Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ମାର୍ଟ ଭାବରେ ଡିଜାଇନ୍ ହୋଇଥିବା କଞ୍ଜ୍ୟୁମର ଇଲେକ୍‌ଟ୍ରୋନିକ୍‌ସର ନୂତନ ରେଞ୍ଜର ଶୁଭାରମ୍ଭ କଲା ବିପିଏଲ୍
ଆଜିର ଖବର

ସ୍ମାର୍ଟ ଭାବରେ ଡିଜାଇନ୍ ହୋଇଥିବା କଞ୍ଜ୍ୟୁମର ଇଲେକ୍‌ଟ୍ରୋନିକ୍‌ସର ନୂତନ ରେଞ୍ଜର ଶୁଭାରମ୍ଭ କଲା ବିପିଏଲ୍

August 28, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ବିପିଏଲ୍ ର ନୂତନ ପ୍ରତିଶ୍ରୁତି “ହାପି ଲିଟିଲ୍ ଥିଙ୍ଗ୍‌ସ” ଗ୍ରାହକଙ୍କ ସନ୍ତୁଷ୍ଟିକୁ ଧ୍ୟାନରେ ରଖି କରାଯାଇଛି। ଆମ ଜୀବନରେ ଛୋଟ ଛୋଟ ବିଷୟ ବଡ଼ ପରିବର୍ତ୍ତନ ଆଣିଥାଏ। ଏବଂ ଏହାକୁ ସଦ୍ୟତମ କଞ୍ଜ୍ୟୁମର ଇଲେକ୍‌ଟ୍ରୋନିକ୍‌ସ ନୂତନ ଉତ୍ପାଦରେ ପ୍ରତିଫଳିତ କରାଯାଇଛି। ଗଭୀର ମାର୍କେଟ ଗବେଷଣା ଓ ଗ୍ରାହକ ବ୍ୟବହାରକୁ ଅନୁଧ୍ୟାନ କରି, ଏହି ରେଞ୍ଜ ଡିଜାଇନର କ୍ଷୁଦ୍ରତମ ଅଂଶ ଉପରେ ଧ୍ୟାନ ପ୍ରଦାନ କରିବା ସହିତ ସମଗ୍ର ଉତ୍ପାଦ ଉପରେ ମଧ୍ୟ ସେହିପରି ଧ୍ୟାନ ପ୍ରଦାନ କରିଥାଏ। କମ୍ପାନୀ ବିଶ୍ୱାସ କରେ ଯେ ଏପରି ବିଷୟ ହୁଏତ ସମ୍ମୁଖରୁ ଦେଖାଯିବ ନାହିଁ କିନ୍ତୁ ଏହା ଗ୍ରାହକଙ୍କ ଜୀବନରେ ନିଶ୍ଚିତ ଭାବରେ ପାର୍ଥକ୍ୟ ସୃଷ୍ଟି କରିବ।

ଆମେ ଆମର ଅଧିକ ସମୟ ଘର ମଧ୍ୟରେ ବିତାଇଥାଉ। ସାରା ଦିନ ସ୍ୱଚ୍ଛ କୁଲିଂ ପାଇବା ପାଇଁ, ଗ୍ରାହକମାନେ ଏବେ ବିପିଏଲ୍ ଏସି ର ବ୍ୟାପକ ଶ୍ରେଣୀ ମଧ୍ୟରୁ ଚୟନ କରିପାରିବେ ଯେଉଁଥିରେ ରହିଛି ଶକ୍ତିଶାଳୀ ୫ଇଟ୍‌ଟେକ୍ ଫିଲ୍‌ଟରେସନ ବୈଶିଷ୍ଟ୍ୟ । ଆଉ ମଧ୍ୟ ଅଫରରେ ଆଂଟି-ବ୍ୟାକ୍ଟେରିଆଲ୍ ଓ ଆଂଟି-ଡଷ୍ଟ ଡେକୋରେଟିଭ୍ ଫ୍ୟାନ୍ ଉପଲବ୍ଧ ରହିଛି, ଯଦି ଗ୍ରାହକ ଆରାମଦାୟକ ତାଜା ବାୟୁକୁ ପସନ୍ଦ କରନ୍ତି । ଯେଉଁମାନେ ଖାଦ୍ୟପ୍ରିୟ ଅଟନ୍ତି, ସେମାନଙ୍କ ପାଇଁ ବିପିଏଲ୍ ରେଫ୍ରିଜରେଟରର ନ୍ୟାଚୁରାଲ୍ ଫ୍ରେସ୍ ଟେକ୍‌ନୋଲୋଜି ଏକ ବରଦାନ ସଦୃଶ। ଏହା ମଧ୍ୟରେ ଖାଦ୍ୟ ସତେଜ ରହିଥାଏ ଓ ତାଜା ଅନୁଭୂତ ହୋଇଥାଏ।

ଏବେ ବିଭିନ୍ନ ପ୍ଲାଟଫର୍ମରେ ଅନେକ ପ୍ରକାର କଂଟେଟ ଉପଲବ୍ଧ ରହିଛି। ଗ୍ରାହକମାନେ ଏବେ ଏପରି ଟିଭି ଚାହୁଁଛନ୍ତି ଯାହାକି ବ୍ୟବହାରରେ ସହଜ ଓ ସ୍ମାର୍ଟ ହୋଇଥିବ। ବିପିଏଲ୍ ର ନୂଆ ରେଞ୍ଜର ୪କେ ଆଣ୍ଡ୍ରଏଡ୍ ସ୍ମାର୍ଟ ଟିଭି ଏଜ-ଟୁ-ଏଜ୍ ଡିସପ୍ଲେ ସୁବିଧା ସହିତ ଆସିଥାଏ ଓ ଦର୍ଶକ ଏକ କ୍ରିଷ୍ଟାଲ୍ କ୍ଲିୟର, ବିଜେଲ୍ ଫ୍ରି ଦେଖିବା ଅନୁଭବ ପାଇ ପାରିଥାନ୍ତି । ପାଣିକୁ ସଂଚୟ କରିବା ପାଇଁ ବିପିଏଲ ର ମଧ୍ୟ ଅନେକ ପ୍ରକାର ୱାସିଂ ମେସିନ୍ ଉପଲବ୍ଧ ରହିଛି ଯାହା ୩୦% ପର୍ଯ୍ୟନ୍ତ କମ୍ ପାଣିର ବ୍ୟବହାର କରିଥାଏ ଓ ସଫା କରିବାର ମାନ ମଧ୍ୟ ଉତ୍କୃଷ୍ଟ ରହିଥାଏ। ଶକ୍ତି ସଚେତନ ଗ୍ରାହକମାନେ ମ୍ୟାଜିକ୍ ସେନ୍‌ସର ଲାଇଟ୍ ର ସୁବିଧା ପାଇପାରିବେ ଯାହାକି ମନୁଷ୍ୟର ଉପସ୍ଥିତି କ୍ରମେ ଆପେ ଆପେ ସୁଇଚ୍ ଅନ୍‌/ ଅଫ୍ ହୋଇଥାଏ। ବିଦ୍ୟୁତକୁ ସଂଚୟ କରିବା ଏପରି ସହଜ ପୂର୍ବରୁ କେବେ ବି ନଥିଲା! ଆହୁରି ମଧ୍ୟ ସ୍ମାର୍ଟ ଲାଇଟ୍ ଉପଲବ୍ଧ ରହିଛି ଯାହାକୁ ସ୍ମାର୍ଟ ଫୋନ୍ ଜରିଆରେ ନିୟନ୍ତ୍ରିତ କରାଯାଇପାରିବ। ଯଦି ପାୱାର ଚାଲିଯାଏ, ସେହି ସମୟରେ ପାୱାର-ଅପ୍ ଇନଭର୍ଟର ଲାଇଟକୁ ସହଜରେ ବ୍ୟବହାର କରାଯାଇ ପାରିବ।

ବିପିଏଲ୍ ର ବ୍ୟାପକ ଶ୍ରେଣୀୟ ଅଡିଓ ଡିଭାଇସ୍ ଅଡିଓଫାଇଲ୍‌ସ ମଧ୍ୟରେ ଅତିରିକ୍ତ ଘଂଟାର ପ୍ଲେଇଂ କ୍ଷମତା ରହିଛି। ଏହା ବ୍ୟତୀତ ଛୋଟ କିଚେନ୍ ଓ ହୋମ ଆପ୍ଲିଆନ୍‌ସେସ୍‌, ପର୍ସୋନାଲ୍ କେୟାର ଇଲେକ୍‌ଟ୍ରୋନିକ୍‌ସ ର ବ୍ୟାପକ ସମ୍ଭାର ରହିଛି ଯାହା ମଧ୍ୟରୁ ଗ୍ରାହକ ନିଜ ପସନ୍ଦର ଉତ୍ପାଦକୁ ବାଛିପାରିବେ।

ବିପିଏଲ୍ ଉତ୍ପାଦ ସାରା ଦେଶରେ ଏହାର ବ୍ୟାପକ ନେଟୱର୍କ ଓ ସ୍ଥାନୀୟ ଇଲେକ୍‌ଟ୍ରୋନିକ୍ ଷ୍ଟୋର, ବଡ଼ ଫର୍ମାଟ୍ ଷ୍ଟୋର ଓ ଆଧୁନିକ ରିଟେଲ୍ ଆଉଟଲେଟ୍ ରେ ଉପଲବ୍ଧ ରହିଛି। ଗ୍ରାହକମାନେ ସେମାନଙ୍କର ନିକଟତମ ଷ୍ଟୋରକୁ ଯାଇ ମନ ପସନ୍ଦର ଉତ୍ପାଦକୁ ବାଛି ପାରିବେ ଏବଂ /କିମ୍ବା ଅଗ୍ରଣୀ ରିଟେଲରଙ୍କ ୱେବସାଇଟ୍ ମାଧ୍ୟମରେ ମଧ୍ୟ କ୍ରୟ କରିପାରିବେ । ବଜାଜ୍‌, ଆଡିଏଫସି, ଏଚଡିଏଫସି ଓ ପାଇନ୍ ଲ୍ୟାବ୍‌ସ ପକ୍ଷରୁ ସ୍ୱତନ୍ତ୍ର ଫାଇନାନ୍ସ ଅଫର ମଧ୍ୟ ପ୍ରଦାନ କରାଯାଉଛି।

ବିପିଏଲ୍ ର ସାରା ଭାରତରେ ଏକ ବ୍ୟାପକ ନେଟୱର୍କ ରହିଛି ଯାହା ପ୍ରାୟତଃ ସମସ୍ତ ପିନ କୋଡକୁ କଭର କରିଥାଏ। କମ୍ପାନୀର ମଧ୍ୟ ପ୍ରମାଣିତ ଇଞ୍ଜିନିୟରଙ୍କର ଏକ ଦୃଢ଼ ଟିମ୍ ରହିଛି ଯାହାକି ଗ୍ରାହକମାନଙ୍କୁ ଉଚ୍ଚ ମାନର ଉତ୍ପାଦ ସହାୟତା ପ୍ରଦାନ କରିଥାନ୍ତି। ବିପିଏଲ୍ ଉତ୍ପାଦ ଗୁଡ଼ିକୁ ଭାରତରେ ସ୍ୱତନ୍ତ୍ର ଭାବରେ ରିଲାଏନସ ରିଟେଲ ଦ୍ୱାରା ମାର୍କେଟ୍ କରାଯାଉଛି । ବିପିଏଲ୍ ହେଉଛି ବିପିଏଲ୍ ଲିମିଟେଡ୍ ର ଏକ ପଞ୍ଜୀକୃତ ଟ୍ରେଡମାର୍କ ଓ ଏହାକୁ ରିଲାଏନ୍‌ସ ରିଟେଲ୍ ଲିମିଟେଡ୍ ଦ୍ୱାରା ଲାଇସେନ୍ସ ଅଧୀନରେ ବ୍ୟବହାର କରାଯାଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନୀ ଖେଳାଳିଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ!: ବିସିସିଆଇ ଦାଖଲ କଲା ଅଭିଯୋଗ

September 25, 2025

ଘୋଷଣା ହେଲା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ: ବାଦ ପଡିଲେ କରୁଣ ନାୟାର

September 25, 2025

ରାଜ୍ୟରେ ଦକ୍ଷତା ବିକାଶ କ୍ଷେତ୍ରରେ ଉତ୍କର୍ଷ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

September 25, 2025

ନବରାତ୍ରୀର ଚତୁର୍ଥ ଦିନରେ ମା’ କୁଷ୍ମାଣ୍ଡାଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

September 25, 2025
Latest News

ପାକିସ୍ତାନୀ ଖେଳାଳିଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ!: ବିସିସିଆଇ ଦାଖଲ କଲା ଅଭିଯୋଗ

September 25, 2025

ଘୋଷଣା ହେଲା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ: ବାଦ ପଡିଲେ କରୁଣ ନାୟାର

September 25, 2025

ରାଜ୍ୟରେ ଦକ୍ଷତା ବିକାଶ କ୍ଷେତ୍ରରେ ଉତ୍କର୍ଷ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

September 25, 2025

ନବରାତ୍ରୀର ଚତୁର୍ଥ ଦିନରେ ମା’ କୁଷ୍ମାଣ୍ଡାଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

September 25, 2025

ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ TPCODL ର ଇଂଜିନିୟର

September 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.