Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୯ ବର୍ଷ ବୟସରେ ୧ ହଜାର କୋଟି କ୍ଲବରେ ଯୋଗ ଦେଲେ ସର୍ବକନିଷ୍ଠ ଭାରତୀୟ ଉଦ୍ୟୋଗୀ
ଆଜିର ଖବର

୧୯ ବର୍ଷ ବୟସରେ ୧ ହଜାର କୋଟି କ୍ଲବରେ ଯୋଗ ଦେଲେ ସର୍ବକନିଷ୍ଠ ଭାରତୀୟ ଉଦ୍ୟୋଗୀ

September 23, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦ୍ରୁତ ବିତରଣ ଷ୍ଟାର୍ଟଅପ୍ ଜେପ୍ଟୋର ସହ-ପ୍ରତିଷ୍ଠାତା କୈବଲ୍ୟ ଭୋରା ଏବଂ ଆଦିତ ପାଲିଚା, ଆଇଏଫ୍ଏଲ୍ ୱେଲଥ-ହୁରୁନ୍ ଇଣ୍ଡିଆ ରିଚ୍ ତାଲିକା ୨୦୨୨ ରେ ସ୍ଥାନ ପାଇବାକୁ ସର୍ବକନିଷ୍ଠ ଉଦ୍ୟୋଗୀ ହୋଇପାରିଛନ୍ତି। କୈବଲ୍ୟଙ୍କ ବୟସ ମାତ୍ର ୧୯ ବର୍ଷ। ହୁରୁନ୍ ତାଲିକାରେ କୈବଲ୍ୟ ୧୦୩୬ ତମ ସ୍ଥାନ ପାଇଛନ୍ତି, ଯାହାର ସମ୍ପତ୍ତିର ମୂଲ୍ୟ ୧ ହଜାରକୋଟି। ଏଥି ସହିତ ଆଦିତ୍ୟ ପାଲିଚା ୯୫୦ ତମ ସ୍ଥାନରେ ଅଛନ୍ତି ଏବଂ ତାଙ୍କର ମୋଟ ସମ୍ପତ୍ତି ହେଉଛି ୧ ହଜାର ୨୦୦ କୋଟି ଟଙ୍କା। ସେ ପୂର୍ବରୁ ଫୋର୍ବସ୍ ପତ୍ରିକାର ପ୍ରଭାବଶାଳୀ “୩୦ ଅଣ୍ଡର ୩୦ (ଏସିଆ ତାଲିକା)” ରେ ଇ-ବାଣିଜ୍ୟ ବର୍ଗରେ ସ୍ଥାନ ପାଇଥିଲେ।

ଉଭୟ ଯୁବ ଉଦ୍ୟୋଗୀ ମଧ୍ୟ ହୁରୁନ୍ ଇଣ୍ଡିଆ ଫ୍ୟୁଚର ୟୁନିକର୍ଣ୍ଣ ଇଣ୍ଡେକ୍ସ ୨୦୨୨ର ସର୍ବ କନିଷ୍ଠ ଷ୍ଟାର୍ଟ ଅପ୍ ପ୍ରତିଷ୍ଠାତା ଅଟନ୍ତି। ଭାରତର ଧନୀ ତାଲିକାରେ ଭୋରା ଏବଂ ପାଲିଚାଙ୍କ ଅନ୍ତର୍ଭୁକ୍ତ ହେବା ଦେଶରେ ଷ୍ଟାର୍ଟଅପ୍ ର ପ୍ରଭାବକୁ ସୂଚାଉଛି।

ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟରେ ଉଲ୍ଲେଖ କରାଯାଇଛି, “ଏହି ତାଲିକାରେ ଜଣେ କିଶୋର ଡେବ୍ୟୁ କରିଛନ୍ତି! ଏହି ତାଲିକାରେ ସବୁଠାରୁ କନିଷ୍ଠ ୧୯ ବର୍ଷ ବୟସ୍କା କୈବଲ୍ୟ ଭୋରା, ଯିଏ ଜେପ୍ଟୋ ପ୍ରତିଷ୍ଠା କରିଥିଲେ।

ଭୋରା ଏବଂ ପାଲିଚା ଷ୍ଟାନଫୋର୍ଡ ୟୁନିଭରସିଟିର ଛାତ୍ର ଥିଲେ, ଯେଉଁମାନେ ପରେ ସେମାନଙ୍କ କମ୍ପ୍ୟୁଟର ସାଇନ୍ସ ପାଠ୍ୟକ୍ରମ ଛାଡି ଉଦ୍ୟୋଗୀ ହୋଇଥିଲେ। ମହାମାରୀ ସମୟରେ ଜରୁରୀ ଜିନିଷଗୁଡ଼ିକର ଶୀଘ୍ର ଏବଂ ଯୋଗାଯୋଗହୀନ ବିତରଣର ଚାହିଦା ପୂରଣ କରିବା ପାଇଁ ଦୁଇ ବନ୍ଧୁ ୨୦୨୧ ମସିହାରେ ଜେପ୍ଟୋ ଆରମ୍ଭ କରିଥିଲେ।

ପାଲିଚା ୧୭ ବର୍ଷ ବୟସରେ ନିଜର ଉଦ୍ୟୋଗୀ ଯାତ୍ରା ଆରମ୍ଭ କରିଥିଲେ, ଯେତେବେଳେ ସେ ୨୦୧୮ ରେ ଛାତ୍ରମାନଙ୍କ ପାଇଁ ଗୋପୁଲ୍ ନାମକ ଏକ କାରପୁଲ୍ ସେବା ପ୍ରତିଷ୍ଠା କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମହାପ୍ରଭୁଙ୍କ ପଇତାଲାଗି ନୀତି: ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣଙ୍କ ଦର୍ଶନ

April 6, 2026

ଏପ୍ରିଲ ୬ ତାରିଖ ସୋମବାର ଦିନ ଛଅଟି ରାଶି ପାଇଁ ରହିଛି ଆଶ୍ଚର୍ଯ୍ୟ ଜନକ ଖବର

April 6, 2026

ସଡ଼କ ଦୁର୍ଘଟଣାରେ ପିତା ମୃତ: ପୁଅ ଗୁରୁତର

April 5, 2026

ବାଣପୁର କୋର୍ଟର ଉନ୍ନତି ପାଇଁ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓକିଲ ସଂଘର ନୂତନ ସଭାପତି

April 5, 2026
Latest News

ଆଜି ମହାପ୍ରଭୁଙ୍କ ପଇତାଲାଗି ନୀତି: ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣଙ୍କ ଦର୍ଶନ

April 6, 2026

ଏପ୍ରିଲ ୬ ତାରିଖ ସୋମବାର ଦିନ ଛଅଟି ରାଶି ପାଇଁ ରହିଛି ଆଶ୍ଚର୍ଯ୍ୟ ଜନକ ଖବର

April 6, 2026

ସଡ଼କ ଦୁର୍ଘଟଣାରେ ପିତା ମୃତ: ପୁଅ ଗୁରୁତର

April 5, 2026

କାଠଯୋଡି ସେତୁ ଟେଣ୍ଡର ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

April 5, 2026

ଚିଲିକାରେ ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬, ଯୋଗ ଦେଲେ ଆଇନ ମନ୍ତ୍ରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.