Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Gold Price Fall: ପୁଣି ଖସିଲା ସୁନା ଦର, ଗତ 11 ମାସ ମଧ୍ୟରେ 12 ହଜାର ଟଙ୍କା ତଳକୁ ଖସିଲା
ଜାତୀୟ ଖବର

Gold Price Fall: ପୁଣି ଖସିଲା ସୁନା ଦର, ଗତ 11 ମାସ ମଧ୍ୟରେ 12 ହଜାର ଟଙ୍କା ତଳକୁ ଖସିଲା

March 9, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
Gold Price Fall: ପୁଣି ଖସିଲା ସୁନା ଦର, ଗତ 11 ମାସ ମଧ୍ୟରେ 12 ହଜାର ଟଙ୍କା ତଳକୁ ଖସିଲା

ଆଜି ମଧ୍ୟ ସୁନା ଦର ପୁଣି ଥରେ ନିମ୍ନମୁଖୀ ହୋଇଛି। ବିଗତ 11 ମାସ ମଧ୍ୟରେ ସୁନା ଦର ପ୍ରାୟ 12 ହଜାର ଟଙ୍କା ଖସି ଯାଇଛି । ଆଜି ଭୁବନେଶ୍ବରରେ 22 କ୍ୟାରେଟ ସୁନା ଦର 10 ଗ୍ରାମ ପିଛା 41 ହଜାର 650 ରହିଛି। ଗତକାଲି ଏହି ଦର 42 ହଜାର ଥିଲା। ଅର୍ଥାତ ଆଜି 10 ଗ୍ରାମ ପିଛା 350 ଟଙ୍କା ହ୍ରାସ ପାଇଛି।

ସେହିପରି 24 କ୍ୟାରେଟ ସୁନା ଦର ଦଶ ଗ୍ରାମ ପିଛା ଆଜି 45 ହଜାର 4ଶହ ଟଙ୍କା ରହିଛି। ଗତକାଲି ଏହି ଦର 45 ହଜାର 8ଶହ 20 ଥିଲା। ଅର୍ଥାତ ଗୋଟିଏ ଦିନ ଭିତରେ ଏହି ଦର 380 ଟଙ୍କା ହ୍ରାସ ପାଇଛି।

ତେବେ ଗତ ମାର୍ଚ୍ଚ 5 ତାରିଖରେ ସୁନା ଦର ସର୍ବାଧିକ ହ୍ରାସ ଘଟିଥିଲା। ସେଦିନ 22 କ୍ୟାରେଟ ସୁନା 10 ଗ୍ରାମ ପିଛା 41 ହଜାର 450 ଥିଲା। ସେହିପରି 24 କ୍ୟାରେଟ ସୁନା 45 ହଜାର 200 ଥିଲା। ତେବେ ସୁନା ବ୍ୟବସାୟୀ ତଥା ବଜାର ସମୀକ୍ଷକଙ୍କ ହିସାବାରେ ଏହି ଦର ପୁଣି ହ୍ରାସ ପାଇବାର ସମ୍ଭାବନା ରହିଛି।

ସେହିପରି ରୂପା ଦର ମଧ୍ୟ ହ୍ରାସ ପାଇବାରେ ଲାଗିଛି।  ଆଜି ରୂପା ଦର ଭୁବନେଶ୍ବରରେ ଶହେ ଗ୍ରାମକୁ 7 ହଜାର 20 ଟଙ୍କା ରହିଛି। ଗତକାଲି ଏହି ଦର 7 ହଜାର 100 ଟଙ୍କା ଥିଲା।

ସୁନା ଦର
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026

ବିହାର ରାଜ୍ୟସଭା ନିର୍ବାଚନ: ସମସ୍ତ ପାଞ୍ଚ ଆସନ ଜିତିଲେ ଏନଡିଏ ପ୍ରାର୍ଥୀ

March 16, 2026

ରାଜ୍ୟସଭା ନିର୍ବାଚନରେ ନଅ ବିଧାୟକ କଲେ କ୍ରସ ଭୋଟିଂ, ରାଜ୍ୟ ରାଜନୀତିରେ ହଲଚଲ

March 16, 2026
Latest News

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026

ବିହାର ରାଜ୍ୟସଭା ନିର୍ବାଚନ: ସମସ୍ତ ପାଞ୍ଚ ଆସନ ଜିତିଲେ ଏନଡିଏ ପ୍ରାର୍ଥୀ

March 16, 2026

ଖୋଲିଲା ମା’ ଭଗବତୀ ମନ୍ଦିର ଭିତର ହୁଣ୍ଡି: ଜାଣନ୍ତୁ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ କେତେ?

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.