Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋରରେ ଉପଲବ୍ଧ ହେବ ନୂଆ ସାମସଙ୍ଗ ଗାଲାକ୍ସି ଏଫ୍ ୬୨
ଆଜିର ଖବର

ରିଲାଏନ୍ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋରରେ ଉପଲବ୍ଧ ହେବ ନୂଆ ସାମସଙ୍ଗ ଗାଲାକ୍ସି ଏଫ୍ ୬୨

February 21, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଫେବୃୟାରୀ: ରିଲାଏନ୍ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋର ନୂଆ ସାମସଙ୍ଗ ଗାଲାକ୍ସି ଏଫ୬୨ ର ଶୁଭାରମ୍ଭ କରିବା ପାଇଁ ଅଫଲାଇନ୍ ସହଭାଗୀତା ସ୍ଥାପନ କରିଛନ୍ତି। ଏହା ୨୨ ଫେବୃୟାରୀରୁ ଆରମ୍ଭ କରାଯାଉଛି ଏବଂ ଗ୍ରାହକମାନେ ଏହି ନୂତନ ସାମସଙ୍ଗ ସ୍ମାର୍ଟ ଫୋନକୁ  ରିଲାଏନ୍ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋର ଗୁଡିକରେ ଏହାକୁ ଦେଖି ପାରିବେ, ଅନୁଭବ କରିପାରିବେ ଓ କିଣିିପାରିବେ। ରିଲାଏନ୍‌ସ ଡିଜିଟାଲର ବ୍ୟାପକ ନେଟୱର୍କ ମାଧ୍ୟମରେ ସାମସଙ୍ଗ ଗାଲାକ୍ସି ଏଫ୍‌୬୨ ସାରା ଦେଶରେ ଉପଲବ୍ଧ ହେବ ଯଦ୍ୱାରା ଫୋନ୍ କିଣିବାକୁ ଆଗ୍ରହୀ ଗ୍ରାହକମାନେ ଏହି ଶକ୍ତିସମ୍ପନ୍ନ ଡିଭାଇସର ପ୍ରତ୍ୟକ୍ଷ୍ୟ ଅନୁଭବ କରିପାରିବେ।

ନୂଆ ସାମସଙ୍ଗ ଗାଲାକ୍ସି ରେ ଏଫ୬୨ ରେ ରହିଛି ୨.୭୩ ଗିଗା ହର୍ଜ ଅକ୍ଟା କୋର ପ୍ରୋସେସର ତଥା ସାମସଙ୍ଗ ୭ ଏନଏମ ଏକ୍ସିନୋସ୍  ୯୮୨୫ ସହିତ ୧୨୮ ଜିବି ଏକ୍ସପାଣ୍ଡେବଲ୍ ଷ୍ଟୋରେଜ୍ ଓ ଏକ କଲର ସୁପର ଆମୋଏଲ୍‌ଇଡି ସ୍କ୍ରି । ଏହା ସହିତ ଏଥିରେ ରହିଛି ଏହି ସେଗମେଂଟର ଅଗ୍ରଣୀ ୭୦୦୦ ଏମଏଏଚ୍ ବ୍ୟାଟେରୀ ଯାହାକି ଗେମର ମାନଙ୍କ ପାଇଁ ଏକ ସ୍ୱପ୍ନର ଫୋନ୍ ହୋଇପାରିବ। ଏହି ଫୋନରେ ମଧ୍ୟ ରହିଛି ଫିଙ୍ଗରପ୍ରିଂଟ ସେନ୍ସର  ଓ ଫେସ ଅନଲକ୍ ବିକଳ୍ପ। ଏଥିରେ ରହିଥିବା ୬୪ ମେଗା ପିକ୍ସେଲ ବ୍ୟାକ୍ କ୍ୟାମେରାରେ ରହିଛି ଅଲଟ୍ରା ୱାଇଡ୍ ଓ ମାକ୍ରୋ ସୁଟିଂ। ଏହାର ୬ ଜିବି ରାମ୍ ବିଶିଷ୍ଟ ଫୋନ୍‌ର ମୂଲ୍ୟ ରହିଛି ଟ.୨୧,୪୯୯/-* ଏବଂ ୮ ଜିବି ରାମ୍ ବିଶିଷ୍ଟ୍ ଫୋନ୍‌ର ମୂଲ୍ୟ ରହିଛି ଟ.୨୩,୪୯୯/-*, ଯାହା ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି ଟ.୨୫୦୦/- ର ଆଇସିଆଇସିଆଇ ବ୍ୟାଙ୍କ ଇନ୍‌ଷ୍ଟାଂଟ ଡିସକାଉଂଟ କ୍ରେଡିଟ୍ ଓ ଡେବିଟ୍ କାର୍ଡ଼ରେ କିମ୍ବା ଟ.୨୫୦୦/- ପର୍ଯ୍ୟନ୍ତ ସିଟିବ୍ୟାଙ୍କ କ୍ରେଡିଟ କାର୍ଡ଼ ଇଏମଆଇରେ ଇନ୍‌ଷ୍ଟାଂଟ ଡିସକାଉଂଟ।

ଏହି ସହଭାଗୀତା ସମ୍ପର୍କରେ ସୂଚନା ଦେଇ ରିଲାଏନ୍ସ ଡିଜିଟାଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ବ୍ରିଆନ୍ ବେଡ୍‌, କହିଛନ୍ତି ଯେ, “ଆମେ ସାରା ଭାରତରେ ସାମସଙ୍ଗ ଗାଲାକ୍ସି ଏଫ୬୨ ର ଏକମାତ୍ର ବା ଏକ୍ସକ୍ଲୁସିଭ୍ ଅଫଲାଇନ୍ ପାର୍ଟନର ହୋଇଥିବାରୁ ବହୁତ ଆନନ୍ଦିତ। ଆମର ରିଲାଏନ୍ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋର ସମୂହର ବିଶାଳ ନେଟୱର୍କ ସାରା ଦେଶର ଗ୍ରାହକମାନଙ୍କୁ ପ୍ରଥମେ ଏହି ଫୋନ କ୍ରୟ କରି ସ୍ୱତନ୍ତ୍ର ଅନୁଭବ ଲାଭ କରିବାର ସୁଯୋଗ ପ୍ରଦାନ କରିବ। ଆମେ ନିଶ୍ଚିତ ଯେ ଆମର ଗ୍ରାହକମାନେ ଏହି ଫୋନର କାର୍ଯ୍ୟଦକ୍ଷତା ଦ୍ୱାରା ଆନନ୍ଦ ଅନୁଭବ କରିବେ, ବିଶେଷ କରି ଏହାର ମୂଲ୍ୟ ବର୍ଗ ଯାହାକି ଅନେକଙ୍କପାଇଁ ବେଶ୍ ସୁଲଭ ହୋଇପାରିବ।”

ଯେଉଁ ଜିଓ ଗ୍ରାହକମାନେ ସାମସଙ୍ଗ ଗାଲାକ୍ସି ଏଫ୬୨ କୁ ରିଲାଏନ୍ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋର ସମୂହରୁ କ୍ରୟ କରିବାକୁ ବାଛିବେ ସେମାନେ  ଏହାର ଶୁଭାରମ୍ଭ ସମୟରେ ଅନ୍ୟାନ୍ୟ ସ୍ୱତନ୍ତ୍ର ଅଫର ଗୁଡିକର ଲାଭ ନେଇପାରିବେ ଯେଉଡଥିରେ ସାମିଲ୍ ରହିଛି ଟ.୧୦,୦୦୦/- ପର୍ଯ୍ୟନ୍ତ ଲାଭ ନେବାର ସୁବିଧା। ଏହି ଲାଭ ଗୁଡ଼ିକରେ ଅନ୍ତର୍ଭୁକ୍ତ ରହିଛି ଟ.୩୪୯/- ପ୍ଲାନର ପ୍ରିପେଡ୍ ରିଚାର୍ଜରେ ଟ.୩୦୦୦/- ର ଇନ୍‌ଷ୍ଟାଂଟ କ୍ୟାସବ୍ୟାକ୍ ଓ ପାର୍ଟନର ବ୍ରାଣ୍ଡରୁ ଟ.୭୦୦୦/- ପର୍ଯ୍ୟନ୍ତ ଭାଉଚର। ଏହି ଅଫର ନୂଆ ଓ ପୁରୁଣା ଜିଓ ଉପଭୋକ୍ତାଙ୍କ ନିମନ୍ତେ ପ୍ରଯୁଜ୍ୟ ଅଟେ।

*ସର୍ତ୍ତ ଓ ବ୍ୟବସ୍ଥାବଳୀ ଲାଗୁ ହେବ।

ରିଲାଏନ୍‌ସ ଡିଜିଟାଲ୍ ସମ୍ବନ୍ଧରେ

ରିଲାଏନସ ଡିଜିଟାଲ୍ ହେଉଛି ଭାରତର ସର୍ବବୃହତ୍ ଇଲେକ୍‌ଟ୍ରୋନିକ୍‌ସ ରିଟେଲର ଯାହାକି ୮୦୦ ରୁ ଅଧିକ ସହରରେ ୪୫୦+ ବଡ଼ ଫର୍ମାଟ୍ ରିଲାଏନ୍‌ସ ଡିଜିଟାଲ୍ ଷ୍ଟୋର ଓ ୧୮୦୦+ ମାଇଁ ଜିଓ ଷ୍ଟୋରରେ ଉପଲବ୍ଧ ରହି ସାରା ଦେଶରେ କୋଣ ଅନୁକୋଣରେ ଥିବା ଗ୍ରାହକମାନଙ୍କୁ ସେବା ପ୍ରଦାନ କରୁଛି। ଏଥିରେ ରହିଛି ୨୦୦ ରୁ ଅଧିକ ଆନ୍ତର୍ଜାତିକ ଓ ଜାତୀୟ ବ୍ରାଣ୍ଡ ଓ ୫୦୦୦ ରୁ ଅଧିକ ଉତ୍ପାଦ ତାହା ପୁଣି ଅତ୍ୟନ୍ତ ଆକର୍ଷଣୀୟ ମୂଲ୍ୟରେ। ରିଲାଏନ୍‌ସ ଡିଜିଟାଲରେ ସର୍ବାଧିକ ମଡେଲ ରହିଛି ଯାହା ସହାୟତାରେ ଗ୍ରାହକମାନେ ସେମାନଙ୍କର ଆବଶ୍ୟକତା ଅନୁସାରେ ନିଜର ଜୀବନଶୈଳୀ ଉପଯୋଗୀ ଉତ୍ପାଦକୁ ବାଛି ପାରିବେ।

ରିଲାଏନଓ ଡିଜିଟାଲରେ, ତାଲିମପ୍ରାପ୍ତ ଓ ଦକ୍ଷ କର୍ମଚାରୀମାନେ ଆମର ଗ୍ରାହକମାନଙ୍କୁ ସହାୟତା ଓ ପରାମର୍ଶ ପ୍ରଦାନ କରିଥାନ୍ତି ତଥା ଉତ୍ପାଦ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରିଲାଏନ୍‌ସ ଡିଜିଟାଲ୍ ଏହାର ସମସ୍ତ ଉତ୍ପାଦ ପାଇଁ ବିକ୍ରୟ ପରବର୍ତ୍ତୀ ସେବା ପ୍ରଦାନ କରିଥାଏ। ରିଲାଏନ୍‌ସ ରେସକ୍ୟୁ ଯାହାକି ରିଟେଲରମାନଙ୍କର ସର୍ଭିସ ଶାଖା ଓ ଭାରତର ଏକମାତ୍ର ଆଇଏସଓ ୯୦୦୧ ପ୍ରମାଣିତ ଇଲେକ୍‌ଟ୍ରୋନିକ୍ସ ସର୍ଭିସ୍ ବ୍ରାଣ୍ଡ ସହାୟତା ପ୍ରଦାନ କରିବା ପାଇଁ ସର୍ବଦା ଉପସ୍ଥିତ ରହିଛି ଓ ଏହା ସମ୍ପୂର୍ଣ୍ଣ ସମାଧାନ କରିବା ପାଇଁ ପ୍ରସ୍ତୁତ ରହିଥାଏ।

ସହଜରେ କ୍ରୟ କରିବା ପାଇଁ ବର୍ତ୍ତମାନ ଗ୍ରାହକମାନେ ରିଲାଏନ୍‌ସ ଡିଜିଟାଲ ଷ୍ଟୋରକୁ ଯାଇପାରିବେ କିମ୍ବା www.reliancedigital.in . ରେ ଲଗଅନ୍ କରିପାରିବେ ଯାହାକି ଅନେକ ସ୍ଥାନରେ ଦ୍ରୁତତମ ଡେଲିଭରି ସୁବିଧା (ଆପଣଙ୍କ ନିକଟରେ ଥିବା ଷ୍ଟୋରରୁ) ପ୍ରଦାନ କରେ। ଗ୍ରାହକମାନେ ମଧ୍ୟ ୱେବସାଇଟ ଜରିଆରେ କ୍ରୟ କରିପାରିବେ ଓ ନିକଟତମ ଷ୍ଟୋରରୁ ତାଙ୍କର ଉତ୍ପାଦକୁ ନେଇପାରିବେ।

ଅଧିକ ସୂଚନା ପାଇଁ ଲଗ୍ ଅନ୍ କରନ୍ତୁ : www.reliancedigital.in

ରିଲାଏନ୍ସ ଡିଜିଟାଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୩୦ ଆୟୋଜନ ନିଲାମରେ ଭାଗ ନେବ ଭାରତ, କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି

August 27, 2025

ପିଏମ ସ୍ୱନିଧି ଯୋଜନାର ପୁନର୍ଗଠନ ଏବଂ ଋଣ ଅବଧି ସମୟ ବଢ଼ାଇବାକୁ କ୍ୟାବିନେଟ ମଞ୍ଜୁରି

August 27, 2025

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ନୂଆ ରେକର୍ଡ, ୧୪୮ ଦିନରେ ୧୦୦ ନିୟୁତ ଟନ୍ ଅପସାରଣ

August 27, 2025

ଗଣେଶ ପୂଜାରେ ଛାତ୍ରଛାତ୍ରୀମାନଙ୍କ ସହ ପ୍ରସାଦ ସେବନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

August 27, 2025
Latest News

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୩୦ ଆୟୋଜନ ନିଲାମରେ ଭାଗ ନେବ ଭାରତ, କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି

August 27, 2025

ପିଏମ ସ୍ୱନିଧି ଯୋଜନାର ପୁନର୍ଗଠନ ଏବଂ ଋଣ ଅବଧି ସମୟ ବଢ଼ାଇବାକୁ କ୍ୟାବିନେଟ ମଞ୍ଜୁରି

August 27, 2025

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ନୂଆ ରେକର୍ଡ, ୧୪୮ ଦିନରେ ୧୦୦ ନିୟୁତ ଟନ୍ ଅପସାରଣ

August 27, 2025

ଗଣେଶ ପୂଜାରେ ଛାତ୍ରଛାତ୍ରୀମାନଙ୍କ ସହ ପ୍ରସାଦ ସେବନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

August 27, 2025

ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି: ଚାଷୀ ଭାଇ ଭଉଣୀଙ୍କୁ ଦେଲେ ସି ଏମ୍ କିଷାନ ସହାୟତା ରାଶି

August 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.