Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶସ୍ତା ହେବ ପେଟ୍ରୋଲ ଡିଜେଲ!: ଷ୍ଟ୍ରାଟେଜିକ୍ ରିଜର୍ଭରୁ ଅଶୋଧିତ ତୈଳ ଲଞ୍ଚ କରିବ ଭାରତ ସରକାର
ଆଜିର ଖବର

ଶସ୍ତା ହେବ ପେଟ୍ରୋଲ ଡିଜେଲ!: ଷ୍ଟ୍ରାଟେଜିକ୍ ରିଜର୍ଭରୁ ଅଶୋଧିତ ତୈଳ ଲଞ୍ଚ କରିବ ଭାରତ ସରକାର

November 23, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ତୈଳ କମ୍ପାନୀ
Fuel to Be Denied to Vehicles Without Valid Pollution Certificate in Odisha

ନୂଆଦିଲ୍ଲୀ: ଆଗାମୀ ଦିନରେ ପେଟ୍ରୋଲ ଡିଜେଲ ଦର ହ୍ରାସ ପାଇପାରେ। କାରଣ ଅଶୋଧିତ ତୈଳ ମୂଲ୍ୟରେ ଏକ ବଡ଼ ହ୍ରାସ ହୋଇପାରେ। ବଜାରରେ ଏହାର ଇନସୁରାନ୍ସ ଷ୍ଟ୍ରାଟେଜିକ୍ ରିଜର୍ଭରୁ ୫ ମିଲିୟନ୍ ବ୍ୟାରେଲ୍ ଅଶୋଧିତ ତୈଳ ବିକ୍ରି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଅଶୋଧିତ ତୈଳର ମୂଲ୍ୟ ହ୍ରାସ କରିବ ବୋଲି ଆଶା କରାଯାଉଛି।

୩୮ ନିୟୁତ ବ୍ୟାରେଲ ଅଶୋଧିତ ତୈଳର ଷ୍ଟ୍ରାଟେଜିକ୍ ରିଜର୍ଭ:

ସୂଚନାନୁସାରେ, ଭାରତରେ ୩୮ ନିୟୁତ ବ୍ୟାରେଲ ଅଶୋଧିତ ତୈଳ ଭଣ୍ଡାର ରହିଛି, ଯାହା ଦେଶର ପୂର୍ବ ଏବଂ ପଶ୍ଚିମ ଉପକୂଳବର୍ତ୍ତୀ ଅଞ୍ଚଳରେ ଭୂତଳ ସଂରକ୍ଷଣ କରାଯାଇଥାଏ। ସେଥିମଧ୍ୟରୁ ଆସନ୍ତା ୭ ରୁ ୧୦ ଦିନ ମଧ୍ୟରେ ୫ ମିଲିୟନ ବ୍ୟାରେଲ ତେଲ ବଜାରରେ ଲଞ୍ଚ ହେବ। ଏହାପୂର୍ବରୁ ଅଶୋଧିତ ତୈଳର ମୂଲ୍ୟକୁ ଦୃଷ୍ଟିରେ ରଖି ଆମେରିକା, ଜାପାନ, ଚୀନ୍ ସମେତ ଅନ୍ୟ କେତେକ ଦେଶ ମଧ୍ୟ ସେମାନଙ୍କ ରଣନୀତିକ ଭଣ୍ଡାରରୁ ଅଶୋଧିତ ତୈଳ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦେଶଗୁଡିକର ଏଭଳିନିଷ୍ପତ୍ତି ପରେ ଅଶୋଧିତ ତୈଳ ମୂଲ୍ୟର ବୃଦ୍ଧିରେ ଲଗାମ ମଧ୍ୟ ଲାଗିଛି।

ପାଇପଲାଇନ ମାଧ୍ୟମରେ ଯୋଗାଣ କରାଯିବ:

କେନ୍ଦ୍ର ସରକାର ଏହାର ଷ୍ଟ୍ରାଟେଜିକ୍ ରିଜର୍ଭରେ ଗଚ୍ଛିତ ଏହି ଅଶୋଧିତ ତୈଳକୁ ମାଙ୍ଗାଲୋର ରିଫାଇନାରୀ ଏବଂ ପେଟ୍ରୋକେମିକାଲ୍ସ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ନିଗମକୁ ବିକ୍ରୟ କରିବେ, ଯାହାର ବିଶୋଧନାଗାର ପାଇପଲାଇନ ମାଧ୍ୟମରେ ଏହି ଭଣ୍ଡାର ସହିତ ସଂଯୁକ୍ତ।

ଆବଶ୍ୟକ ହେଲେ ଯୋଗାଣ ବୃଦ୍ଧି ପାଇବ:

ସରକାର ସୂଚିତ କରିଛନ୍ତି ଯେ, ଆବଶ୍ୟକ ହେଲେ ସରକାର ଏହି ରଣନୀତିକ ଭଣ୍ଡାରରୁ ଅଧିକ ଅଶୋଧିତ ତୈଳ ବଜାରରେ ବିକ୍ରି କରିପାରିବେ। ଯାହାଦ୍ୱାରା ସାଧାରଣ ଲୋକଙ୍କୁ ଦାମୀ ଇନ୍ଧନ ମୂଲ୍ୟରୁ ଆରାମ ମିଳିପାରିବ।

ଡିଜେଲ ଦର ହ୍ରାସ ପେଟ୍ରୋଲ ଭାରତ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026
Latest News

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.