Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଘଣ୍ଟାଏରେ ଆୟ କଲେ 28 ହଜାର କୋଟି ଟଙ୍କା, ଜାଣନ୍ତୁ ବ୍ୟକ୍ତି ଜଣକ କିଏ ?
ଆଜିର ଖବର

ଘଣ୍ଟାଏରେ ଆୟ କଲେ 28 ହଜାର କୋଟି ଟଙ୍କା, ଜାଣନ୍ତୁ ବ୍ୟକ୍ତି ଜଣକ କିଏ ?

September 1, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ମାତ୍ର 1 ଘଣ୍ଟା ମଧ୍ୟରେ 28 ହଜାର କୋଟିରୁ ଅଧିକ ଟଙ୍କାର ଲାଭ ହାସଲ କରିଛନ୍ତି ଜୁମ୍ ଭିଡିଓ କମ୍ୟୁନିକେସନର ସିଇଓ । ଜୁମର ସିଇଓ ଏରିକ ୟୁଆନ ଏକ ଘଣ୍ଟା ମଧ୍ୟରେ 4.2 ବିଲିୟନ୍ ଡଲାର ବା ଭାରତୀୟ ମୁଦ୍ରାରେ 28 ହଜାର କୋଟିର ଲାଭ ହାସଲ କରିଛନ୍ତି ।

ଆମେରିକୀୟ ସେୟାର ବଜାରରେ ଜୁମ୍ ଅଂଶଧନର ମୂଲ୍ୟରେ 26 ପ୍ରତିଶତ ଅଭିବୃଦ୍ଧି ଘଟି ଏହା 410 ଡଲାରରେ ପହଞ୍ଚିବା ସହିତ ୟୁଆନଙ୍କ ସମ୍ପତ୍ତିର ପରିମାଣ 20 ବିଲିୟନ୍ ଡଲାର ଅତିକ୍ରମ କରିଛି । ୟୁଆନଙ୍କ ବ୍ୟତୀତ ଆମାଜନ୍ ମାଲିକ ଜେଫ୍ ବେଜୋସ୍ 13 ବିଲିୟନ୍ ଡଲାର ଏବଂ ଟେସଲାର ମାଲିକ ଏଲନ ମସ୍କ 8 ବିଲିୟନ୍ ଡଲାରର ଫାଇଦା ହାସଲ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଜମି ପାଇଁ ହାଣିଲେ : ପରିବାରର ୬ ଆହତ

April 7, 2026

ଏଣିକି ଗାଡ଼ି ନମ୍ବର ପ୍ଲେଟରେ ପୋଲିସ୍ ଲୋଗା ମନା

April 7, 2026

କାଳବୈଶାଖୀ ତାଣ୍ଡବ : ଭାଙ୍ଗିଲା ତିନିଶହ ଘର

April 7, 2026

ଅଟକିପାରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୨୩ତମ କିସ୍ତି : ପାଇବା ପାଇଁ କରିବାକୁ ପଡିବ ଏହି କାମ

April 7, 2026
Latest News

ଜମି ପାଇଁ ହାଣିଲେ : ପରିବାରର ୬ ଆହତ

April 7, 2026

ଏଣିକି ଗାଡ଼ି ନମ୍ବର ପ୍ଲେଟରେ ପୋଲିସ୍ ଲୋଗା ମନା

April 7, 2026

କାଳବୈଶାଖୀ ତାଣ୍ଡବ : ଭାଙ୍ଗିଲା ତିନିଶହ ଘର

April 7, 2026

ଅଟକିପାରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୨୩ତମ କିସ୍ତି : ପାଇବା ପାଇଁ କରିବାକୁ ପଡିବ ଏହି କାମ

April 7, 2026

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଯୁବପିଢ଼ିଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ- ‘ଷ୍ଟ୍ରୋକ୍‌କୁ ଜାଣନ୍ତୁ, ଜୀବନ ବଞ୍ଚାନ୍ତୁ’

April 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.