Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିବାହ କରିବେ ଓଡିଆ ଶିଳ୍ପପତି ରୀତେଶ ଅଗ୍ରୱାଲ, ୭୮୦୦ କୋଟି ଟଙ୍କାର ମାଲିକ
ଆଜିର ଖବର

ବିବାହ କରିବେ ଓଡିଆ ଶିଳ୍ପପତି ରୀତେଶ ଅଗ୍ରୱାଲ, ୭୮୦୦ କୋଟି ଟଙ୍କାର ମାଲିକ

February 20, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
Ritesh
ବାହା ହେବେ ଓଡିଆ ଶିଳ୍ପପତି ରୀତେଶ ଅଗ୍ରୱାଲ, ୭୮୦୦ କୋଟି ଟଙ୍କାର ମାଲିକ

ନୂଆଦିଲ୍ଲୀ: ବିବାହ ବନ୍ଧନରେ ଆବଦ୍ଧ ହେବେ ଓଡିଆ ଶିଳ୍ପପତି ତଥା ଓୟେ ହୋଟେଲସର ମାଲିକ ରୀତେଶ ଅଗ୍ରୱାଲ। ଆସନ୍ତାମାସରେ ସେ ଏହି ବିବାହ ବନ୍ଧନରେ ଆବଦ୍ଧ ହେବେ। ସେଥିପାଇଁ ସେ ନିମନ୍ତ୍ରଣ ପତ୍ର ବାଣ୍ଟିବା କାମ ଆରମ୍ଭ କରିଛନ୍ତି। ସେ ଏବଂ ତାଙ୍କ ଭାବି ପତ୍ନୀ ଏବଂ ତାଙ୍କର ମାଆଙ୍କ ସହିତ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି।

ରୀତେଶ ହେଉଛନ୍ତି ଭାରତର ଜଣେ ଯୁବ ଶିଳ୍ପପତି। ଯାହାଙ୍କର ହୋଟେଲ ବ୍ୟବସାୟ ରହିଛି। ୨୦୧୩ ମସିହାରେ ଆରମ୍ଭ କରିଥିବା ଏହି ବ୍ୟବସାୟର କଳେବର ବୃଦ୍ଧି ହୋଇ ବର୍ତ୍ତମାନ ୭୮୦୦ କୋଟି ଟଙ୍କାରେ ପହଁଚିଛି। ରାୟଗଡା ଜିଲ୍ଲାରେ ଜନ୍ମିତ ରୀତେଶ ବର୍ତ୍ତମାନ ଦେଶରେ ଜଣେ ଯୁବ ଶିଳ୍ପପତି ଭାବେ ବେଶ ନାମ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା: ବିଶ୍ଵ ପର୍ଯ୍ୟଟନ ଦିବସ -୨୦୨୫ ଉପଲକ୍ଷେ କୁଇଜ୍ ପ୍ରତିଯୋଗିତା

September 24, 2025

ନାଚୁଣୀରେ ମହିଳାଙ୍କୁ ଜଘନ୍ୟ ହତ୍ୟାକାଣ୍ଡ ମାମଲା: ସ୍ଵାମୀଙ୍କୁ ଆଜୀବନ କାରାଦଣ୍ଡ

September 24, 2025

ରଙ୍କନିଧି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ନିଲମ୍ବିତ

September 24, 2025

ବିଜେଡିରୁ ନିଲମ୍ବିତ ହେବା ପରେ ଗୋଟିଏ ପରେ ଗୋଟିଏ ବାଣ ଫୁଟାଇଲେ ଶ୍ରୀମୟୀ

September 24, 2025
Latest News

ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ, ସ୍ୱାସ୍ଥ୍ୟ ଯାଞ୍ଚ କଲେ ୨୧୮ ପୁରୁଷ ଓ ମହିଳା

September 24, 2025

ଡ‌ଇଁଚା ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷ ରୋପଣ

September 24, 2025

ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର

September 24, 2025

ଖୋର୍ଦ୍ଧା: ବିଶ୍ଵ ପର୍ଯ୍ୟଟନ ଦିବସ -୨୦୨୫ ଉପଲକ୍ଷେ କୁଇଜ୍ ପ୍ରତିଯୋଗିତା

September 24, 2025

ନାଚୁଣୀରେ ମହିଳାଙ୍କୁ ଜଘନ୍ୟ ହତ୍ୟାକାଣ୍ଡ ମାମଲା: ସ୍ଵାମୀଙ୍କୁ ଆଜୀବନ କାରାଦଣ୍ଡ

September 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.