Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»6 ହଜାର ଟଙ୍କାର ରାସନ୍‌ କିଣି ପ୍ରଦାନ କଲେ 8 ଲକ୍ଷ ଟଙ୍କା
ଅନ୍ତରାଷ୍ଟ୍ରୀୟ

6 ହଜାର ଟଙ୍କାର ରାସନ୍‌ କିଣି ପ୍ରଦାନ କଲେ 8 ଲକ୍ଷ ଟଙ୍କା

April 23, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚିକାଗୋ: ଅବିଶ୍ବାସ ହେଲେ ବି ସତ। ଆମେରିକାର ଜଣେ ବ୍ୟକ୍ତି 6 ହଜାର ଟଙ୍କାର ରାସନ୍‌ କିଣି ପ୍ରଦାନ କରିଛନ୍ତି 8 ଲକ୍ଷ ଟଙ୍କା। ଚିକାଗୋର ଏକ ଜେନେରାଲ ଷ୍ଟୋରରୁ ଜଣେ ବ୍ୟକ୍ତି 90 ଡଲାରର ସାମଗ୍ରୀ କିଣିଥିଲେ ମାତ୍ର ତାଙ୍କୁ 11552 ଡଲାରର ବିଲ୍‌ ପ୍ରଦାନ କରିବାକୁ ପଡିଥିଲା। 6800 (90.96 ଡଲାର) ଟଙ୍କାର ବିଲ୍‌ ପାଇଁ ଉକ୍ତ ବ୍ୟକ୍ତିଙ୍କୁ 8.79 ଲକ୍ଷ ଟଙ୍କା (11552 ଡଲାର) ବିଲ୍‌ ପ୍ରଦାନ କରିବାକୁ ପଡିଥିଲା। ନିକ୍‌ ବ୍ଲାନୁଶା ନାମକ ଏହି ବ୍ୟକ୍ତି ଜଣକ ମାରିଆନୋ ଗ୍ରୋସରୀ ଷ୍ଟୋରରୁ ଜିନିଷ କିଣୁଥିବା ବେଳେ ଏହି ଘଟଣା ଘଟିଥିଲା। ପରବର୍ତ୍ତୀ ସମୟରେ ଗ୍ରୋସରୀ ଷ୍ଟୋର ପକ୍ଷରୁ ବଳକା ଅର୍ଥ ଫେରସ୍ତ କରାଯାଇଥିଲା। (ଏଜେନ୍ସି)

Chicago
Share. Facebook Twitter LinkedIn Email WhatsApp Copy Link

Related Posts

ମନି ଲଣ୍ଡରିଂ ମାମଲାରେ ରିଲାଏନ୍ସର ସିଏଫଓଙ୍କୁ ଗିରଫ କଲା ଇଡି

October 11, 2025

ଜୟ ଢୋଲକିଆ ବିଜେପିରେ ମିଶିବା ପରେ ନବୀନ ନିବାସରେ ଆରମ୍ଭ ହେଲା ଗୁରୁତ୍ବପୂର୍ଣ୍ଣ ବୈଠକ

October 11, 2025

Nuapada ByElection: ଜୟ ଢୋଲକିଆ ବିଜେପିରେ ମିଶିବା ପରେ କଣ କହିଲା ବିଜେଡି ଜାଣନ୍ତି ?

October 11, 2025

ଢେଙ୍କାନାଳ କ୍ୟାମ୍ପସ ପରିଦର୍ଶନ କଲେ IIMCର କୁଳପତି

October 11, 2025
Latest News

ମନି ଲଣ୍ଡରିଂ ମାମଲାରେ ରିଲାଏନ୍ସର ସିଏଫଓଙ୍କୁ ଗିରଫ କଲା ଇଡି

October 11, 2025

ଜୟ ଢୋଲକିଆ ବିଜେପିରେ ମିଶିବା ପରେ ନବୀନ ନିବାସରେ ଆରମ୍ଭ ହେଲା ଗୁରୁତ୍ବପୂର୍ଣ୍ଣ ବୈଠକ

October 11, 2025

Nuapada ByElection: ଜୟ ଢୋଲକିଆ ବିଜେପିରେ ମିଶିବା ପରେ କଣ କହିଲା ବିଜେଡି ଜାଣନ୍ତି ?

October 11, 2025

ନରସିଂହପୁର କ୍ଲଷ୍ଟର ସ୍ତରୀୟ ସୁରଭି ଉଦଯାପିତ

October 11, 2025

ଢେଙ୍କାନାଳ କ୍ୟାମ୍ପସ ପରିଦର୍ଶନ କଲେ IIMCର କୁଳପତି

October 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.