Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଆଶ୍ଚର୍ଯ୍ୟ ନୁହେଁ ସତ, ସାଢେ ସାତ ଲକ୍ଷ ଟଙ୍କାରେ ବିକ୍ରୀ ହେଲା 24 ଟି ଲାଲ ଅଙ୍ଗୁରର ଏକ ଗୁଚ୍ଛ
ଅନ୍ତରାଷ୍ଟ୍ରୀୟ

ଆଶ୍ଚର୍ଯ୍ୟ ନୁହେଁ ସତ, ସାଢେ ସାତ ଲକ୍ଷ ଟଙ୍କାରେ ବିକ୍ରୀ ହେଲା 24 ଟି ଲାଲ ଅଙ୍ଗୁରର ଏକ ଗୁଚ୍ଛ

October 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଶ୍ଚର୍ଯ୍ୟ ନୁହେଁ ସତ, ସାଢେ ସାତ ଲକ୍ଷ ଟଙ୍କାରେ ବିକ୍ରୀ ହେଲା 24 ଟି ଲାଲ ଅଙ୍ଗୁରର ଏକ ଗୁଚ୍ଛ

ଟୋକିଏ, ଜାପାନରେ କିଛି ହୋଇପାରେ , ଏଠାରେ ଅନେକ ଅଦ୍ଭୁତ ଘଟଣା ମଧ୍ୟ ଘଟୁଛି। ଆଶ୍ଚର୍ଯ୍ୟର କଥା ହେଉଛି, ଏକ ଗୁଚ୍ଛ ଅଙ୍ଗୁର ଏଠାରେ 1.2 ମିଲିୟନ୍ ୟେନ୍ ଅର୍ଥାତ୍ ଭାରତୀୟ ଟଙ୍କାରେ ପ୍ରାୟ 7.5 ଲକ୍ଷରେ ବିକ୍ରି ହୋଇଛି।  ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କାରଣ ହେଉଛି ଏହା ଏକ ବିରଳ ପ୍ରକାରର ଅଙ୍ଗୁର। ଯାହାର ନାମ ହେଉଛି ରୁବି ରୋମାନ୍ ଅଙ୍ଗୁର। ଏହା ବାର ବର୍ଷରେ ଥରେ ଫଳିଥାଏ। ଫଳରେ ବଡବଡ ଗ୍ରାହକଙ୍କ ବହୁ ମୂଲ୍ୟ ଦେଇ ଏହି ଅଙ୍ଗୁର କିଣିବାରେ ଭାରି ସୌକ।

ତେବେ ଚଳିତ ବର୍ଷ ଜାପାନର କେନଜାୱା ବଜାରର ଏହି ଅଙ୍ଗୁର ଏକ ରେକର୍ଡ ଭାଙ୍ଗିଛି। ଏହି ଅଙ୍ଗୁରକୁ ହକ୍କୁର୍କୋସୋ ନାମକ ଏକ କମ୍ପାନୀ 7.5 ଲକ୍ଷ ଭାରତୀୟ ମୁଦ୍ରାରେ କିଣିଛି।ରୁବି ରୋମାନ୍ ସାଧାରଣ ଅଙ୍ଗୁରଠାରୁ ଆକାରରେ ବଡ। ଏହି ଅଙ୍ଗୁର ବହୁତ ମିଠା ଏବଂ ରସାଳ ଅଟେ । ଜାପାନର ଇଶିକାୱା ଅଞ୍ଚଳରେ ଏହି ଅଙ୍ଗୁର ହୋଇଥାଏ। ଏହି ଅଙ୍ଗୁର ଗୁଚ୍ଛରେ 30 ଟି ଅଙ୍ଗୁର ଥାଏ। ଗୋଟିଏ ଅଙ୍ଗୁରର ଓଜନ ପ୍ରାୟ 20 ଗ୍ରାମ।  ରୋବି ଜାପାନର ଏକ ବିଳାସପୂର୍ଣ୍ଣ ଫଳରେ ରୁବି ଅନ୍ତର୍ଭୂକ୍ତ ହୋଇଛି। ଶୁଭ ଉତ୍ସବ କିମ୍ବା ବ୍ୟବସାୟିକ ଉନ୍ନତି ସମୟରେ ଏହାକୁ ଉପହାର ଭାବରେ ଦିଆଯାଏ।

ଚଳିତ ବର୍ଷ ଏହି ଫଳ ପାଚିବା ପରେ ଏହାକୁ ନିଲାମ କରାଯାଇଥିଲା। ଯେଉଁମାନେ ନିଲମ ଧରିବେ ସେମାନଙ୍କ ତାଲିକା ପୂର୍ବରୁ ପ୍ରସ୍ତୁତ କରାଯାଇଥିଲା। ଜଣେ ନିଲାମ ଅଧିକାରୀ କହିଛନ୍ତି ଯେ ଏହି ଭିନ୍ନ ଫଳ 12 ବର୍ଷ ପରେ ଆସିଛି। ସେଥିପାଇଁ ଆମେ ଏହାକୁ ଏକ ଉତ୍ସବ ଭାବେ ପାଳନ କରିବାକୁ ଚାହୁଁଥିଲୁ | ତେଣୁ ଏହାକୁ ନିଲାମ କରାଯାଇଥିଲା। ଜାପାନ କୃଷି ଏଜେନ୍ସି କହିଛି ଯେ ସେପ୍ଟେମ୍ବର ସୁଦ୍ଧା ଏହି ରୁବି ରୋମାନ୍ ର 26,000 ଗୁଚ୍ଛ ରପ୍ତାନି କରାଯିବ।

Share. Facebook Twitter LinkedIn Email WhatsApp Copy Link

Related Posts

‘ଗାନ୍ଧୀ ପରିବାରର କେହି ଜେଲ୍ ଯାଇନାହାଁନ୍ତି’: ବିଜେପି କୁ ମଧ୍ୟ ଟାର୍ଗେଟ କଲେ କେଜରିୱାଲ୍

August 28, 2025

ବିହାରରେ SIR ବିଷୟରେ ଜନସାଧାରଣଙ୍କ ମତ କ’ଣ? ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

August 28, 2025

ଉଚ୍ଚ ଶୁଳ୍କର ଆଘାତ ମଧ୍ୟରେ ଭାରତ ପାଇଁ ଆଶ୍ୱସ୍ତି, ଆଶ୍ଚର୍ଯ୍ୟ ହେବେ ଟ୍ରମ୍ପ

August 28, 2025

ଶୁଭ ମୂହୁର୍ତ୍ତରେ ବିସର୍ଜନ କଲେ ମିଳିବ ବପ୍ପାଙ୍କ ଆଶୀର୍ବାଦ!: ଜାଣନ୍ତୁ ତାରିଖ ଓ ସମୟ

August 28, 2025
Latest News

‘ଗାନ୍ଧୀ ପରିବାରର କେହି ଜେଲ୍ ଯାଇନାହାଁନ୍ତି’: ବିଜେପି କୁ ମଧ୍ୟ ଟାର୍ଗେଟ କଲେ କେଜରିୱାଲ୍

August 28, 2025

ବିହାରରେ SIR ବିଷୟରେ ଜନସାଧାରଣଙ୍କ ମତ କ’ଣ? ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

August 28, 2025

ଉଚ୍ଚ ଶୁଳ୍କର ଆଘାତ ମଧ୍ୟରେ ଭାରତ ପାଇଁ ଆଶ୍ୱସ୍ତି, ଆଶ୍ଚର୍ଯ୍ୟ ହେବେ ଟ୍ରମ୍ପ

August 28, 2025

ଶୁଭ ମୂହୁର୍ତ୍ତରେ ବିସର୍ଜନ କଲେ ମିଳିବ ବପ୍ପାଙ୍କ ଆଶୀର୍ବାଦ!: ଜାଣନ୍ତୁ ତାରିଖ ଓ ସମୟ

August 28, 2025

ପୁଣି ଭାରତକୁ ଚେତାବନୀ ଦେଲେ ଟ୍ରମ୍ଫଙ୍କ ପରାମର୍ଶଦାତା, ଜାଣନ୍ତୁ କ’ଣ କହିଲେ?

August 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.