Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»800 ପଏଣ୍ଟ ତଳକୁ ଖସିଲା ସେନସେକ୍ସ
ଆଜିର ଖବର

800 ପଏଣ୍ଟ ତଳକୁ ଖସିଲା ସେନସେକ୍ସ

February 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ଭାରତୀୟ ସେୟାର ବଜାର ସେନସେକ୍ସ ସୋମବାର 800 ପଏଣ୍ଟ ତଳକୁ ଖସିଛି । କୋରୋନା ଭାଇରସ୍‌ ପ୍ରଭାବରେ ବିଶ୍ବ ବଜାର ତଳୁଆ ରହିଥିବା ବେଳେ ଭାରତୀୟ ସେୟାର ବଜାର ଉପରେ ଏହାର ପ୍ରଭାବ ପଡିଛି । ସେନ୍‌ସେକ୍ସ 806.89 ପଏଣ୍ଟ ତଳକୁ ଖସି 40363.23 ପଏଣ୍ଟରେ ରହିଛି । ଅନ୍ୟପକ୍ଷରେ ନିଫ୍‌ଟୀ 251.45 ପଏଣ୍ଟ ତଳକୁ ଖସି 11829.40 ପଏଣ୍ଟରେ ରହିଛି । ଏହି ସମୟରେ ୟୁରୋପିଆନ ବଜାର 3.87 ପ୍ରତିଶତ ତଳକୁ ଖସିଛି । ନାସ୍‌ଡାକ୍‌ 3.2 ପ୍ରତିଶତ ତଳକୁ ଖସିଥିବା ବେଳେ ଡିଓଡବ୍ଲ୍ୟୁ 1.5 ପ୍ରତିଶତ ତଳୁଆ ରହିଛି । ଡଲାରର ବିନିମୟ ମୂଲ୍ୟ ଏହି ସମୟରେ 20 ପଇସା ହ୍ରାସ ପାଇ 71.86 ଟଙ୍କାରେ ପହଞ୍ଚିଛି । (ଏଜେନ୍ସି)

sensexplunge
Share. Facebook Twitter LinkedIn Email WhatsApp Copy Link

Related Posts

ଜାତୀୟ ମହିଳା କମିଶନରଙ୍କୁ ଭେଟିଲେ ବିଜେଡି ସାଂସଦ ଏବଂ ଲେଖାଶ୍ରୀ ସାମନ୍ତସିଂହାର, ଜାଣନ୍ତୁ କାରଣ

July 29, 2025

ଗ୍ରାମୀଣ ଭାରତର ଉନ୍ନତି କ୍ଷେତ୍ରରେ ପଞ୍ଚାୟତିରାଜ ଅନୁଷ୍ଠାନର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି: ପଞ୍ଚାୟତିରାଜ ମନ୍ତ୍ରୀ

July 29, 2025

ବିଏସଏନଏଲର ପ୍ରଦର୍ଶନ ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ: ଗ୍ରାହକ ଅଭିଜ୍ଞତା ଏବଂ ରାଜସ୍ୱ ସୃଷ୍ଟି ଉପରେ ଦେଲେ ଗୁରୁତ୍ୱ

July 29, 2025

ଚେସରେ ବିଶ୍ବ ବିଜେତା ହେଲେ ଦିବ୍ୟା ଦେଶମୁଖ: ଅଭିନନ୍ଦନ ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

July 29, 2025
Latest News

ଜାତୀୟ ମହିଳା କମିଶନରଙ୍କୁ ଭେଟିଲେ ବିଜେଡି ସାଂସଦ ଏବଂ ଲେଖାଶ୍ରୀ ସାମନ୍ତସିଂହାର, ଜାଣନ୍ତୁ କାରଣ

July 29, 2025

ଗ୍ରାମୀଣ ଭାରତର ଉନ୍ନତି କ୍ଷେତ୍ରରେ ପଞ୍ଚାୟତିରାଜ ଅନୁଷ୍ଠାନର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି: ପଞ୍ଚାୟତିରାଜ ମନ୍ତ୍ରୀ

July 29, 2025

ବିଏସଏନଏଲର ପ୍ରଦର୍ଶନ ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ: ଗ୍ରାହକ ଅଭିଜ୍ଞତା ଏବଂ ରାଜସ୍ୱ ସୃଷ୍ଟି ଉପରେ ଦେଲେ ଗୁରୁତ୍ୱ

July 29, 2025

ଚେସରେ ବିଶ୍ବ ବିଜେତା ହେଲେ ଦିବ୍ୟା ଦେଶମୁଖ: ଅଭିନନ୍ଦନ ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

July 29, 2025

ନବରଙ୍ଗପୁରରେ ଚାଲିଛି ଟସର ଖୋସା ପ୍ରସ୍ତୁତି ଅଭିଯାନ

July 29, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.