Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟବସାୟ»ବିଶ୍ବରେ କେଉଁଠି ସର୍ବାଧିକ ହୀରା ଗଛିତ ଅଛି, ଜାଣିଲେ ହେବେ ଆଶ୍ଚର୍ଯ୍ୟ
ବ୍ୟବସାୟ

ବିଶ୍ବରେ କେଉଁଠି ସର୍ବାଧିକ ହୀରା ଗଛିତ ଅଛି, ଜାଣିଲେ ହେବେ ଆଶ୍ଚର୍ଯ୍ୟ

September 11, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଶ୍ବରେ କେଉଁଠି ସର୍ବାଧିକ ହୀରା
ବିଶ୍ବରେ କେଉଁଠି ସର୍ବାଧିକ ହୀରା ଗଛିତ ଅଛି, ଜାଣିଲେ ହେବେ ଆଶ୍ଚର୍ଯ୍ୟ

The Samikhsya Team: ବିଶ୍ବରେ ସର୍ବାଧିକ ହୀରା କେଉଠି ଅଛି। ଏହା ଜାଣିବା ପାଇଁ ସମସ୍ତଙ୍କର ଆଗ୍ରହ ରହିବ। କାରଣ ହେଲା ହୀରା ଏପରି ଏକ ଧାତୁ ଯାହା ସୁନା ଠାରୁ ଅଧିକ ମୂଲ୍ୟବାନ। ଆଜିକାଲି ସୁନା ପରି ହୀରା ଅଳଙ୍କାର ମଧ୍ୟ ମହିଳାମାନେ ପିନ୍ଧୁଛନ୍ତି। ହେଲେ ଏହାର ମୂଲ୍ୟ ଏତେ ଅଧିକ ଯେ, ସାଧାରଣ ଲୋକେ ଏହାକୁ ବ୍ୟବହାର କରିବା ସମ୍ଭବ ହୋଇ ନ ଥାଏ।

ତେବେ ଏହି ହୀରା କେଉଁଠୁ ଆସେ, କିପରି ବାହାରେ ତାହାକୁ ନେଇ ସମସ୍ତଙ୍କର ଜାଣିବାରେ ଆଗ୍ରହ ନିଶ୍ଚିତ ରହିବ। ଏଥିସହିତ ବିଶ୍ବରେ କେଉଁ ସ୍ଥାନରେ ସର୍ବାଧିକ ହୀରା ଅଛି ତାହା ମଧ୍ୟ ଜାଣିବାକୁ ଆଗ୍ରହ ରହିବ। ଏଠାରେ କହିରଖୁ ଯେ ବିଶ୍ବରେ ରୁଷ ଦେଶରେ ସର୍ବାଧିକ ହୀରା ଗଛିତ ଅଛି। ବିଶ୍ବରେ ସମସ୍ତ ଗଛିତ ହୀରା ଏକାଠି କଲେ କେବଳ ରୁଷରୁ ଭାଗ ହେଉଛି 37  ପ୍ରତି ଶତ।

ଉତ୍ତର ପୂର୍ବ ରୁଷର ସାଇବେରିଆନ ଅଞ୍ଚଳରେ ଥିବା ସାଖା ଗଣରାଜ୍ୟରେ ଏହି ହୀରା ଖଣି ରହିଛି। ଏଠାରେ ଥିବା ୟାଖାଲ ଡାଇଂମଣ୍ଡ ଖଣିରେ ସର୍ବାଧିକ ହୀରା ରହିଛି। ଏଠାରୁ ବାର୍ଷିକ 40.7 ମିଲିୟନ କ୍ୟାରେଟ ହୀରା ଉତ୍ପାଦିତ ହେଉଛି। ଏଥିସହିତ ଏକ ବିରଳ ଧାତୁ ବା ରତ୍ନପଥର ମଥାନା ରହିଛି ଯାହା ହୀରାଠାରୁ ବହୁ ଗୁଣରେ ଅଧିକ। ଏହା ବାର୍ଷିକ 1.3 କ୍ୟାରେଟ ଉତ୍ପାଦିତ ହେଉଛି। ରୁଷିଆରେ ଗ୍ୟାସ ଉତ୍ପାଦନ ଯେପରି ପ୍ରଚୁର ପରିମାଣର ରହିଛି ସେହିପରି ହୀରା ର ପରିମାଣ ମଧ୍ୟ ସେହିପରି ରହିଛି।

Read More in English- India–Japan Relations Get Boost as BCIC, Osaka Seal Landmark MoU

Diamond Mine ହୀରା ଖଣି
Share. Facebook Twitter LinkedIn Email WhatsApp Copy Link

Related Posts

ଆପ ସାଂସଦ ସଞ୍ଜୟ ସିଂହଙ୍କୁ ଶ୍ରୀନଗରରେ ଗୃହ ବନ୍ଦୀ କଲା ଜମ୍ମୁ କାଶ୍ମୀର ପୋଲିସ

September 11, 2025

ଭାରତ ଏବଂ ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ କୁ ଶିବସେନାର ବିରୋଧ: ଆନ୍ଦୋଳନ ଚେତାବନୀ

September 11, 2025

ଦେଶ ବିରୋଧରେ ISIS ର ବଡ଼ ଷଡ଼ଯନ୍ତ୍ର ବିଫଳ: ୫ ଆତଙ୍କବାଦୀ ଗିରଫ

September 11, 2025

ପାଟନାରେ ଆରଜେଡି ନେତାଙ୍କୁ ଗୁଳି କରି ହତ୍ୟା, ସିସିଟିଭିରେ ୨ ଆକ୍ରମଣକାରୀ

September 11, 2025
Latest News

ଆପ ସାଂସଦ ସଞ୍ଜୟ ସିଂହଙ୍କୁ ଶ୍ରୀନଗରରେ ଗୃହ ବନ୍ଦୀ କଲା ଜମ୍ମୁ କାଶ୍ମୀର ପୋଲିସ

September 11, 2025

ଭାରତ ଏବଂ ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ କୁ ଶିବସେନାର ବିରୋଧ: ଆନ୍ଦୋଳନ ଚେତାବନୀ

September 11, 2025

ଦେଶ ବିରୋଧରେ ISIS ର ବଡ଼ ଷଡ଼ଯନ୍ତ୍ର ବିଫଳ: ୫ ଆତଙ୍କବାଦୀ ଗିରଫ

September 11, 2025

ପାଟନାରେ ଆରଜେଡି ନେତାଙ୍କୁ ଗୁଳି କରି ହତ୍ୟା, ସିସିଟିଭିରେ ୨ ଆକ୍ରମଣକାରୀ

September 11, 2025

କ୍ଲର୍କ ନିଯୁକ୍ତି ପରୀକ୍ଷାର ତାରିଖ ପ୍ରକାଶ କଲା SBI, ଏହି ଦିନ ହେବ ପରୀକ୍ଷା

September 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.