Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟ୍ରମ୍ଫ ଷ୍ଟ୍ରିଟ୍ ଟ୍ରିପଲ୍ ଆରର ବଜାର ପ୍ରବେଶ, ଜାଣନ୍ତୁ ଏହାର ମୂଲ୍ୟ ଓ ଫିଚର ସମ୍ପର୍କରେ
ଆଜିର ଖବର

ଟ୍ରମ୍ଫ ଷ୍ଟ୍ରିଟ୍ ଟ୍ରିପଲ୍ ଆରର ବଜାର ପ୍ରବେଶ, ଜାଣନ୍ତୁ ଏହାର ମୂଲ୍ୟ ଓ ଫିଚର ସମ୍ପର୍କରେ

August 11, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ଟ୍ରମ୍ଫ୍‌‌ ଷ୍ଟ୍ରିଟ୍‌ ଟ୍ରିପଲ୍‌ ଆର ଭାରତୀୟ ବଜାରରେ ପ୍ରବେଶ ହୋଇଛି । ଟ୍ରମ୍ପ୍‌ ବାଇକର ଏହି ନୂତନ ମଡେଲ୍‌ ଟି ଟ୍ରମ୍ପ୍‌ ଷ୍ଟ୍ରିଟ୍‌ ଟ୍ରିପଲ୍‌ ଏସ୍‌ ଅପେକ୍ଷା 2.49 ଲକ୍ଷ କମ୍‌ ରହିଛି। ଏହି ବାଇକରେ ଡି ଟ୍ୟୁନଡ୍ ଟ୍ରିପଲ ସିଲିଣ୍ଡର ଇଞ୍ଜିନ୍ ରହିଛି ଯାହାକି ଏହି ବାଇକକୁ ଅତ୍ୟନ୍ତ ଶକ୍ତିଶାଳୀ କରିଥାଏ । 765ସିସି ବିଏସ୍‌-ଭିଆଇ ଇଞ୍ଜିନ୍‌ ଯୋଗୁଁ ଏହା ନୂତନ ପ୍ରକାରର ରାଇଡିଂ ଅନୁଭବ ଆଣିବ ବୋଲି ସୂଚନା ରହିଛି ।  ସେହିପରି ଏହାର ସମସ୍ତ ସୂଚନାକୁ ଡିଜିଟାଇଜଡ୍ କରାଯାଇଛି । ଗାଡିର ବେଗ, ଟାକୋମିଟର, ଟ୍ରିପ୍ ମିଟର, ଏବିଏସ୍ ସବୁକିଛି ଏଥିରେ ଜଣାପଡିଥାଏ । ସେହିପରି ଏହି ବାଇକରେ ତିନି ପ୍ରକାରର ରାଇଡିଙ୍ଗ ମୋଡ୍ ରହିଛି । ରୋଡ, ରେନ୍ ଏବଂ ସ୍ପୋର୍ଟିଙ୍ଗ ତିନି ପ୍ରକାରର ମୋଡ୍ ଏହି ବାଇକରେ ଉପଲବ୍ଧ ରହିଛି । 6 ଗିଅର ବିଶିଷ୍ଟ ଏହି ବାଇକରେ ଟ୍ରମ୍ଫ ସିଫ୍ଟ ଆସିଷ୍ଟ ସିଷ୍ଟମ ବ୍ୟବହୃତ ହୋଇଛି ।ନୂତନ ବଡି ଓ୍ବାର୍କ ସହିତ ଏହାର ଫ୍ଲାୟାରସ୍କ୍ରିନ୍‌ ଓ ଏଆର ଇନ୍‌ଟେକ୍‌, ସାଇଡ୍‌ ପ୍ୟାନେଲ୍‌ ଏହି ବାଇକ୍‌ର ନୂତନ ଆକର୍ଷଣ ।  ଭାରତୀୟ ବଜାରରେ ଏହି ବାଇକର ମୂଲ୍ୟ 8.84 ଲକ୍ଷ ଟଙ୍କା ରହିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଏପ୍ରିଲ ୮ ତାରିଖ ବୁଧବାରରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ନିରାଶର ଭାବ

April 8, 2026

ଜମି ପାଇଁ ହାଣିଲେ : ପରିବାରର ୬ ଆହତ

April 7, 2026

ଏଣିକି ଗାଡ଼ି ନମ୍ବର ପ୍ଲେଟରେ ପୋଲିସ୍ ଲୋଗା ମନା

April 7, 2026

କାଳବୈଶାଖୀ ତାଣ୍ଡବ : ଭାଙ୍ଗିଲା ତିନିଶହ ଘର

April 7, 2026
Latest News

ଆଜି ଏପ୍ରିଲ ୮ ତାରିଖ ବୁଧବାରରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ନିରାଶର ଭାବ

April 8, 2026

ଜମି ପାଇଁ ହାଣିଲେ : ପରିବାରର ୬ ଆହତ

April 7, 2026

ଏଣିକି ଗାଡ଼ି ନମ୍ବର ପ୍ଲେଟରେ ପୋଲିସ୍ ଲୋଗା ମନା

April 7, 2026

କାଳବୈଶାଖୀ ତାଣ୍ଡବ : ଭାଙ୍ଗିଲା ତିନିଶହ ଘର

April 7, 2026

ଅଟକିପାରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୨୩ତମ କିସ୍ତି : ପାଇବା ପାଇଁ କରିବାକୁ ପଡିବ ଏହି କାମ

April 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.