Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏପ୍ରିଲ ମାସରେ ୧୫ ଦିନ ବ୍ୟାଙ୍କ ରହିବ ବନ୍ଦ!: ଜାଣନ୍ତୁ ଆସନ୍ତା ମାସର ଛୁଟି କ୍ୟାଲେଣ୍ଡର
ଆଜିର ଖବର

ଏପ୍ରିଲ ମାସରେ ୧୫ ଦିନ ବ୍ୟାଙ୍କ ରହିବ ବନ୍ଦ!: ଜାଣନ୍ତୁ ଆସନ୍ତା ମାସର ଛୁଟି କ୍ୟାଲେଣ୍ଡର

March 30, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ବ୍ୟାଙ୍କ
ଜାନୁଆରୀ ୨୭ ରେ ବ୍ୟାଙ୍କ କର୍ମଚାରୀମାନଙ୍କ ଧର୍ମଘଟ!: ତିନି ଦିନ ପାଇଁ ବାଧାପ୍ରାପ୍ତ ହେବ ବ୍ୟାଙ୍କ ସେବା 

ନୂଆଦିଲ୍ଲୀ: ଏପ୍ରିଲ ୧ ତାରିଖ ଠାରୁ ନୂଆ ଆର୍ଥିକ ବର୍ଷର ଆରମ୍ଭ ହେବ। ଆସନ୍ତା ମାସର ୩୦ ଦିନ ମଧ୍ୟରୁ ପାଖାପାଖି ୧୫ ଦିନ ବ୍ୟାଙ୍କ ବନ୍ଦ ରହିପାରେ। ଏହି ୧୫ ଦିନ ମଧ୍ୟରୁ ରବିବାର, ମାସର ଦ୍ଵିତୀୟ ଶନିବାର ଏବଂ ଚତୁର୍ଥ ଶନିବାରକୁ ମିଶାଇ ୬ ଦିନ ବ୍ୟାଙ୍କ ବନ୍ଦ ରହିବ।

ତେବେ ବ୍ୟାଙ୍କ ସହିତ ଜଡିତ କିଛି ଜରୁରୀ କାମ ଥିଲେ ଶେଷ କରିବାକୁ ଚେଷ୍ଟା କରନ୍ତୁ।

ଜାଣନ୍ତୁ କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ:

୧- ଏପ୍ରିଲ ୧ ତାରିଖ- କ୍ଲୋଜିଂ କାରଣରୁ କାମ ହେବ ନାହିଁ

୨– ଏପ୍ରିଲ ୨ ତାରିଖ – ଗୁଡ ଫ୍ରାଇ ଡ଼େ

୩- ଏପ୍ରିଲ ୪ ତାରିଖ- ରବିବାର

୪- ଏପ୍ରିଲ ୫ ତାରିଖ- ବାବୁ ଜଗଜୀବନ ରାମ ଜୟନ୍ତୀ( କେତୋଟି ରାଜ୍ୟରେ ବ୍ୟାଙ୍କ ଖୋଲା ରହିବ)

୫- ଏପ୍ରିଲ ୬ ତାରିଖ- ତାମିଲନାଡୁ ନିର୍ବାଚନ ପାଇଁ ବ୍ୟାଙ୍କ ବନ୍ଦ ରହିପାରେ (ତାମିଲନାଡୁ)

୬- ଏପ୍ରିଲ ୧୦ ତାରିଖ- ମାସର ଦ୍ଵିତୀୟ ଶନିବାର

୭- ଏପ୍ରିଲ ୧୧ ତାରିଖ- ରବିବାର

୮- ଏପ୍ରିଲ ୧୩ ତାରିଖ- କେତେକ ରାଜ୍ୟରେ ଗୁଡି ପଡୱା/ତେଲୁଗୁ ନବ ବର୍ଷ/ଉଗାଡି/ନବରାତ୍ରିର ପ୍ରଥମ ଦିନ/ବୈଶାଖୀ ଯୋଗୁଁ ବନ୍ଦ ରହିବ

୯- ଏପ୍ରିଲ ୧୪ ତାରିଖ- ଡା. ବାବା ସାହେବ ଆମ୍ବେଦକର ଜୟନ୍ତୀ/ତାମିଲ ନବ ବର୍ଷ/ବିଶୁ/ବିଜୁ ଉତ୍ସବ/ବୋହାଗ ବିହୁ

୧୦- ଏପ୍ରିଲ ୧୫ ତାରିଖ- ହିମାଚଳ ଦିବସ/ ବଙ୍ଗାଳୀ ନବ ବର୍ଷ/ ବୋହାଗ ବିହୁ/ସୋରହଲ

୧୧- ଏପ୍ରିଲ ୧୬ ତାରିଖ- ବୋହାଗ ବିହୁର କିଛି ଅଞ୍ଚଳରେ ବ୍ୟାଙ୍କ ବନ୍ଦ ରହିବ

୧୨- ଏପ୍ରିଲ ୧୮ ତାରିଖ- ରବିବାର

୧୩- ଏପ୍ରିଲ ୨୧ ତାରିଖ- ଶ୍ରୀରାମ ନବମୀ

୧୪- ଏପ୍ରିଲ ୨୪ ତାରିଖ- ଚତୁର୍ଥ ଶନିବାର

୧୫- ଏପ୍ରିଲ ୨୫ ତାରିଖ- ରବିବାର

ଏପ୍ରିଲ ମାସ ଛୁଟି କ୍ୟାଲେଣ୍ଡର ବ୍ୟାଙ୍କ
Share. Facebook Twitter LinkedIn Email WhatsApp Copy Link

Related Posts

Odisha Budget 2026: ଓଡିଶା ବଜେଟ 2026, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ??

February 20, 2026

ବଜେଟକୁ ନେଇ ନବୀନ କହିଲେ- Full Menu in Empty Kitchen

February 20, 2026

ଓଡିଶା ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ, ଏଥର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା

February 20, 2026

ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରୁ ଜୀ ସାର୍ଥକରେ ଓଡିଆ ଚଳଚ୍ଚିତ୍ର “ଇନ୍ସପେକ୍ଟର ସନା” 

February 20, 2026
Latest News

Odisha Budget 2026: ଓଡିଶା ବଜେଟ 2026, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ??

February 20, 2026

ବଜେଟକୁ ନେଇ ନବୀନ କହିଲେ- Full Menu in Empty Kitchen

February 20, 2026

ଓଡିଶା ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ, ଏଥର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା

February 20, 2026

ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରୁ ଜୀ ସାର୍ଥକରେ ଓଡିଆ ଚଳଚ୍ଚିତ୍ର “ଇନ୍ସପେକ୍ଟର ସନା” 

February 20, 2026

ବ୍ରହ୍ମପୁର ରେଳ ଷ୍ଟେସନର ପୁନଃବିକାଶକୁ ମଞ୍ଜୁରୀ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.