Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ସିଟି ଗ୍ରୁପର ପ୍ରଥମ ମହିଳା ସିଇଓ ହେବେ ଜେନ ଫ୍ରେଜର
ଅନ୍ତରାଷ୍ଟ୍ରୀୟ

ସିଟି ଗ୍ରୁପର ପ୍ରଥମ ମହିଳା ସିଇଓ ହେବେ ଜେନ ଫ୍ରେଜର

September 11, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନ୍ୟୁୟର୍କ : ସିଟିଗ୍ରୁପରେ ପ୍ରଥମ ଥର ପାଇଁ ଜଣେ ମହିଳା ସିଇଓ କାର୍ଯ୍ୟଭାର ଗ୍ରହଣ କରବେ । ଜେନ୍ ଫ୍ରେଜର ସିଟିଗ୍ରୁପର ପ୍ରଥମ ମହିଳା ସିଇଓ ଭାବରେ କାର୍ଯ୍ୟଭାର ଗ୍ରହଣ କରିବାକୁ ଯାଉଛନ୍ତି ଫ୍ରେଜର । ଆସନ୍ତା ଫେବୃୟାରୀ 2021ରେ ଫ୍ରେଜର ସିଇଓ ଭାବରେ ଦାୟିତ୍ୱ ଗ୍ରହଣ କରିବେ । ଗୁରୁବାର ସିଟି ଗ୍ରୁପ ପକ୍ଷରୁ ଏହି ଘୋଷଣା କରାଯିବା ପରେ ଫ୍ରେଜର ଏକ୍ଜକ୍ୟୁଟିଭ୍‌ ବୋର୍ଡକୁ ଧନ୍ୟବାଦ ଜଣାଇଛନ୍ତି । ମାଇକେଲ କୋବାର୍ଟଙ୍କ ସ୍ଥାନରେ ଫ୍ରେଜର ସିଇଓ ଭାବରେ ଦାୟିତ୍ୱ ଗ୍ରହଣ କରିବେ। 2019 ମସିହାରୁ ଗ୍ଲୋବାଲ କଞ୍ଜ୍ୟୁମର ବ୍ୟାଙ୍କିଙ୍ଗର ସିଇଓ ରହିଥିବା ଫ୍ରେଜର ତୁରନ୍ତ ସିଟି ଗ୍ରୁପର ବୋର୍ଡ ସଦସ୍ୟ ଭାବରେ ଯୋଗ ଦେବା ପାଇଁ କୁହାଯାଇଛି । ଏହି ମନୋନୟନ ପାଇଁ ବୋର୍ଡକୁ ଧନ୍ୟବାଦ ଜଣାଇବା ସହିତ ଲାଟିନ ଆମେରିକାରେ ସିଟି ବ୍ୟାଙ୍କର ଅଭିବୃଦ୍ଧି କରିବା ତାଙ୍କର ଯୋଜନା ରହିବ ବୋଲି ଫ୍ରେଜର କହିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

‘ଭାରତ ଉପରେ ପରମାଣୁ ଆକ୍ରମଣ କର’: ଆମେରିକାରେ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ଦାବି

August 28, 2025

ଛତ୍ରପୁର ନିକଟସ୍ଥ ସମୁଦ୍ରରେ ଡଙ୍ଗା ଓଲଟି ଜଣେ ନିଖୋଜ, ୬ ଉଦ୍ଧାର

August 28, 2025

ଗଣେଶ ପୂଜା ପରେ ସେୟାର ମାର୍କେଟରେ ଲାଗିଲା ନିଆଁ, ଘଟିଲା ବଡ ହ୍ରାସ

August 28, 2025

ଗଣେଶ ପୂଜାରେ ମୁକ୍ତିଲାଭ କଲା ମ୍ୟୁଜିକ୍ ଭିଡିଓ “ରେ ମନ”

August 28, 2025
Latest News

‘ଭାରତ ଉପରେ ପରମାଣୁ ଆକ୍ରମଣ କର’: ଆମେରିକାରେ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ଦାବି

August 28, 2025

ବାଣପୁରରେ ସଫଳ ହେଲା ‘ଆସ ସ୍କୁଲ ଯିବା’ କାର୍ଯକ୍ରମ

August 28, 2025

ବାଣପୁର ଏନଏସିରେ ଆରଟିଆଇରେ ମିଳୁନି ତଥ୍ୟ, ଭିଜିଲାନ୍ସ ତଦନ୍ତ ଓ ସ୍ୱତନ୍ତ୍ର ଅଡିଟ ଦାବି

August 28, 2025

ଛତ୍ରପୁର ନିକଟସ୍ଥ ସମୁଦ୍ରରେ ଡଙ୍ଗା ଓଲଟି ଜଣେ ନିଖୋଜ, ୬ ଉଦ୍ଧାର

August 28, 2025

ଗଣେଶ ପୂଜା ପରେ ସେୟାର ମାର୍କେଟରେ ଲାଗିଲା ନିଆଁ, ଘଟିଲା ବଡ ହ୍ରାସ

August 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.