Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟେଲିକମ୍‌ ମନ୍ତ୍ରାଳୟକୁ 8 ହଜାର କୋଟି ପ୍ରଦାନ କଲା ଭାରତୀ ଏୟାରଟେଲ
ଆଜିର ଖବର

ଟେଲିକମ୍‌ ମନ୍ତ୍ରାଳୟକୁ 8 ହଜାର କୋଟି ପ୍ରଦାନ କଲା ଭାରତୀ ଏୟାରଟେଲ

February 29, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
୨୦୨୬ ପାଇଁ ଏୟାରଟେଲର ଆଣିଛି ସବୁଠାରୁ ଲାଭଦାୟକ ରିଚାର୍ଜ: ଜାଣନ୍ତୁ ବଡ଼ ଧମାକା!
୨୦୨୬ ପାଇଁ ଏୟାରଟେଲର ଆଣିଛି ସବୁଠାରୁ ଲାଭଦାୟକ ରିଚାର୍ଜ: ଜାଣନ୍ତୁ ବଡ଼ ଧମାକା!

ମୁମ୍ବାଇ : ଟେଲିକମ୍‌ ମନ୍ତ୍ରାଳୟକୁ ଭାରତୀ ଏୟାରଟେଲ ପକ୍ଷରୁ 8 ହଜାର କୋଟି ଟଙ୍କାର ବକେୟା ରାଶି ପ୍ରଦାନ କରାଯାଇଛି । ଏୟାରଟେଲ୍‌ର ସମୁଦାୟ ବକେୟା ରାଶି 35 ହଜାର 5 ଶହ କୋଟି ଟଙ୍କା ରହିଥିଲା । ଆଜିର 8004 କୋଟିକୁ ମିଶାଇ ଏୟାରଟେଲ ସମୁଦାୟ 18 ହଜାର 4 କୋଟି ଟଙ୍କା ପ୍ରଦାନ କରିଛି । ଶନିବାର ଏୟାରଟେଲ 5 ହଜାର କୋଟି ପ୍ରଦାନ କରିଥାନ୍ତା ମାତ୍ର ଅତିରିକ୍ତ 3004 କୋଟି ସହିତ ସମୁଦାୟ 8004 କୋଟି ଟଙ୍କା ପ୍ରଦାନ କରାଯାଇଛି । ଫେବୃୟାରୀ 17 ତାରିଖରେ ଏୟାରଟେଲ୍‌ ପକ୍ଷରୁ ଟେଲିକମ୍‌ ମନ୍ତ୍ରାଳୟକୁ 10 ହଜାର କୋଟି ଟଙ୍କା ପ୍ରଦାନ କରାଯାଇଥିଲା । (ଏଜେନ୍ସି)

AGR airtel DOT
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ରାଜସ୍ଥାନ ଏବଂ ମୁମ୍ବାଇ ମୁହାଁମୁହିଁ: ଜାଣନ୍ତୁ କାହାର ପଲ୍ଲା ଭାରି?

April 7, 2026

ନିଶା ଦ୍ରବ୍ୟ ବିରୋଧୀ ଅଭିଯାନରେ ଗଜପତି ଜିଲ୍ଲା ପୋଲିସକୁ ସଫଳତା: ୨.୮ ଟନ୍ ଗଞ୍ଜେଇ ଜବତ

April 7, 2026

କଂଗ୍ରେସ ନେତା ପବନ ଖେଡ଼ାଙ୍କ ଘରେ ପୋଲିସ: ଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦେଇଥିଲେ ବୟାନ

April 7, 2026

ୟୁପିରୁ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ: ଆଶ୍ଚର୍ଯ୍ୟଜନକ ଖୁଲାସା କଲା ଏଟିଏସ୍

April 7, 2026
Latest News

ଆଜି ରାଜସ୍ଥାନ ଏବଂ ମୁମ୍ବାଇ ମୁହାଁମୁହିଁ: ଜାଣନ୍ତୁ କାହାର ପଲ୍ଲା ଭାରି?

April 7, 2026

ନିଶା ଦ୍ରବ୍ୟ ବିରୋଧୀ ଅଭିଯାନରେ ଗଜପତି ଜିଲ୍ଲା ପୋଲିସକୁ ସଫଳତା: ୨.୮ ଟନ୍ ଗଞ୍ଜେଇ ଜବତ

April 7, 2026

କଂଗ୍ରେସ ନେତା ପବନ ଖେଡ଼ାଙ୍କ ଘରେ ପୋଲିସ: ଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦେଇଥିଲେ ବୟାନ

April 7, 2026

ୟୁପିରୁ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ: ଆଶ୍ଚର୍ଯ୍ୟଜନକ ଖୁଲାସା କଲା ଏଟିଏସ୍

April 7, 2026

ନୂଆ ଦଳ ଗଠନ କଲେ ନବଜୋତ କୌର ସିଦ୍ଧୁ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ନେଲେ ବଡ଼ ନିଷ୍ପତ୍ତି

April 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.