Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପରିବାରର ଏକମାତ୍ର ରୋଜଗାରିଆ କର୍ମଚାରୀଙ୍କ କୋଭିଡରେ ମୃତ୍ୟୁ ହେଲେ ମିଳିବ ସହାୟତା
ଜାତୀୟ ଖବର

ପରିବାରର ଏକମାତ୍ର ରୋଜଗାରିଆ କର୍ମଚାରୀଙ୍କ କୋଭିଡରେ ମୃତ୍ୟୁ ହେଲେ ମିଳିବ ସହାୟତା

May 30, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କରୋନା ସମୟରେ ରୋଜଗାର କରୁଥିବା ପରିବାରର ଏକମାତ୍ର ସଦସ୍ୟଙ୍କ ମୃତ୍ୟୁରେ ପରିବାରର ଆର୍ଥିକ ସଙ୍କଟକୁ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର କର୍ମଚାରୀ ରାଜ୍ୟ ବୀମା ନିଗମ ଏବଂ କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ ଅଧୀନରେ ବୀମା କ୍ଷତିପୂରଣ ବୃଦ୍ଧି କରିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ନିଷ୍ପତ୍ତି ନେଇଛନ୍ତି।

ଏହି ଅନୁଯାୟୀ, ବର୍ତ୍ତମାନ କରୋନା କାରଣରୁ ମୃତ୍ୟୁ ହୋଇଥିବା ନିର୍ଭରଶୀଳ ପରିବାରକୁ ଇଏସଆଇସି (ESIC) ପେନସନ ମିଳିଛୁ। ତେବେ ଏହି ପେନ୍ସନ୍ ରୋଜଗାର କରୁଥିବା ସଦସ୍ୟଙ୍କ ଦୈନିକ ହାରାହାରି ମଜୁରୀର ୯୦ ପ୍ରତିଶତ ସହିତ ସମାନ କରାଯିବ। ଏହା ଗତ ୨୪ ମାର୍ଚ୍ଚ ୨୦୨୦ ରୁ ୨୪ ମାର୍ଚ୍ଚ ୨୦୨୨ ମଧ୍ୟରେ ମୃତ୍ୟୁ ହେଲେ ଏହି ସୁବିଧା ପ୍ରଯୁଜ୍ୟ ହେବ।

କର୍ମଚାରୀଙ୍କ ବୀମା ଯୋଜନା ଅଧୀନରେ ତୁରନ୍ତ ପ୍ରାପ୍ତ ପରିମାଣକୁ ମଧ୍ୟ ସାତ ଲକ୍ଷକୁ ବୃଦ୍ଧି କରାଯାଇଛି।  ସେହିପରି ଅଢେଇ ଲକ୍ଷ ଟଙ୍କା ସର୍ବନିମ୍ନ ବୀମା ସୁବିଧା ପ୍ରଦାନର ପୁନଃ କାର୍ଯ୍ୟକାରୀ କରାଯାଇଛି। ଏହାର ଲାଭ ଆସନ୍ତା ତିନି ବର୍ଷ ପାଇଁ ଗତ ଫେବୃଆରୀ ୧୫, ୨୦୨୦ ଠାରୁ ଉପଲବ୍ଧ ହେବ।

ଚୁକ୍ତିଭିତ୍ତିକ ଶ୍ରମିକ ଏବଂ କାଜୁଆଲ୍ ଶ୍ରମିକଙ୍କ କରୋନାରେ ମୃତ୍ୟୁ ହେଲେ ସେମାନଙ୍କ ବ୍ୟବସ୍ଥାରେ ମଧ୍ୟ କୋହଳ କରାଯାଇଛି। ପୂର୍ବରୁ ଏହିପରି ଶ୍ରମିକ କେବଳ ଗୋଟିଏ  ସଂସ୍ଥାରେ ନିରନ୍ତର ଭାବେ କାର୍ଯ୍ୟ କରୁଥିଲେ ବୀମା ସହାୟତା ମିଳୁଥିଲା। ହେଲେ ବର୍ତ୍ତମାନ ସେଥିରେ କୋହଳ କରାଯାଇ ଯେଉଁମାନେ ମୃତ୍ୟୁ ପୂର୍ବରୁ ୧୨ ମାସ ମଧ୍ୟରେ ଏକରୁ ଅଧିକ ପ୍ରତିଷ୍ଠାନରେ ନିରନ୍ତର କାର୍ଯ୍ୟ କରିଛନ୍ତି ସେମାନଙ୍କୁ ବୀମା ରାଶି ପ୍ରଦାନ କରାଯିବ।

ESIC
Share. Facebook Twitter LinkedIn Email WhatsApp Copy Link

Related Posts

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026

ଆଜି ମାର୍ଚ୍ଚ ୨୩ ତାରିଖ ସୋମବାରରେ ଏହି ରାଶିଗୁଡିକ ମଧ୍ୟାହ୍ନରେ ପାଇବେ ଖୁସି ଖବର

February 23, 2026

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026
Latest News

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.