Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବର୍ତ୍ତମାନ ଜାରି ଧାନ କ୍ରୟରୁ ଲାଭବାନ ହୋଇଛନ୍ତି 1 କୋଟିରୁ ଅଧିକ ଚାଷୀ 
ଆଜିର ଖବର

ବର୍ତ୍ତମାନ ଜାରି ଧାନ କ୍ରୟରୁ ଲାଭବାନ ହୋଇଛନ୍ତି 1 କୋଟିରୁ ଅଧିକ ଚାଷୀ 

March 4, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଖରିଫ ବିପଣନ ଅଧିବେଶନ 2022-23 (ଖରିଫ ଫସଲ) ପାଇଁ ଧାନର କ୍ରୟ ଦ୍ବାରା 1 କୋଟିରୁ ଅଧିକ ଚାଷୀ ଲାଭବାନ ହୋଇଛନ୍ତି। 01.03.2023 ସୁଦ୍ଧା ପ୍ରାୟ 713 ଲକ୍ଷ ମେଟ୍ରିକ୍ ଟନ ଧାନର କ୍ରୟ କରାଯାଇଛି ଏବଂ 146960 କୋଟି ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟର ପେମେଣ୍ଟ  ପ୍ରତ୍ୟକ୍ଷ ଭାବରେ ଚାଷୀଙ୍କ ଆକାଉଣ୍ଟରେ ସ୍ଥାନାନ୍ତରିତ କରି ଦିଆଯାଇଛି।

କ୍ରୟ ପ୍ରକ୍ରିୟାର ସୁଗମ ସଞ୍ଚାଳନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି। କ୍ରୟ କରାଯାଇଥିବା ଧାନ ବଦଳରେ ଚାଉଳର ଯୋଗାଣ ଜାରି ରହିଛି ଏବଂ 713 ଲକ୍ଷ ମେଟ୍ରିକ୍ ଟନ ଧାନର କ୍ରୟ ବଦଳରେ 01 ମାର୍ଚ୍ଚ 2023 ସୁଦ୍ଧା କେନ୍ଦ୍ରୀୟ ପୁଲରେ ପ୍ରାୟ 246 ଲକ୍ଷ ମେଟ୍ରିକ ଟନ୍ ଚାଉଳ ପ୍ରାପ୍ତ କରାଯାଇଛି। ଦେଶର ଆବଶ୍ୟକତାକୁ ପୂରଣ କରିବା ପାଇଁ କେନ୍ଦ୍ରୀୟ ପୁଲରେ ବର୍ତ୍ତମାନ ଚାଉଳର ପର୍ଯ୍ୟାପ୍ତ ଷ୍ଟକ୍ ଉପଲବ୍ଧ ରହିଛି।

ବର୍ତ୍ତମାନ ଖରିଫ ବିପଣନ ଅଧିବେଶନ 2022-23 ର ଖରିଫ ଫସଲ ପାଇଁ 766 ଲକ୍ଷ ମେଟ୍ରିକ ଟନ ଧାନ (ଚାଉଳ କ୍ଷେତ୍ରରେ 514 ଲକ୍ଷ ମେଟ୍ରିକ୍ ଟନ) ର କ୍ରୟର ଅନୁମାନ କରାଯାଉଛି। ବର୍ତ୍ତମାନ ଖରିଫ ବିପଣନ ଅଧିବେଶନ 2022-23 ର ରବି ଫସଲ ପାଇଁ, ପ୍ରାୟ 158 ଲକ୍ଷ ମେଟ୍ରିକ ଟନ ଧାନ (ଚାଉଳ କ୍ଷେତ୍ରରେ 106 ଲକ୍ଷ ମେଟ୍ରିକ୍ ଟନ୍)ର ମାତ୍ରାର କ୍ରୟର ଅନୁମାନ କରାଯାଉଛି। ରବି ଫସଲକୁ ସାମିଲ୍ କରିବା ସହିତ, ଏହା ଆଶା କରାଯାଉଛି ଯେ ସମଗ୍ର ଖରିଫ ବିପଣନ ଅଧିବେଶନ 2022-23 ସମୟରେ ପ୍ରାୟ 900 ଲକ୍ଷ ମେଟ୍ରିକ ଟନ ଧାନର କ୍ରୟ କରାଯାଇପାରେ।

ଖରିଫ ଫସଲ
Share. Facebook Twitter LinkedIn Email WhatsApp Copy Link

Related Posts

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026
Latest News

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.