Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜମାତା ବିଜୟା ରାଜେ ସିନ୍ଧିଆଙ୍କ 101ତମ ଜୟନ୍ତୀରେ ଜାରି ହେଲା 100ଟଙ୍କିଆ କଏନ୍‌
ଆଜିର ଖବର

ରାଜମାତା ବିଜୟା ରାଜେ ସିନ୍ଧିଆଙ୍କ 101ତମ ଜୟନ୍ତୀରେ ଜାରି ହେଲା 100ଟଙ୍କିଆ କଏନ୍‌

October 12, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ରାଜମାତା ବିଜୟା ରାଜେ ସିନ୍ଧିଆଙ୍କ ଜନ୍ମଜୟନ୍ତୀ ଅବସରରେ କେନ୍ଦ୍ର ସରକାର 100 ଟଙ୍କିଆ ନୋଟ୍‌ ଜାରି କରିଛନ୍ତି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜମାତା ସିନ୍ଧିଆଙ୍କ ଜୟନ୍ତୀ ଅବସରରେ 100ଟଙ୍କିଆ ସ୍ବତନ୍ତ୍ର ମୁଦ୍ରା ଜାରି କରିଛନ୍ତି। ରାଜମାତା ବିଜୟା ରାଜେ ସିନ୍ଧିଆଙ୍କର ଆଜି 101 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମୁଦ୍ରାକୁ ଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜାରି କରିଛନ୍ତି ।

1919 ମସିହା ଅକ୍ଟୋବର 12 ତାରିଖରେ ବିଜୟା ରାଜେ ସିନ୍ଧିଆ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପ୍ରକୃତ ନାଁ ହେଉଛି ଦେବୀଶ୍ବରୀ ଦେବୀ । ତେବେ ସେ ଗ୍ବାଲିୟରର ରାଜମାତା ଭାବେ ବେଶ୍‌ ଲୋକପ୍ରିୟ । ଭାରତୀୟ ରାଜବଂଶର ରାଣୀ ହେବା ସହିତ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତିତ୍ବ ଭାବେ ମଧ୍ୟ ସେ ବେଶ୍‌ ପରିଚିତି ହାସଲ କରିଥିଲେ ।

ଅର୍ଥ ମନ୍ତ୍ରଣାଳୟ ତରଫରୁ ଜାରି ହୋଇଥିବା ଏହି ନୂତନ 100 ଟଙ୍କିଆ ମୁଦ୍ରାରେ ଦୁଇ ପାର୍ଶ୍ବକୁ ଡିଜାଇନ୍‌ କରାଯାଇଛି । ଗୋଟିଏ ପାର୍ଶ୍ବରେ ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ଫଟୋ ରହିଥିବାବେଳେ ଏହାର ଉପରେ ହିନ୍ଦୀରେ ଶ୍ରୀମତୀ ବିଜୟା ରାଜେ ସିନ୍ଧିଆଙ୍କ ଜନ୍ମ ଶତାବ୍ଦୀ ଲେଖା ହୋଇଛି । ଏବଂ ଏହାକୁ ଇଂରାଜୀରେ ତଳେ ଲେଖା ଯାଇଛି । ସେହିପରି ଏହି ମୁଦ୍ରାରେ ଜନ୍ମ ସାଲ ଓ ଜନ୍ମଶତାବ୍ଦୀ ଲେଖା ହୋଇଛି ।   ଅନ୍ୟ ପାର୍ଶ୍ବରେ ଅଶୋକ ସ୍ତମ୍ଭ ରହିଛି। ଅଶୋକ ସ୍ତମ୍ଭ ଉଭୟ ପଟେ ହିନ୍ଦୀ ଏବଂ ଇଂରାଜୀରେ ଭାରତ ଲେଖା ହୋଇଛି । ସୂଚନା ଅନୁସାରେ ଏହି ସ୍ବତନ୍ତ୍ର 100 ଟଙ୍କିଆ ମୁଦ୍ରା ଜାରି ହେବା ଫଳରେ ଫଳରେ ସିନ୍ଧିଆ ପରିବାର ଏଭଳି ପ୍ରଥମ ପରିବାର ଯାହା ପାଇଁ ରାଜ୍ୟ ସରକାର ମୁଦ୍ରା ଜାରି କରିଛନ୍ତି । (ଏଜେନ୍ସି)

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ଆହୁରୀ ତଳକୁ ଖସିବ ସୁନାର ମୂଲ୍ୟ, ଜାଣନ୍ତୁ ଆଜି କେତେ ଟଙ୍କାରେ ବିକ୍ରି ହେଉଛି ୨୪ କ୍ୟାରେଟ୍ ସୁନା?

November 6, 2025

Bihar Assembly Polls: ବିହାରରେ ସକାଳ ୯:୦୦ ଟା ସୁଦ୍ଧା ପ୍ରାୟ ୧୩.୩୯ ପ୍ରତିଶତ ମତଦାନ

November 6, 2025

ଆଜି କ୍ୱିନ୍ସଲ୍ୟାଣ୍ଡରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟି-୨୦

November 6, 2025

ଅମୁଲ ଏବଂ ଇଫକୋ କୁ କାହିଁକି ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

November 6, 2025
BJP Ads
Latest News

Nuapada Bypoll: ନୂଆପଡାରୁ ଜବତ ହେଲା ବହୁ ପରିମାଣର ମଦ, ଏହାର ମୂଲ୍ୟ କେତେ ହେବ ଜାଣନ୍ତି?

November 6, 2025

ଆହୁରୀ ତଳକୁ ଖସିବ ସୁନାର ମୂଲ୍ୟ, ଜାଣନ୍ତୁ ଆଜି କେତେ ଟଙ୍କାରେ ବିକ୍ରି ହେଉଛି ୨୪ କ୍ୟାରେଟ୍ ସୁନା?

November 6, 2025

Bihar Assembly Polls: ବିହାରରେ ସକାଳ ୯:୦୦ ଟା ସୁଦ୍ଧା ପ୍ରାୟ ୧୩.୩୯ ପ୍ରତିଶତ ମତଦାନ

November 6, 2025

ଆଜି କ୍ୱିନ୍ସଲ୍ୟାଣ୍ଡରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟି-୨୦

November 6, 2025

ଅମୁଲ ଏବଂ ଇଫକୋ କୁ କାହିଁକି ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

November 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.