Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍‌ସ ଡିଜିଟାଲରେ ‘ଫେଷ୍ଟିଭାଲ୍ ଅଫ୍ ଇଲେକ୍‌ଟ୍ରୋନିକ୍‌ସ ସେଲ୍
ଆଜିର ଖବର

ରିଲାଏନ୍‌ସ ଡିଜିଟାଲରେ ‘ଫେଷ୍ଟିଭାଲ୍ ଅଫ୍ ଇଲେକ୍‌ଟ୍ରୋନିକ୍‌ସ ସେଲ୍

October 2, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଚଳିତ ପାର୍ବଣ ଋତୁରେ ଫେଷ୍ଟିଭାଲ୍ ଅଫ୍ ଇଲେକ୍‌ଟ୍ରୋନିକ୍‌ସ ସହିତ ରିଲାଏନ୍‌ସ ଡିଜିଟାଲ୍ ଏହାକୁ ପାଳନ କରିବା ପାଇଁ ସଭିଙ୍କୁ ସୁଯୋଗ ପ୍ରଦାନ କରୁଛି। ଆପଣଙ୍କର ପସନ୍ଦର ଟେକ୍ ଉପରେ ଆକର୍ଷଣୀୟ ଅଫର ଓ ଡିସକାଉଂଟ ଲାଭ କରନ୍ତୁ। ଏହି ସେଲ୍ ରିଲାଏନ୍‌ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋରରେ ୩ ଅକ୍ଟୋବର ଠାରୁ ଲାଇଭ୍ ହେବ ଓ ଏହା ମଧ୍ୟ www.reliancedigital.in ରେ ଉପଲବ୍ଧ ହେବ। ଗ୍ରାହକମାନେ ସମସ୍ତ ଏସବିଆଇ କାର୍ଡ଼ ଟ୍ରାନ୍‌ଜାକ୍‌ସନ ଉପରେ ୧୦% ର ଇନଷ୍ଟାଂଟ ଡିସକାଉଂଟ ପାଇପାରିବେ ଯାହାକି ଟ.୨୦୦୦/- ପର୍ଯ୍ୟନ୍ତ ଅଟେ। ଏହି ଅଫର ଟି ଷ୍ଟୋରରୁ କ୍ରୟ କ୍ଷେତ୍ରରେ ୩ ରୁ ୧୨ ଅକ୍ଟୋବର ପର୍ଯ୍ୟନ୍ତ ପ୍ରଯୁଜ୍ୟ ଓ www.reliancedigital.in ରୁ କ୍ରୟ କ୍ଷେତ୍ରରେ ୩ ରୁ ୧୦ ଅକ୍ଟୋବର**  ପର୍ଯ୍ୟନ୍ତ  ପ୍ରଯୁଜ୍ୟ ଅଟେ। ଗ୍ରାହକମାନେ ମଧ୍ୟ ପେଟିଏମ୍ ରେ ସର୍ବନିମ୍ନ ପେମେଂଟ ଟ୪୯୯୯/- କ୍ଷେତ୍ରରେ ଟ.୧୦୦୦/- ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ଉପଲବ୍ଧ କରିପାରିବେ। ଏବଂ ଏହା ସହିତ ବିଭିନ୍ନ ବର୍ଗ ଯଥା ଟିଭି, ରେଫ୍ରିଜରେଟର, ୱାସିଂ ମେସିନ୍‌, ଲାପଟପ୍‌, ମୋବାଇଲ୍ ଫୋନ୍ ଓ ହୋମ୍ ଆପ୍‌ଲିଆନ୍‌ସେସ୍ ଉପରେ ଅନେକ ଗୁଡ଼ିଏ ସ୍ୱତନ୍ତ୍ର ଅଫର ରହିଛି।

ଟିଭିରେ କିଣନ୍ତୁ ସାମସଙ୍ଗ ନିଓ କ୍ୟୁଏଲଇଡି ୩ ବର୍ଷର ୱାରେଂଟି ସହିତ ଯେଉଁଥିରେ ରହିଛି ୨୦% ପର୍ଯ୍ୟନ୍ତ  କ୍ୟାସବ୍ୟାକର ସୁବିଧା ଓ ପାଆନ୍ତୁ ଟ.୩୭,୪୦୦/- ମୂଲ୍ୟର ସାମସଙ୍ଗ ସାଉଣ୍ଡ ବାର୍ ସମ୍ପୂର୍ଣ୍ଣ ମାଗଣା। ଆଉ ମଧ୍ୟ ଏଲଜି ଓଏଲଇଡି ରେଞ୍ଜର ସ୍ମାର୍ଟ ଟିଭି ୩ ବର୍ଷର ୱାରେଂଟି ସହିତ ଉପଲବ୍ଧ ଓ ଏଥିରେ ୨୦% କ୍ୟାସବ୍ୟାକର ସୁବିଧା ରହିଛି।

ଅଗ୍ରଣୀ ବ୍ରାଣ୍ଡ ଯଥା ଏଲଜି, ସାମସଙ୍ଗ ଓ ହୁଇର୍ଲପୁଲରୁ ଫ୍ରଷ୍ଟ ଫ୍ରି ରେଫ୍ରିଜରେଟର ଯାହାର ପ୍ରାରମ୍ଭିକ ମୂଲ୍ୟ ରହିଛି ଟ.୧୯,୯୦୦/-। କେବଳ ଏତିକି ନୁହେଁ, ଆପଣ ଡାଇରେକ୍ଟ କୁଲ୍ ରେଫ୍ରିଜରେଟର କିଣିପାରିବେ ଯାହାକି ଟ.୧୨,୪୯୦/- ରୁ ଆରମ୍ଭ।

ୱାସିଂ ମେସିନ୍ ପାଇଁ, ଟପ୍ ଲୋଡ୍ ରେଞ୍ଜ ଟ.୧୨,୯୯୦/- ରୁ ଆରମ୍ଭ। ଅଗ୍ରଣୀ ବ୍ରାଣ୍ଡ ମାନଙ୍କରୁ ଫ୍ରଂଟ ଲୋଡ୍ ୱାସିଂ ମେସିନ୍ ପାଆନ୍ତୁ ମାତ୍ର ଟ.୧୮,୯୯୦/- ର ଅବିଶ୍ୱସନୀୟ ମୂଲ୍ୟରେ।

ଏହା ସହିତ ଆମର କୋର୍ ଆଇ୩ ଲାପ୍‌ଟପର ପ୍ରାରମ୍ଭିକ ମୂଲ୍ୟ ରହିଛି ଟ.୩୭,୯୯୯/- ଓ ଗେମିଂ ଲାପଟପର ପ୍ରାରମ୍ଭିକ ମୂଲ୍ୟ ରହିଛି ଟ.୬୩,୯୯୯/-। ଏଚପି ଭିକଟସ୍ ଇଂଲେ୍ ଗେମିଂ ଲାପଟପ୍ ରେଞ୍ଜ କେବଳ ଆରଡି ରେ ଉପଲବ୍ଧ ଯାହାର ପ୍ରାରମ୍ଭିକ ମୂଲ୍ୟ ରହିଛି ଟ.୭୫,୯୯୯/-। ଅନ୍ୟପକ୍ଷରେ, ବଛା ବଛା ଲାପଟପ୍ କ୍ରୟ କ୍ଷେତ୍ରରେ ପାଆନ୍ତୁ ଓୟାରଲେସ୍ ଅଡିଓ ଓ ଆଇଟି ଆକ୍‌ସେସୋରି ଆଡ୍‌-ଅନ୍‌ସ ଟ.୧୧,୯୬୩/- ମୂଲ୍ୟର ଏବଂ ଏହା ସହିତ ଆକର୍ଷଣୀୟ ନୋ କଷ୍ଟ ଇଏମଆଇ ଅଫର ସୁବିଧା ମଧ୍ୟ ଉପଲବ୍ଧ।

ମୋବାଇଲ୍ ଫୋନରେ ମଧ୍ୟ ସ୍ପେଶିଆଲ୍ ଅଫର ପ୍ରଦାନ କରାଯାଉଛି। ଲାଟେଷ୍ଟ ଆଇଫୋନ୍ ୧୩ ରେ ଟ.୬୦୦୦/- ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ସୁବିଧା ସହିତ ଟ.୩୦୦୦ ର ଏକ୍ସଚେଞ୍ଜ ବୋନସ୍ ସୁବିଧା ମଧ୍ୟ ଉପଲବ୍ଧ। ଏହା ସହିତ ୱାନପ୍ଲସ୍ ନର୍ଡ଼ ସିଇ ଟ.୨୪,୯୯୯/- ର ପ୍ରାରମ୍ଭିକ ମୂଲ୍ୟ ଓ ଅନେକ ସୁବିଧା ସହିତ ମଧ୍ୟ ଉପଲବ୍ଧ।

ଏହା ସହିତ ହୋମ୍ ଆପଲିଆନ୍‌ସେସ୍ ଉପରେ ମଧ୍ୟ ଆକର୍ଷଣୀୟ ଅଫର ସବୁ ପ୍ରଦାନ କରାଯାଉଛି! ବ୍ରେକଫାଷ୍ଟ କମ୍ବୋ ପାଆନ୍ତୁ ମାତ୍ର ଟ.୧୬୯୯/- ରେ ଯେଉଁଥିରେ ରହିଛି ସାଣ୍ଡୱିଚ୍ ମେକର ଓ ଇଲେକ୍‌ଟ୍ରିକ୍ କେଟିଲ୍।

ଇଲେକ୍‌ଟ୍ରୋନିକ୍‌ସର ଏହି ପର୍ବ ଅନୁଭୂତିକୁ ସହଜିଆ ଫାଇନାନ୍ସ ଓ ଇଏମଆଇ ବିକଳ୍ପ ସହିତ ଚଳିତ ବର୍ଷ ଆହୁରି ଆକର୍ଷଣୀୟ କରାଯାଇଛି। ଗ୍ରାହକମାନେ ମଧ୍ୟ ଇନଷ୍ଟା ଡେଲିଭରି (୩ ଘଂଟାରୁ କମ୍ ସମୟ ମଧ୍ୟରେ ଡେଲିଭରି) ଓ ନିକଟତମ ଷ୍ଟୋରରୁ ଷ୍ଟୋର ପିକ-ଅପ୍‌ ବିକଳ୍ପ ପାଇପାରିବେ। ସମସ୍ତ ଷ୍ଟୋର ଓ ଡେଲିଭରି ପାର୍ଟନରମାନେ କଠୋର ଭାବରେ କୋଭିଡ-ସୁରକ୍ଷା ପଦକ୍ଷେପର ଅନୁପାଳନ କରୁଛନ୍ତି ଓ ଏହାର ଗ୍ରାହକ ତଥା କର୍ମଚାରୀଙ୍କ ପ୍ରତି ଯତ୍ନବାନ ରହିଛନ୍ତି।

* ସମସ୍ତ ଅଫର ଓ ମୂଲ୍ୟରେ ସର୍ତ ଓ ବ୍ୟବସ୍ଥାବଳୀ ଲାଗୁ ହେବ।** ଏହି ଅଫର ୧୦ ଅକ୍ଟୋବର ପର୍ଯ୍ୟନ୍ତ www.reliancedigital.in ରେ ବୈଧ ଅଟେ।

ରିଲାଏନ୍‌ସ ଡିଜିଟାଲ୍ ସମ୍ବନ୍ଧରେ

ରିଲାଏନଓ ଡିଜିଟାଲ୍ ହେଉଛି ଭାରତର ସର୍ବବୃହତ୍ ଇଲେକ୍‌ଟ୍ରୋନିକ୍‌ସ ରିଟେଲର ଯାହାକି ୮୦୦ ରୁ ଅଧିକ ସହରରେ ୪୬୦+ ବଡ଼ ଫର୍ମାଟ୍ ରିଲାଏନ୍‌ସ ଡିଜିଟାଲ୍ ଷ୍ଟୋର ଓ ୧୮୦୦+ ମାଇଁ ଜିଓ ଷ୍ଟୋରରେ ଉପଲବ୍ଧ ରହି ସାରା ଦେଶରେ କୋଣ ଅନୁକୋଣରେ ଥିବା ଗ୍ରାହକମାନଙ୍କୁ ସେବା ପ୍ରଦାନ କରୁଛି। ଏଥିରେ ରହିଛି ୩୦୦ ରୁ ଅଧିକ ଆନ୍ତର୍ଜାତିକ ଓ ଜାତୀୟ ବ୍ରାଣ୍ଡ ଓ ୫୦୦୦ ରୁ ଅଧିକ ଉତ୍ପାଦ ତାହା ପୁଣି ଅତ୍ୟନ୍ତ ଆକର୍ଷଣୀୟ ମୂଲ୍ୟରେ। ରିଲାଏନ୍‌ସ ଡିଜିଟାଲରେ ସର୍ବାଧିକ ମଡେଲ ରହିଛି ଯାହା ସହାୟତାରେ ଗ୍ରାହକମାନେ ସେମାନଙ୍କର ଆବଶ୍ୟକତା ଅନୁସାରେ ନିଜର ଜୀବନଶୈଳୀ ଉପଯୋଗୀ ଉତ୍ପାଦକୁ ବାଛି ପାରିବେ। ରିଲାଏନସ ଡିଜିଟାଲରେ, ତାଲିମପ୍ରାପ୍ତ ଓ ଦକ୍ଷ କର୍ମଚାରୀମାନେ ଆମର ଗ୍ରାହକମାନଙ୍କୁ ସହାୟତା ଓ ପରାମର୍ଶ ପ୍ରଦାନ କରିଥାନ୍ତି ତଥା ଉତ୍ପାଦ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରିଲାଏନ୍‌ସ ଡିଜିଟାଲ୍ ଏହାର ସମସ୍ତ ଉତ୍ପାଦ ପାଇଁ ବିକ୍ରୟ ପରବର୍ତ୍ତୀ ସେବା ପ୍ରଦାନ କରିଥାଏ। ରିଲାଏନ୍‌ସ ରେସକ୍ୟୁ ଯାହାକି ରିଟେଲରମାନଙ୍କର ସର୍ଭିସ ଶାଖା ଓ ଭାରତର ଏକମାତ୍ର ଆଇଏସଓ ୯୦୦୧ ପ୍ରମାଣିତ ଇଲେକ୍‌ଟ୍ରୋନିକ୍ସ ସର୍ଭିସ୍ ବ୍ରାଣ୍ଡ ସହାୟତା ପ୍ରଦାନ କରିବା ପାଇଁ ସର୍ବଦା ଉପସ୍ଥିତ ରହିଛି ଓ ଏହା ସମ୍ପୂର୍ଣ୍ଣ ସମାଧାନ କରିବା ପାଇଁ ପ୍ରସ୍ତୁତ ରହିଥାଏ।

ଫେଷ୍ଟିଭାଲ୍ ଅଫ୍ ଇଲେକ୍‌ଟ୍ରୋନିକ୍‌ସ ସେଲ୍ ରିଲାଏନ୍ସ ଡିଜିଟାଲ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ରାଜ୍ୟସ୍ତରୀୟ ସ୍ମୃତି ଉତ୍ସବ ଅନୁଷ୍ଠିତ

August 18, 2025

ପଞ୍ଚମ ରଥସେବା ସମ୍ମାନ ଅନୁଷ୍ଠିତ

August 18, 2025

୧୧,୦୦୦ କୋଟିର ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

August 18, 2025

ଆଜି ସୋମବାରରେ କଣ ରହିବ ଆପଣଙ୍କର ଭାଗ୍ୟଚକ୍ର, ଜାଣନ୍ତୁ ଅଗଷ୍ଟ ୧୮ ତାରିଖର ରାଶିଫଳ

August 18, 2025
Latest News

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ରାଜ୍ୟସ୍ତରୀୟ ସ୍ମୃତି ଉତ୍ସବ ଅନୁଷ୍ଠିତ

August 18, 2025

ପଞ୍ଚମ ରଥସେବା ସମ୍ମାନ ଅନୁଷ୍ଠିତ

August 18, 2025

୧୧,୦୦୦ କୋଟିର ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

August 18, 2025

ଆଜି ସୋମବାରରେ କଣ ରହିବ ଆପଣଙ୍କର ଭାଗ୍ୟଚକ୍ର, ଜାଣନ୍ତୁ ଅଗଷ୍ଟ ୧୮ ତାରିଖର ରାଶିଫଳ

August 18, 2025

ନବୀନ ପଟ୍ଟନାୟକଙ୍କ ଚାଲିଛି ଚିକିତ୍ସା, ହସପିଟାଲ ଭିତରୁ ଆସିଲା ଭିଡିଓ

August 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.