Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟବସାୟ»ସରକାରୀ ଉଦ୍ୟୋଗ କର୍ମଚାରୀଙ୍କ ଖୁସି ଖବର, ବଢିଲା ୨ ପ୍ରତିଶତ ମହଙ୍ଗା ଭତ୍ତା
ବ୍ୟବସାୟ

ସରକାରୀ ଉଦ୍ୟୋଗ କର୍ମଚାରୀଙ୍କ ଖୁସି ଖବର, ବଢିଲା ୨ ପ୍ରତିଶତ ମହଙ୍ଗା ଭତ୍ତା

September 27, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ସରକାରୀ ଉଦ୍ୟୋଗ କର୍ମଚାରୀଙ୍କ ଖୁସି ଖବର
ସରକାରୀ ଉଦ୍ୟୋଗ କର୍ମଚାରୀଙ୍କ ପାଇଁ ଖୁସି ଖବର, ବଢିଲା ୨ ପ୍ରତିଶତ ମହଙ୍ଗା ଭତ୍ତା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ସରକାରୀ ଉଦ୍ୟୋଗ (State PSUs)ର କର୍ମଚାରୀମାନଙ୍କ ପାଇଁ ୨ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । ଏହାଦ୍ୱାରା ସରକାରୀ ଉଦ୍ୟୋଗ କର୍ମଚାରୀଙ୍କ ସମୁଦାୟ ମହଙ୍ଗା ଭତ୍ତା ୫୩ ପ୍ରତିଶତରୁ ୫୫ ପ୍ରତିଶତକୁ ବୃଦ୍ଧି ପାଇଛି ।

ଝାରସୁଗୁଡା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଦିନତମାମ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ପରେ ବିଳମ୍ୱିତ ରାତି ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏହି ମହଙ୍ଗା ଭତ୍ତା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।

ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ୨୦୨୫ ଜାନୁୟାରୀ ପହିଲା ଠାରୁ ଲାଗୁ ହେବ ।

Bihar Mukhyamantri Mahila Rojgar Yojana Rolled Out by PM Modi

ଉଦ୍ୟୋଗ କର୍ମଚାରୀ ମହଙ୍ଗା ଭତ୍ତା
Share. Facebook Twitter LinkedIn Email WhatsApp Copy Link

Related Posts

ଧନତେରସରେ ଟିଭି କିମ୍ବା ସ୍ମାର୍ଟଫୋନ୍ କିଣୁଥିଲେ ଏହି ଜିନିଷ ପ୍ରତି ଦିଅନ୍ତୁ ଧ୍ୟାନ, ନଚେତ ଫସିବେ

October 18, 2025

ଟ୍ରମ୍ପ ଫିଙ୍ଗିଲେ ଆଉ ଏକ ଟାରିଫ୍ ବୋମା!: ବର୍ତ୍ତମାନ ଏହି କ୍ଷେତ୍ରରେ 25% ଟିକସ ଲଗାଇବାକୁ ଦେଲେ ନିର୍ଦ୍ଦେଶ

October 18, 2025

ଧନତେରସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କୁ ଶୁଭେଚ୍ଛା

October 18, 2025

ଧନତେରସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ରାଜ୍ୟବାସୀଙ୍କୁ ଶୁଭେଚ୍ଛା

October 18, 2025
Latest News

ବିଷ ଓଗାଳିଲେ ପାକିସ୍ତାନର ସେନା ମୁଖ୍ୟ: ପୁଣି ଭାରତ ବିରୋଧରେ ଦେଲେ ବିବାଦୀୟ ବିବୃତ୍ତି

October 18, 2025

ଧନତେରସରେ ଟିଭି କିମ୍ବା ସ୍ମାର୍ଟଫୋନ୍ କିଣୁଥିଲେ ଏହି ଜିନିଷ ପ୍ରତି ଦିଅନ୍ତୁ ଧ୍ୟାନ, ନଚେତ ଫସିବେ

October 18, 2025

ବିହାର ନିର୍ବାଚନ: ବିନା ଅନୁମତିରେ ହେଲିକପ୍ଟର ଅବତରଣ ପାଇଁ ବିଜେପି ନେତାଙ୍କ ବିରୋଧରେ FIR

October 18, 2025

ଟ୍ରମ୍ପ ଫିଙ୍ଗିଲେ ଆଉ ଏକ ଟାରିଫ୍ ବୋମା!: ବର୍ତ୍ତମାନ ଏହି କ୍ଷେତ୍ରରେ 25% ଟିକସ ଲଗାଇବାକୁ ଦେଲେ ନିର୍ଦ୍ଦେଶ

October 18, 2025

ଧନତେରସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କୁ ଶୁଭେଚ୍ଛା

October 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.