋଟି ଟଙ୍କା ବ୍ୟବରାଦ କରାଯାଇଛି। ଏ ସଂପର୍କରେ ବିସ୍ତୁତ ତଥ୍ୟ

ସାର୍ବଜନୀନ ଜଳଯୋଗାଣ ପ୍ରସାର

  • ଆସନ୍ତା ୫ ବର୍ଷ ପାଇଁ ୨,୮୭,୦୦୦ କୋଟି ଟଙ୍କା ବ୍ୟୟରେ ଜଳ ଜୀବନ ମିଶନ (ସହରାଞ୍ଚଳ) ଶୁଭାରମ୍ଭ କରାଯିବ ଏହାର ଲକ୍ଷ୍ୟ ହେବ :
  • ୨.୮୬ କୋଟି ପରିବାରକୁ ଟ୍ୟାପ ପାଣି ଯୋଗାଇ ଦିଆଯିବ।
  • ସମସ୍ତ ୪୩୭୮ ସହରାଞ୍ଚଳରେ ସାର୍ବଜନୀନ ଜଳ ଯୋଗାଣ
  • ୫୦୦ ଅମୃତ ସହରରେ ତରଳ ଜଳ ପରିଚାଳନା

ସ୍ୱଚ୍ଛ ଭାରତ, ସ୍ୱସ୍ଥ ଭାରତ

  • ସହରାଞ୍ଚଳ ସ୍ୱଚ୍ଛ ଭାରତ ମିଶନ ୨.୦ ପାଇଁ ଆସନ୍ତା ୫ ବର୍ଷରେ ଖର୍ଚ୍ଚ ହେବ ୧,୪୧,୬୭୮ କୋଟି ଟଙ୍କା
  • ସ୍ୱଚ୍ଛ ଭାରତ ମିଶନ (ସହରାଞ୍ଚଳ) ୨.୦ ଅନ୍ତର୍ଗତ ପ୍ରମୁଖ ହସ୍ତକ୍ଷେପ :
  • ସମ୍ପୂର୍ଣ୍ଣ ମଳ ପରିଚାଳନା ଏବଂ ବର୍ଜ୍ୟ ଜଳ ପରିଚାଳନା
  • ଉତ୍ସରୁ ଆବର୍ଜନା ପୃଥକୀକରଣ
  • ସିଙ୍ଗଲ ୟୁଜ ପ୍ଲାଷ୍ଟିକ ହ୍ରାସ
  • ନିର୍ମାଣ ଏବଂ ଭଗ୍ନ କାର‌୍ୟ୍ୟକଳାପ ଯୋଗୁ ସୃଷ୍ଟି ହେଉଥିବା ବର୍ଜ୍ୟବସ୍ତୁର ପ୍ରଭାବୀ ପରିଚାଳନା ଜରିଆରେ ବାୟୁ ପ୍ରଦୂଷଣ ହ୍ରାସ କରାଯିବ।
  • ସମସ୍ତ ପୁରୁଣା ଡମ୍ପିଂ ସାଇଟଗୁଡିକର ବାୟୋରେଡିଏସନ୍
  • ସ୍ୱଚ୍ଛ ବାୟୁ
  • ବାୟୁ ପ୍ରଦୂଷଣର ମୁକାବିଲା ଲାଗି ୨୨୧୭ କୋଟି ଟଙ୍କା ବ୍ୟୟ କରାଯିବ। ଦଶ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ୪୨ଟି କେନ୍ଦ୍ରରେ ଏହି ଅର୍ଥ ଖର୍ଚ୍ଚ କରାଯିବ।

ସ୍କାର୍ପିଂ ନୀତି

  • ପୁରୁଣା ଏବଂ ଅନୁପଯୁକ୍ତ ଯାନଗୁଡିକୁ ନଷ୍ଟ କରିବା ପାଇଁ ସ୍ୱେଚ୍ଛାକୃତ ବାହନ ସ୍କ୍ରାପିଂ ନୀତି
  • ଅଟୋମେଟେଡ ଫିଟନେସ କେନ୍ଦ୍ରରେ ଫିଟନେସ ପରୀକ୍ଷା:
  • ବ୍ୟକ୍ତିଗତ ବାହନ କ୍ଷେତ୍ରରେ ୨୦ ବର୍ଷ ପରେ
  • ବାଣିଜ୍ୟିକ ବାହାନ କ୍ଷେତ୍ରରେ ୧୫ ବର୍ଷ ପରେ

ଭୌତିକ ଏବଂ ଆର୍ଥିକ ପୁଞ୍ଜି ଓ ଭିତ୍ତିଭୂମି

ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ ଯୋଜନା (ପିଏଲଆଇ)

  • ୧୩ଟି କ୍ଷେତ୍ରରେ ପିଏଲଆଇ ଯୋଜନା ପାଇଁ ଆସନ୍ତା ୫ ବର୍ଷରେ ୧.୯୭ ଲକ୍ଷ କୋଟି ଟଙ୍କା ବ୍ୟୟ କରାଯିବ
  • ଆତ୍ମନିର୍ଭର ଭାରତ ପାଇଁ ବିଶ୍ୱସ୍ତରୀୟ ଉତ୍ପାଦନ ସଂସ୍ଥାଗୁଡ଼ିକୁ ପ୍ରୋତ୍ସାହନ

Budget21 ବଜେଟ21
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026
Latest News

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.