Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବ୍ୟାପକ ବର୍ଗର ଇଲେକ୍‌ଟ୍ରୋନିକ୍ସ ଉତ୍ପାଦରେ ନୂତନ ଶ୍ରେଣୀର ଆକର୍ଷଣୀୟ ଅଫର ପ୍ରଦାନ କରୁଛି ରିଲାଏନ୍‌ସ ଡିିଜିଟାଲ୍
ଆଜିର ଖବର

ବ୍ୟାପକ ବର୍ଗର ଇଲେକ୍‌ଟ୍ରୋନିକ୍ସ ଉତ୍ପାଦରେ ନୂତନ ଶ୍ରେଣୀର ଆକର୍ଷଣୀୟ ଅଫର ପ୍ରଦାନ କରୁଛି ରିଲାଏନ୍‌ସ ଡିିଜିଟାଲ୍

August 12, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ଵର: ସ୍ୱାଧୀନତା ଦିବସ ଅବସରରେ ରିଲାଏନ୍‌ସ ଡିିଜିଟାଲ୍ ଏହାର ଡିଜିଟାଲ୍ ଇଣ୍ଡିଆ ସେଲ କୁ ଆହୁରି ବଡ଼ କରିଛି ଓ ଏଥିରେ ଅନେକ ଗୁଡ଼ିଏ ଆକର୍ଷଣୀୟ ଅଫର ଓ ରିହାତି ପ୍ରଦାନ କରାଯାଉଛି। ଏହି ସେଲ୍ ରିଲାଏନ୍‌ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋରରେ ଲାଇଭ୍ ହେବ ଓ ଏହା ମଧ୍ୟ  www.reliancedigital.in. ରେ ଉପଲବ୍ଧ ହେବ।

ଗ୍ରାହକମାନେ ଅଗଷ୍ଟ ୧୬ ପର୍ଯ୍ୟନ୍ତ ଏଚଡିଏଫସି ବ୍ୟାଙ୍କ କାର୍ଡ଼ ଓ ଇଏମଆଇ କାରବାରରେ ଟ.୩୦୦୦ ଟଙ୍କା ପର୍ଯ୍ୟନ୍ତ ୧୦% ଇନ୍‌ଷ୍ଟାଂଟ ଡିସକାଉଂଟ ପାଇପାରିବେ। ଅଗଷ୍ଟ ୩୧ ପର୍ଯ୍ୟନ୍ତ ପେଟିଏମ୍ ରେ ସର୍ବନିମ୍ନ ଟ୍ରାନ୍‌ଜାକ୍‌ସନ ଟ.୯,୯୯୯/- ରେ ୱାଲେଟ୍ କ୍ୟାସବ୍ୟାକ୍‌ ଟ.୫୦୦ ମିଳିପାରିବ। ଗ୍ରାହକମାନେ ମଧ୍ୟ ଜେଷ୍ଟ ମନି ମାଧ୍ୟମରେ ଟ.୧୦,୦୦୦ ରୁ ଅଧିକ କ୍ରୟ କ୍ଷେତ୍ରରେ ନୋ କଷ୍ଟ ଇଏମଆଇ+ ୧୦% କ୍ୟାସବ୍ୟାକ୍‌ଞ୍ଚ ଟ.୫୦୦୦ ପର୍ଯ୍ୟନ୍ତ ପାଇପାରିବେ। ଏହି ସୁବିଧା ଗୁଡ଼ିକ ସହିତ ବ୍ୟାପକ ଶ୍ରେଣୀ ଯଥା ଟେଲିଭିଜନ, ଲାପଟପ୍‌, ମୋବାଇଲ୍ ଫୋନ୍ ଓ ଗୃହ ଉପକରଣରେ ଅନେକ ସ୍ୱତନ୍ତ୍ର ଅଫର ମଧ୍ୟ ଉପଲବ୍ଧ ରହିଛି।

ଟେଲିଭିଜନରେ ଗ୍ରାହକମାନେ ବ୍ୟାପକଶ୍ରେଣୀୟ ସ୍ମାର୍ଟ ଟିଭିକୁ ବାଛି ପାରିବେ ଯାହାର ମୂଲ୍ୟ ଟ.୧୩,୯୯୦/- ରୁ ଆରମ୍ଭ। ସାନସୁଇ ୫୦-ଇଂଚ ଅଲ୍‌ଟ୍ରା ଏଚଡି ସ୍ମାର୍ଟ ଏଲଇଡି ଟିଭି ୪୩-ଇଂଚ ଭାରିଆଂଟର ମୂଲ୍ୟରେ ଉପଲବ୍ଧ ରହିଛି ଯାହାକି ମାତ୍ର ଟ.୨୯,୯୯୦/-। ଆଉ ମଧ୍ୟ ଟିସିଏଲ୍ ୫୫-ଇଂଚ ଅଲ୍‌ଟ୍ରା ଏଚଡି ସ୍ମାର୍ଟ ଟିଭି ର ସ୍ୱତନ୍ତ୍ର ମୂଲ୍ୟ ହେଉଛି ଟ.୪୪,୯୯୦/- ଓ ଏଥିରେ ରହିଛି ଟ.୧୯,୯୯୦ ମୂଲ୍ୟର ମାଗଣା ଜେବିଏଲ୍ ସାଉଣ୍ଡ ବାର୍।

ଅନେକ ଗୁଡ଼ିଏ ଲାପଟପ୍ ମଧ୍ୟ ଆକର୍ଷଣୀୟ ମୂଲ୍ୟରେ ଉପଲବ୍ଧ ରହିଛି ଯାହାର ମୂଲ୍ୟ ଟ.୧୬,୯୯୯/- ରୁ ଆରମ୍ଭ ଓ ଏଥିରେ ଟ.୧୭,୯୯୦/- ପର୍ଯ୍ୟନ୍ତ ଲାଭ ମିଳିପାରିବ। ୧୬ ଜିବି ରାମ୍ ସହିତ ପାୱାରଫୁଲ୍ ଗେମିଂ ଲାପଟପ୍ ଟ.୬୪,୯୯୯ ରୁ ଆରମ୍ଭ ହେଉଛି। ଲିନୋଭୋ ଏମ୮ ୩୨ ଜିବି ଟାବଲେଟ୍ ର ସ୍ୱତନ୍ତ୍ର ମୂଲ୍ୟ ହେଉଛି ଟ.୧୧,୪୯୯।

ମୋବାଇଲ୍ ଫୋନ୍ ମଧ୍ୟରେ ସବୁଠାରୁ ଲୋକପ୍ରିୟ ୱାନପ୍ଲସ୍ ନର୍ଡ଼ ୨ ସ୍ମାର୍ଟଫୋନ୍ ଅତୁଳନୀୟ ମୂଲ୍ୟ ଟ.୨୯,୯୯୯/- ରେ ଉପଲବ୍ଧ ରହିଛି। ବ୍ରାଣ୍ଡ ନୂଆ ସ୍ମାର୍ଟୱାଚ୍ ଫାୟାର ବୋଲ୍‌ଟ ଅଗ୍ନି ଓ ଏସପିଓ୨ ବୈଶିଷ୍ଟ୍ୟ ସହିତ ସ୍ୱତନ୍ତ୍ର ଭାବରେ ଡିଜିଟାଲ୍ ଇଣ୍ଡିଆ ସେଲରେ ଉପଲବ୍ଧ ହେବ ଯାହାର ସ୍ୱତନ୍ତ୍ର ମୂଲ୍ୟ ରହିଛି ଟ.୨୬୯୯/-। ଆଉମଧ୍ୟ, ଗ୍ରାହକମାନେ ଟ.୭୯୯୯/- ମୂଲ୍ୟର ଟ୍ରୁ ଓୟାରଲେସ୍ ବିଟି ଇୟରଫୋନକୁ ବଛା ବଛା ଫୋନ୍ ଉପରେ ପାଇ ପାରିବେ।

ଅନ୍ୟାନ୍ୟ ଇଲେକ୍‌ଟ୍ରୋନିକ୍ ସାମଗ୍ରୀ ଗୁଡ଼ିକ ଉପରେ ମଧ୍ୟ ଆକର୍ଷଣୀୟ ଅଫର ରହିଛି। ଏଲଜି, ସାମସଙ୍ଗ, ହୁଇର୍ଲପୁଲ୍ ପକ୍ଷରୁ ଫ୍ରଷ୍ଟ ଫ୍ରି ରେଫ୍ରିଜରେଟର ଟ.୨୩,୯୯୦/- ର ଆରମ୍ଭ ମୂଲ୍ୟରେ ଉପଲବ୍ଧ  ଓ ଏଥିରେ ରହିଛି ଟ.୩୮୫୦/- ମୂଲ୍ୟର ମାଗଣା ଉପହାର। ଟପ-ଲୋଡ୍ ୱାସିଂ ମେସିନ୍  ଟ.୧୨,୯୯୦/- ର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ ରହିଛି ଓ ଏଥି ସହିତ ଟ. ୧୯୯୦/-ର ମାଗଣା ଉପହାର ମିଳୁଛି। ଆଉ ମଧ୍ୟ କୁକଟପ୍ କମ୍ବୋ (ରିକନେକ୍ଟ ୩ ବର୍ଣ୍ଣର କୁକଟପ୍‌+ ୫୦୦ ଡବ୍ଲୁ ମିକ୍ସର + ଇଲେକ୍‌ଟ୍ରିକ୍ କେଟିଲ୍‌) ଅଫରରେ ଟ.୪୪୯୯/- ରେ ଉପଲବ୍ଧ । ୱାଟର ପ୍ୟୁରିଫାୟରର କ୍ରୟ କ୍ଷେତ୍ରରେ, ଗ୍ରାହକମାନେ ଟ.୧୯୯୯/-ର ମାଗଣା ଇଲେକ୍‌ଟ୍ରିକ୍ କେଟିଲ୍ ପାଇପାରିବେ।

ଡିଜିଟାଲ୍ ଇଣ୍ଡିଆ ସେଲ୍ ଅନୁଭୂତିକୁ ସହଜିଆ ଫାଇନାନ୍ସ ଓ ଇଏମଆଇ ବିକଳ୍ପ ସହିତ ଆହୁରି ଆକର୍ଷଣୀୟ କରାଯାଇଛି। ଗ୍ରାହକମାନେ ମଧ୍ୟ ଇନଷ୍ଟା ଡେଲିଭରି (୩ ଘଂଟାରୁ କମ୍ ସମୟ ମଧ୍ୟରେ ଡେଲିଭରି) ଓ ନିକଟତମ ଷ୍ଟୋରରୁ ଷ୍ଟୋର ପିକ-ଅପ୍‌ ବିକଳ୍ପ ପାଇପାରିବେ। ସମସ୍ତ ଷ୍ଟୋର ଓ ଡେଲିଭରି ପାର୍ଟନରମାନେ କଠୋର ଭାବରେ କୋଭିଡ-ସୁରକ୍ଷା ପଦକ୍ଷେପର ଅନୁପାଳନ କରୁଛନ୍ତି ଓ ଏହାର ଗ୍ରାହକ ତଥା କର୍ମଚାରୀଙ୍କ ପ୍ରତି ଯତ୍ନବାନ ରହିଛନ୍ତି।

*ସମସ୍ତ ଅଫର ଓ ମୂଲ୍ୟରେ ସର୍ତ୍ତ ଓ ବ୍ୟବସ୍ଥାବଳୀ ଲାଗୁ ହେବ।

ଆକର୍ଷଣୀୟ ଅଫର ଜିଓ ଷ୍ଟୋର ଡିଜିଟାଲ୍ ଇଣ୍ଡିଆ ସେଲ ରିଲାଏନ୍‌ସ ଡିିଜିଟାଲ୍ ସ୍ୱାଧୀନତା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025

ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ

July 23, 2025
Latest News

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025

ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ

July 23, 2025

ରୂପା ରୋଶନ ସାହୁ ହେଲେ ରାଜ୍ୟପାଳଙ୍କ ସଚିବ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.