Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୬ ଅକ୍ଟୋବରରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ପାଞ୍ଚୋଟି ରାଶିର ଲୋକଙ୍କର ରହିଛି ରାଜଯୋଗ, ଆକସ୍ମିକ ଧନୀ ହେବାର ସମ୍ଭାବନା
ଆଜିର ଖବର

୧୬ ଅକ୍ଟୋବରରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ପାଞ୍ଚୋଟି ରାଶିର ଲୋକଙ୍କର ରହିଛି ରାଜଯୋଗ, ଆକସ୍ମିକ ଧନୀ ହେବାର ସମ୍ଭାବନା

October 15, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Horoscope. (Photo Courtesy: Pixabay)

ଭୁବନେଶ୍ବର, ବର୍ତ୍ତମାନ ଆପଣଙ୍କୁ ପାଞ୍ଚୋଟି ରାଶି ସଂପର୍କରେ କହିବୁ ଯାହା ଗତ ୪ ତାରିଖ ରାତି ୧୦ଟାରୁ ରାଜଯୋଗ ଆରମ୍ଭ ହୋଇଛି। ହେଲେ ଅକ୍ଟୋବର ୧୬ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ରାଶିର ବ୍ୟକ୍ତିମାନଙ୍କର ମହାକୋଟିପତି ହେବାର ଯୋଗ ରହିଛି। ଏହି ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ କୌଣସି ଋଣଭାରରୁ ରକ୍ଷା ପାଇଯିବେ। ସେମାନଙ୍କର ବର୍ତ୍ତମାନ ଭଲ ଲାଭଦାୟକ ସମୟ ଆସିଛି ବୋଲି ଜ୍ୟୋତିଷ ଗଣନାରୁ ଜଣାପଡିଛି।

ଗଣନା ଅନୁସାରେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତିଙ୍କର ଲମ୍ବା ସମୟ ଧରି ଚାଲିଥିବା କୈଣସି ଏକ ବଡ ବିବାଦର ସମାଧାନ ହେବ।  ଦୀର୍ଘଦିନ ଧରି ଏକ ପ୍ରସଂଗରେ କୈଣସି ନିଷ୍ପତି ବା ସମାଧାନର ସୁତ୍ର ପାଇପାରୁ ନ ଥିଲେ ସେମାନେ ବର୍ତ୍ତମାନ ତାହା ହାସଲ କରି ପାରିବେ। ହେଲେ ଏହି ସମୟ ଭିତରେ ବର୍ତ୍ତମାନ ସ୍ପଷ୍ଟ ଏବଂ ସଠିକ ନିଷ୍ପତି ନେବାର ସମୟ ଆସିଛି।

ବର୍ତ୍ତମାନ ଏହି ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ବ୍ୟବସାୟ କ୍ଷେତ୍ରରେ ଏକ ବଡ ଉନ୍ନତି ପରିଲକ୍ଷିତ ହେବ। ଏକ ବଡ ପୁଂଜି ବିନିଯୋଗର ମଧ୍ୟ ସମ୍ଭାବନା ସୃଷ୍ଟି ହେବ। ହୁଏତ ଆପଣ ଅନ୍ୟ କେଉଁଠି ପୁଂଜି ବିନିଯୋଗ କରିପାରନ୍ତି କିମ୍ବା ଆପଣଙ୍କ ବ୍ୟବସାୟରେ କେହି ପୁଂଜି ବିନିଯୋଗ କରିପାରେ।

ଏହି ସମୟ ଭିତରେ ଆପଣ ସଠିକ୍ ପରିଶ୍ରମ କଲେ ନିଶ୍ଚିତ ଫଳ ମିଳିବାର ସମ୍ଭାବନା ରହିଛି। ଯେଉଁ ପାଞ୍ଚୋଟି ରାଶି ରାଜଯୋଗର ସମ୍ଭାବନା ରହିଛି ସେଗୁଡିକ ହେଲା ମେଷ,ସିଂହ, ତୁଳା, ମୀନ ଏବଂ କୁମ୍ଭ। ତେବେ ବିଭିନ୍ନ ନିଷ୍ପତି ନେବା ପୂର୍ବରୁ ଭାବି ଚିନ୍ତି ପଦକ୍ଷେପ ନିଅନ୍ତୁ ବୋଲି ପରାମର୍ଶ ଦିଆଯାଇଛି।

ରାଶିଫଳ
Share. Facebook Twitter LinkedIn Email WhatsApp Copy Link

Related Posts

ଇଞ୍ଜେକ୍ସନ ନେଇ ଖେଳୁଛନ୍ତି ଏହି ଭାରତୀୟ ବୋଲର, ଗିଲଙ୍କ ସହ କଥା ହେଲା ବେଳେ ଭିଡ଼ିଓ ଭାଇରାଲ୍

August 4, 2025

ଅଗଷ୍ଟ ୧୫ ରୁ ମାତ୍ର ୧୫ ଟଙ୍କା ଖର୍ଚ୍ଚ କରି ପାର ହୋଇପାରିବେ ଟୋଲ୍ ପ୍ଲାଜା, କେବଳ କରିବାକୁ ପଡ଼ିବ ଏହି କାମ

August 4, 2025

ଲୋକସଭାରେ ହଟ୍ଟଗୋଳ: ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ

August 4, 2025

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ: ୮୧ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ଵାସ

August 4, 2025
Latest News

ଇଞ୍ଜେକ୍ସନ ନେଇ ଖେଳୁଛନ୍ତି ଏହି ଭାରତୀୟ ବୋଲର, ଗିଲଙ୍କ ସହ କଥା ହେଲା ବେଳେ ଭିଡ଼ିଓ ଭାଇରାଲ୍

August 4, 2025

ଅଗଷ୍ଟ ୧୫ ରୁ ମାତ୍ର ୧୫ ଟଙ୍କା ଖର୍ଚ୍ଚ କରି ପାର ହୋଇପାରିବେ ଟୋଲ୍ ପ୍ଲାଜା, କେବଳ କରିବାକୁ ପଡ଼ିବ ଏହି କାମ

August 4, 2025

ଆପଣ କିପରି ଜାଣିଲେ ଚୀନ୍ ୨୦୦୦ କିମି ଜମି ଦଖଲ କରିଛି?: ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

August 4, 2025

ଲୋକସଭାରେ ହଟ୍ଟଗୋଳ: ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ

August 4, 2025

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ: ୮୧ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ଵାସ

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.