Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ମୁଖ୍ୟମନ୍ତ୍ରୀ ୮ ହଜାର ୭ ଶହ ୯୭ କୋଟି ଟଙ୍କାର ୧୨ଟି ପ୍ରକଳ୍ପକୁ କରିବେ ଉଦଘାଟନ ଓ ଭୂମିପୂଜନ
ଆଜିର ଖବର

ଆଜି ମୁଖ୍ୟମନ୍ତ୍ରୀ ୮ ହଜାର ୭ ଶହ ୯୭ କୋଟି ଟଙ୍କାର ୧୨ଟି ପ୍ରକଳ୍ପକୁ କରିବେ ଉଦଘାଟନ ଓ ଭୂମିପୂଜନ

October 8, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୭ ଜିଲ୍ଲାରେ ଭିନ୍ନ ଭିନ୍ନ ୧୨ଟି ପ୍ରକଳ୍ପର ଶୁଭାରମ୍ଭ ସହ ଭୂମି ପୂଜନ କରିବେ। ଏହି ପ୍ରକଳ୍ପ ଦ୍ଵାରା ରାଜ୍ୟରେ ୭ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ। ଏହି ପ୍ରକଳ୍ପ ପାଇଁ ୮୭୯୭ କୋଟି ଟଙ୍କା ବିନିଯୋଗ ହେବ। ଦେଶର ନୂଆ ଶିଳ୍ପାୟନ ହବ୍ ସୃଷ୍ଟି ଉଦ୍ଦେଶ୍ୟରେ ଏପରି ପଦକ୍ଷେପ ଗ୍ରହଣ କରାଯାଉଛି। ଆଜି ଅପରାହ୍ନରେ ଭିଡିଓ କନଫ୍ରେସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି ଉଦଘାଟନ କରିବେ। ଏହି ପ୍ରକଳ୍ପ ମଧ୍ୟରେ ରହିଛି
ଶୁଭ ଉଦଘାଟନ
1-ଆଦିତ୍ୟ ବିର୍ଲା ରିନ୍ୟୁବୁଲ, ବିଜେପୁର, ବରଗଡ ଜିଲ୍ଲା
2-ରାମକୋ ସିମେଣ୍ଟ, ହରିଦାସପୁର ଯାଜପୁର
ଭୂମି ପୂଜନ
1-ବି.ଏନ ବିଜିନେସ ହାଉସ, ଖୋର୍ଦ୍ଧା
2-ବୈଦ୍ୟବୁଟି ଫାର୍ମାସି, ଖୋର୍ଦ୍ଧା
3-ଡାଇଭର୍ସିଫାଏ ଏନର୍ଜି, କଟକ
4-ମିହାନ ଇଣ୍ଡର୍ଷ୍ଟି, ଖୋର୍ଦ୍ଧା
5-ଓମ ଇକୋ ବିଲିଡ ଟେକ୍, କଟକ
6-ରୁଙ୍ଗଟା ମାଇନସ, ଢେଙ୍କାନାଳ
7-ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି, ସମ୍ବଲପୁର
8-ସ୍ବାଗତ ଇରଥେନ, କଟକ
9-ସ୍ବସ୍ତି ଇକୋୱେର, ବଲାଙ୍ଗିର
10-ୟୁବିଏନ ସଫୱେର ସଲ୍ୟୁସନ,ଖୋର୍ଦ୍ଧା
Share. Facebook Twitter LinkedIn Email WhatsApp Copy Link

Related Posts

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026
Latest News

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.