Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦଶହରା ପାଇଁ ଆକର୍ଷଣୀୟ ଅଫର ନେଇ ଆସିଛି ରିଲାଏନ୍‌ସ ଡିଜିଟାଲ୍ 
ଆଜିର ଖବର

ଦଶହରା ପାଇଁ ଆକର୍ଷଣୀୟ ଅଫର ନେଇ ଆସିଛି ରିଲାଏନ୍‌ସ ଡିଜିଟାଲ୍ 

October 3, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ଚଳିତ ଦଶହରାରେ, ରିଲାଏନ୍ସ ଡିଜିଟାଲର ଇଲେକ୍‌ଟ୍ରୋନିକ୍ ସେଲ୍ ର ପର୍ବରେ ସଦ୍ୟତମ ଟେକ୍ ସାମଗ୍ରୀକୁ ଘରକୁ ଆଣନ୍ତୁ। ଆପଣଙ୍କର ନିକଟତମ ରିଲାଏନ୍ସ ଡିଜିଟାଲ୍ ଷ୍ଟୋର, ମାଇଁ ଜିଓ ଷ୍ଟୋରରୁ ବାଛନ୍ତୁ ବା reliancedigital.in ରୁ ଅନଲାଇନରେ କିଣନ୍ତୁ।

ଆକର୍ଷଣୀୟ ଅଫର ସହିତ, ଏହି ଉତ୍ସବକୁ ଆହୁରି ଆନନ୍ଦଦାୟକ କରିବା ପାଇଁ, ଆପଣ ଅଗ୍ରଣୀ ବ୍ୟାଙ୍କ କାର୍ଡ଼ରେ ସହଜିଆ ଇଏମଆଇ ବିକଳ୍ପ ସହିତ ୧୦% ରିହାତି ଲାଭ କରିପାରିବେ। ଆପଣଙ୍କର ପ୍ରିୟ ଇଲେକ୍‌ଟ୍ରୋନିକ୍ସର ବ୍ୟାପକ ସ୍ତର ମଧ୍ୟରୁ ବାଛନ୍ତୁ ଯେଉଁଥିରେ ରହିଛି ଟିଭି ଓ ଘରୋଇ ଉପକରଣ, ଅଡିଓ ଡିଭାଇସ୍‌, ମୋବାଇଲ୍ ଫୋନ୍‌, ଲାପଟପ୍ ଓ ଆହୁରି ଅନେକ। ଏହା ଉପହାର ପାଇଁ ହେଉ ବା ନିଜର ବ୍ୟବହାର ପାଇଁ, ଚଳିତ ପାର୍ବଣ ଋତୁରେ ରିଲାଏନ୍ସ ଡିଜିଟାଲର ସର୍ବୋତମ ଅଫର ଲାଇନ୍ ଅପ୍ ରହିଛି।

ଆପଣଙ୍କର ପସନ୍ଦର ଙ୍ଗରବକ୍ସବଭକ୍ଷର କୁ ବାଛନ୍ତୁ ଯେଉଁଥିରେ ରହିଛି ଆପଲ୍ ୱାଚ୍ ଯାହାକି ଟ.୧୭,୧୦୦/- ଞ୍ଚରୁ ଆରମ୍ଭ (ବ୍ୟାଙ୍କ କ୍ୟାସବ୍ୟାକକୁ ମିଶାଇ) ଓ ସାମସଙ୍ଗ ୱାଚ ଯାହାର ପ୍ରାରମ୍ଭିକ ମୂଲ୍ୟ ରହିଛି ଟ.୬୪୯୦/-। ଆହୁରି ମଧ୍ୟ, ଆପଣଙ୍କର ପ୍ରିୟ ସ୍ମାର୍ଟୱାଚକୁ ବାଛନ୍ତୁ ଯାହାକି ଟ.୧୫୯୯/- ରୁ ଆରମ୍ଭ।

ଆକର୍ଷଣୀୟ ଡିଲ୍ ସହିତ ଲାପଟପ୍ ପାଆନ୍ତୁ। ସାମସଙ୍ଗ ଗାଲାକ୍ସି ବୁକ୍ ୨ ୧୨ ଜେନେରେସନ ଆଇ୫ ସହିତ ୧୬ଜିବି ରାମ୍ ଓ ୫୧୨ ଜିବି ଏସଏସଡି ଷ୍ଟୋରେଜ୍ ଏବେ ବ୍ୟାଙ୍କ କ୍ୟାସବ୍ୟାକ୍ ପରେ ଆକର୍ଷଣୀୟ ମୂଲ୍ୟ ଟ.୫୭,୯୯୯/- ରେ ଉପଲବ୍ଧ।

ସମସ୍ତ ଗେମିଂ ପାଇଁ ଆଗ୍ରହୀ ବ୍ୟକ୍ତିମାନଙ୍କ ପାଇଁ, ଏବେ ଏକ ଅତୁଳନୀୟ ଅଫର ପ୍ରଦାନ କରାଯାଉଛି! ପ୍ରତି ଗେମିଂ ଲାପଟପ ର କ୍ରୟ କ୍ଷେତ୍ରରେ ଏକ ଗେମିଂ ମାଉସ୍‌, ହେଡଫୋନ୍ ଓ ମ୍ୟାଟ୍ ବଣ୍ଡଲ୍ ଟ.୪୯୯୯/- ମୂଲ୍ୟର ସମ୍ପୂର୍ଣ୍ଣ ମାଗଣାରେ ପାଆନ୍ତୁ! ଏହା ସହିତ ଟ.୧୫,୯୯୦/-ପର୍ଯ୍ୟନ୍ତ ଆକର୍ଷଣୀୟ ଲାଭ ମଧ୍ୟ ପାଆନ୍ତୁ।

ଆକର୍ଷଣୀୟ ଅଫର ସହିତ ଆପଣଙ୍କର ସ୍ମାର୍ଟଫୋନକୁ ଚଳିତ ପାର୍ବଣ ଋତୁରେ ଅପଗ୍ରେଡ୍ କରନ୍ତୁ । ପାଆନ୍ତୁ ନୂଆ ସାମସଙ୍ଗ ଏମ୫୩ ୫ଜି ମାତ୍ର ଟ.୧୯,୯୯୯/- ଞ୍ଚରେ ଓ ଏହା ସହିତ ସାମସଙ୍ଗ ଏସ୨୨ ସିରିଜ୍ ସ୍ମାର୍ଟଫୋନରେ ଆକର୍ଷଣୀୟ ଅଫର ରହିଛି ଯାହା ମାତ୍ର ଟ.୪୯,୯୯୦/-ଞ୍ଚ ରୁ ଆରମ୍ଭ।

ଚଳିତ ବର୍ଷ ଏହି ସପିଂ ଅନୁଭବକୁ ଆହୁରି ଆନନ୍ଦଦାୟକ ଓ ମଜାଦାର କରିବା ପାଇଁ, ଆପଣ ଅଗ୍ରଣୀ ବ୍ୟାଙ୍କରୁ ବ୍ୟାପକ ଶ୍ରେଣୀୟ ଫାଇନାନ୍ସ ବିକଳ୍ପ ଓ ଇଏମଆଇ ମଧ୍ୟରୁ ବାଛିପାରିବେ।

ଗ୍ରାହକମାନେ ମଧ୍ୟ ଇନଷ୍ଟା ଡେଲିଭରି (୩ ଘଂଟାରୁ କମ୍ ସମୟରେ ଡେଲିଭରି) ଓ ଷ୍ଟୋର୍ ପିକ-ଅପ୍ ବିକଳ୍ପ ତାଙ୍କର ନିକଟତମ ଷ୍ଟୋରରୁ ପାଇପାରିବେ।

* ସମସ୍ତ ଅଫର ଓ ମୂଲ୍ୟ ଉପରେ ସର୍ତ୍ତ ଓ ବ୍ୟବସ୍ଥାବଳୀ ଲାଗୁ ହେବ।

ଆକର୍ଷଣୀୟ ଅଫର ଇଲେକ୍‌ଟ୍ରୋନିକ୍ ସେଲ୍ ଦଶହରା ରିଲାଏନ୍ସ ଡିଜିଟାଲ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025
Latest News

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.