Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଏମସିରୁ ଆପଣଙ୍କର ହୋଲଡିଂ ଟାକ୍ସ, ଟ୍ରେଡ ଏବଂ ଫୁଡ ଲାଇସେନସ ଦରକାର କି? କେମିତି ପାଇବେ ପଢନ୍ତୁ
ବିଶେଷ ଖବର

ବିଏମସିରୁ ଆପଣଙ୍କର ହୋଲଡିଂ ଟାକ୍ସ, ଟ୍ରେଡ ଏବଂ ଫୁଡ ଲାଇସେନସ ଦରକାର କି? କେମିତି ପାଇବେ ପଢନ୍ତୁ

February 25, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରରେ ଆପଣଙ୍କର ହୋଲଡିଂ ଟାକ୍ସ, ଟ୍ରେଡ ଏବଂ ଫୁଡ ଲାଇସେନସ ଦରକାର କି ? ପଢନ୍ତୁ ଏହି ଖବର

ଭୁବନେଶ୍ବର, ଭୁବନେଶ୍ୱର ମହାନଗର ନିଗମାଂଚଳରେ ଥିବା ସମସ୍ତ ଘର ମାଲିକ ଏବଂ ବ୍ୟବସାୟୀ ମାନଙ୍କ ସୁବିଧା ଦୃଷ୍ଟିରୁ ତା ୨୭.୦୨.୨୦୨୧ ରିଖ ଠାରୁ ତା ୨୮.୦୩.୨୦୨୧ ରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ହୋଲ୍ଡିଂ ଟ୍ୟାକ୍ସ, ଟ୍ରେଡ଼୍ ଲାଇସେନ୍ସ ଏବଂ ଫୁଡ଼୍ ଲାଇସେନ୍ସ ମେଳା ଅନୁଷ୍ଠିତ ହେଉଅଛି ।

କମିଶନର ପ୍ରେମ୍ ଚନ୍ଦ୍ର ଚୌଧାରୀଙ୍କ ନିର୍ଦେଶରେ ଆୟୋଜିତ ଏବଂ ଡେପୁଟି କମିଶନର – ରାଜସ୍ୱଙ୍କ ସଂଯୋଜନାରେ ପରିଚାଳିତ ହେଉଥିବା ଏହିମେଳାର  ସୁଯୋଗ ନେବା ପାଇଁ ବି ଏମ୍ ସି  କର୍ତୃପକ୍ଷ ଅନୁରୋଧ ଜଣାଇଛନ୍ତି । ଏଠାରେ ନୂତନ ହୋଲ୍ଡିଂ ଟ୍ୟାକ୍ସ, ଟ୍ରେଡ୍ ଲାଇସେନ୍ସ୍ ଏବଂ ଫୁଡ୍ ଲାଇସେନ୍ସ କରିବା ଏବଂ ବକେୟା ତଥା ଚଳିତ ବର୍ଷର ଦେୟ ଦେବା ପାଇଁ ସୁବିଧା ରହିଛି । ୱାର୍ଡ୍ ଅଫିସର୍‌, ମିସ୍ ସରକାର, ଟିଜି ସ୍ୱିକୃତି ଏବଂ ସର୍ବୋପରି  ଜୋନାଲ ଡେପୁଟି କମିଶନରଙ୍କ ତତ୍ୱାବଧାନରେ କ୍ୟାମ୍ପ୍ ଗୁଡିକ ଆୟେଜିତ ହେବ ।ସମସ୍ତ କାରବାର ଅନ୍‌ଲାଇନ୍‌ରେ ହେବ ।

ଲାଇସେନସ ପାଇବା ପାଇଁ ଆପଣ କଣ ଆଣିବେ

1- ସମସ୍ତ ପଇଠ ଅନ୍‌ଲାଇନ୍‌ରେ ହେବ । ଏଥିପାଇଁ  ବ୍ୟାଙ୍କ୍ ଚେକ୍‌, ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ୍ ଆଣିବେ ।

2- ନୂଆ ହୋଲ୍ଡିଂ ଟ୍ୟାକ୍ସ ଆକଳନ ପାଇଁ ଆବଶ୍ୟକତା- ଘରର କବଲା ବା ପଟ୍ଟା, ଆଧାର କାର୍ଡ୍‌, ପାନ୍ କାର୍ଡ୍‌, ଫଟୋ, ହୋଲ୍‌ଡିଂ ନମ୍ବର, ହୋଲ୍ଡିଂ ଟ୍ୟାକ୍ସ ରସିଦ୍ ।

3- ନୂଆ ଟ୍ରେଡ୍ ଲାଇସେନ୍‌ସ୍ ଆକଳନ ପାଇଁ ଆବଶ୍ୟକତା- ଘରର କବଲା ବା ପଟ୍ଟା/ରେଂଟ୍ ଏଗ୍ରିମେଂଟ, ଆଧାର କାର୍ଡ୍‌, ପାନ୍ କାର୍ଡ୍‌, ଫଟୋ, ଦୋକାନର ନାମ ଏବଂ ଠିକଣା, ହୋଲ୍ଡିଂ ଟ୍ୟାକ୍ସ ରସିଦ୍ ।

4- ନୂଆ ଫୁଡ୍ ଲାଇସେନ୍‌ସ୍ ପାଇଁ ଆବଶ୍ୟକତା-  ଘରର କବଲା ବା ପଟ୍ଟା, ଇଲେକ୍ଟ୍ରି ବିଲ୍‌, ଆଧାର କାର୍ଡ୍‌, ପାନ୍ କାର୍ଡ୍‌, ଫଟୋ, ଦୋକାନର ନାମ । ମନେରଖନ୍ତୁ- କାରବାର ଏବଂ ପଇଠ କେବଳ ଅନ୍ ଲାଇନ୍‌ରେ ହେବ । ଚେକ୍‌ରେ ନୁହେଁ ।

5- ଯାହାର ପୂର୍ବରୁ ହୋଲ୍ଡିଂ ନମ୍ବର ରହିଛି ସେମାନେ ବକେୟା ଏବଂ ଚଳିତ ଟ୍ୟାକ୍ସ ଦେଇପାରିବେ ।

6- ପୂର୍ବରୁ ଥିବା ଟ୍ରେଡ଼୍ ଲାଇସେନ୍ସ ରିନ୍ୟୁ କରାଯାଇପାରିବ ।

ଲାଇସେନସ ପାଇବା ପାଇଁ ଆପଣ କେଉଁଠାକୁ ଯିବେ

1-ନର୍ଥ ଜୋନ- ୱାର୍ଡ ନମ୍ବର- ୪,୫,୧୦,୧୧,୧୭,୧୮,୧୯,୨୦ , ସ୍ଥାନ- ଭି ଏସ୍ ଏସ୍ ନଗର କଲ୍ୟାଣ ମଣ୍ଡପ, ତାରିଖ- ୨୭.୦୨.୨୦୨୧ ରୁ ୨୮.୦୨.୨୦୨୧

2-ନର୍ଥ ଜୋନ-  ୱା୍ର୍ଡ ନମ୍ବର- ୧,୨,୩,୬,୭,୮,୯,୧୬,୨୧, ସ୍ଥାନ-ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପ,  ତାରିଖ-୦୫.୦୩.୨୦୨୧ ରୁ ୦୭.୦୩.୨୦୨୧

3- ନର୍ଥ ଜୋନ- ୱାର୍ଡ ନମ୍ବର-୧୨,୧୩,୧୪,୨୬ ସ୍ଥାନ- ୱାର୍ଡ଼ ଅଫିସ୍‌, ୱାର୍ଡ଼ ନଂ-୧୪, ନିଳାଦ୍ରି ବିହାର , ତାରିଖ-୧୨.୦୩.୨୦୨୧ ରୁ ୧୪.୦୩.୨୦୨୧

4- ଦକ୍ଷିଣ-ପଶ୍ଚିମ ଜୋନ- ୱାର୍ଡ ନମ୍ବର- ୧୫,୨୨,୨୪,୨୫,୨୭,୩୭,୩୮,୩୯  ସ୍ଥାନ-ଡ଼େ କେୟାର ସେଂଟର ରେଂଟାଲ୍ କଲୋନୀ, ତାରିଖ- ୨୭.୦୨.୨୦୨୧ ରୁ ୨୮.୦୨.୨୦୨୧

5- ଦକ୍ଷିଣ-ପଶ୍ଚିମ ଜୋନ-ୱାର୍ଡ ନମ୍ବର- ୪୬,୪୭,୪୮,୫୦,୫୧,୫୨,୬୨ ସ୍ଥାନ- କମ୍ୟୁନିଟି ସେଂଟର, ୟୁନିଟ୍‌-୮ ତାରିଖ- ୦୫.୦୩.୨୦୨୧ରୁ ୦୭.୦୩.୨୦୨୧

6- ଦକ୍ଷିଣ-ପଶ୍ଚିମ ଜୋନ- ୱାର୍ଡ ନମ୍ବର- ୨୩,୪୯,୬୩,୬୪,୬୫,୬୬  ସ୍ଥାନ- ଡ଼େ କେୟାର ସେଂଟର, ଆଇଗିଣିଆ ତାରିଖ- ୧୨.୦୩.୨୦୨୧ ରୁ ୧୪.୦୩.୨୦୨୧

7- ଦକ୍ଷିଣ- ପୂର୍ବ ଜୋନ- ୱାର୍ଡ ନମ୍ବର- ୨୮,୨୯,୩୦,୩୪,୩୫  ସ୍ଥାନ- ସହିଦନଗର କଲ୍ୟାଣ ମଣ୍ଡପ , ତାରିଖ- ୨୭.୦୨.୨୦୨୧ ରୁ ୨୮.୦୨.୨୦୨୧

8- ଦକ୍ଷିଣ-ପୂର୍ବ ଜୋନ-ୱାର୍ଡ ନମ୍ବର- ୩୧,୩୨,୩୩,୪୨,୪୩    ସ୍ଥାନ-ବିଏମସି ଯାତ୍ରୀନିବାସ, ତାରିଖ-୦୫.୦୩.୨୦୨୧ ରୁ ୦୭.୦୩.୨୦୨୧

9- ଦକ୍ଷିଣ-ପୂର୍ବ ଜୋନ- ୱାର୍ଡ ନମ୍ବର- ୪୪,୪୫,୫୫,୫୬,୫୭,୫୮ , ସ୍ଥାନ- ବରଗଡ଼ କଲ୍ୟାଣ ମଣ୍ଡପ, ତାରିଖ- ୧୨.୦୩.୨୦୨୧ ରୁ ୧୪.୦୩.୨୦୨୧

10- ଦକ୍ଷିଣ-ପୂର୍ବ ଜୋନ-  ୱାର୍ଡ ନମ୍ବର- ୫୪,୫୯,୬୦,୬୧,୬୭ , ସ୍ଥାନ- ଦକ୍ଷିଣଚଣ୍ଡୀ କଲ୍ୟାଣ ମଣ୍ଡପ ତାରିଖ- ୧୯.୦୩.୨୦୨୧ ରୁ ୨୧.୦୩.୨୦୨୧

11- ଦକ୍ଷିଣ-ପୂର୍ବ ଜୋନ-  ୱାର୍ଡ ନମ୍ବର- ୩୬,୪୦,୪୧,୫୩  ସ୍ଥାନ- ୱାର୍ଡ଼ ଅଫିସ୍‌, ୱାର୍ଡ଼ ନଂ-୩୬, କର କ୍ଲିନିକ୍ ପାଖ ତାରିଖ- ୨୬.୦୩.୨୦୨୧ ରୁ ୨୮.୦୩.୨୦୨୧

ଟ୍ରେଡ ଲାଇସେନସ
Share. Facebook Twitter LinkedIn Email WhatsApp Copy Link

Related Posts

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025
Latest News

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.