ମୁମ୍ବାଇ, ଦେଶରେ ଜିଓ ଖୁବ୍ ଶୀଘ୍ର ଜିଓ ୫ଜି ଲଞ୍ଚ୍ କରିବ। ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍ର ୪୩ ତମ ବାର୍ଷିକ ସାଧାରଣ ବୈଠକରେ ଉଦବୋଧନ ଦେଇ କମ୍ପାନିର ଅଧ୍ୟକ୍ଷ ତଥା ଦେଶର ସର୍ବାଧିକ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଏହା ଘୋଷଣା କରିଛନ୍ତି। ପଢନ୍ତୁ କମ୍ପାନି ପ୍ରକାଶିତ ପ୍ରେସ ରିଲିଜ୍।
ଦୁବାଇ ଦୁର୍ଘଟଣାର ପ୍ରଭାବ?, ତେଜସ୍ କିଣିବ ନାହିଁ ଆର୍ମେନିଆ, ଭାଙ୍ଗିଗଲା ୧୦୭୦୫୯୮୮୫୬୮୦ ମୂଲ୍ୟର ଚୁକ୍ତି!November 27, 2025