ନୂଆଦିଲ୍ଲୀ: ରୋଷେଇ ଗ୍ୟାସ ଦରର ବୃଦ୍ଧି ମଧ୍ୟରେ ଉପଭୋକ୍ତାଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ମିଳିଛି। ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୧୦ ଟଙ୍କା ହ୍ରାସ କରାଯାଇଛି। ହ୍ରାସ ହୋଇଥିବା ଦର ଆଜି ରାତି ୧୨ ଟା ରୁ ଲାଗୁ ହେବ। ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ଼ ଏହି ସୂଚନା ଦେଇଛି। ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ଼ ଉପଭୋକ୍ତା ଗ୍ୟାସ ସିଲିଣ୍ଡର ରୋଷେଇ ଗ୍ୟାସ
ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବJuly 22, 2025