Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁଲରେ ସୁଦ୍ଧା ଘରର ଏହି ଦିଗରେ କାନ୍ଥଘଣ୍ଟା ଟାଙ୍ଗନ୍ତୁ ନାହିଁ, ସମସ୍ତ କାର୍ଯ୍ୟ ହେବ ବାଧା ପ୍ରାପ୍ତ
ଆଜିର ଖବର

ଭୁଲରେ ସୁଦ୍ଧା ଘରର ଏହି ଦିଗରେ କାନ୍ଥଘଣ୍ଟା ଟାଙ୍ଗନ୍ତୁ ନାହିଁ, ସମସ୍ତ କାର୍ଯ୍ୟ ହେବ ବାଧା ପ୍ରାପ୍ତ

November 1, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ଯଦି ଘରେ ସଠିକ୍ ଦିଗରେ କାନ୍ଥ ବା ଟେବୁଲ ଘଣ୍ଟା ନ ଥାଏ କିମ୍ବା ଭୁଲ ଭାବେ ରଖା ଯାଇଥାଏ, ତେବେ ତାହା ଘର ପାଇଁ ଅମଙ୍ଗଳ ସାବସ୍ତ ହୁଏ। ଆପଣ ସମସ୍ତ ଚେଷ୍ଟା ସତ୍ତ୍ବେ କୌଣସି କାର୍ଯ୍ୟ ଠିକରେ ହୋଇପାରିବ ନାହିଁ। ପ୍ରତ୍ୟେକ କାର୍ଯ୍ୟ ବାଧା ପ୍ରାପ୍ତ ହେବ। ଯେତେବେଳେ ଆପଣ ବାସ୍ତୁ ଶାସ୍ତ୍ରବିତଙ୍କ ନିୟମ ଅନୁଯାୟୀ ଘରର କାନ୍ଥ ଘଣ୍ଟାକୁ ଠିକ୍ ଦିଗରେ ରଖିବେ, ସେତେବେଳେ ଆପଣଙ୍କୁ ସକରାତ୍ମକ ଶକ୍ତି ମିଳିବ। ଅଟକି ରହିଥିବା କାର୍ଯ୍ୟ ଶିଘ୍ର ସମାପ୍ତ ହେବ।

ପ୍ରାୟତଃ ଲୋକମାନେ ନିଜ ସୁବିଧା ଅନୁଯାୟୀ ଘରର ଯେ କୌଣସି ସ୍ଥାନରେ କାନ୍ଥ ଘଣ୍ଟା ଟାଙ୍ଗନ୍ତି। କିନ୍ତୁ ବାସ୍ତୁ ଶାସ୍ତ୍ରବିତଙ୍କ ଅନୁଯାୟୀ, କିଛି ସ୍ଥାନ ଏବଂ ଦିଗ ଅଛି, ଯେଉଁଠାରେ ଘଣ୍ଟା ଶୁଭ ଫଳାଫଳ ଦେଇଥାଏ। ସେମାନଙ୍କ ଅନୁଯାୟୀ, ଦକ୍ଷିଣ ଦିଗରେ ଥିବା କାନ୍ଥରେ ଭୁଲରେ ସୁଦ୍ଧା କାନ୍ଥ ଘଣ୍ଟା ଲଗାନ୍ତୁ ନାହିଁ। କାରଣ ନକାରାତ୍ମକ ଶକ୍ତି ଏହି ଦିଗରୁ ଆସିଥାଏ।

କିଛି ଘଣ୍ଟାର ଶବ୍ଦ କର୍କଶ ହୋଇଥାଏ। ସେପରି ଘଣ୍ଟା ଘରେ ଟାଙ୍ଗନ୍ତୁ ନାହିଁ। କାରଣ ଏପରି ଘଣ୍ଟା ଘରେ ଟେନସନ୍  ସୃଷ୍ଟି କରିଥାଏ। ଆପଣଙ୍କ ଘରେ ସୁଖ, ଶାନ୍ତି ଏବଂ ସକରାତ୍ମକ ଶକ୍ତି ବଜାୟ ରଖିବା ପାଇଁ, ସର୍ବଦା ଏକ ସୁମଧୁର ସଙ୍ଗୀତ ପ୍ରଦାନ କରୁଥିବା ଘଣ୍ଟା ରଖନ୍ତୁ। ଘରେ କଦାପି ଖରାପ ଘଣ୍ଟା ରଖନ୍ତୁ ନାହିଁ। ସେହିପରି କାନ୍ଥରେ ଏପରି ଘଣ୍ଟା ରଖନ୍ତୁ ନାହିଁ, ଯାହାର କାଚ ଭାଙ୍ଗି ଯାଇଛି। ବାସ୍ତୁ ଶାସ୍ତ୍ରବିତଙ୍କ ଅନୁଯାୟୀ, ଘରେ ଭଙ୍ଗା ଏବଂ ଖରାପ ଘଣ୍ଟା ରଖିବା ପରିବାର ସଦସ୍ୟଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ।

ବାସ୍ତୁ ଶାସ୍ତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

“ଉପାସନା ମହାପାତ୍ରଙ୍କ ଭୋଟ ଆଚରଣ ବିଧି ଉଲ୍ଲଂଘନ କରେ’: ଅଭିଯୋଗ କଲେ ନବୀନ ପଟ୍ଟନାୟକ

March 16, 2026

ରାଜ୍ୟସଭା ନିର୍ବାଚନ: ଉପାସନା ମହାପାତ୍ରଙ୍କ ଭୋଟକୁ ବିରୋଧ କଲେ ବିରୋଧୀ

March 16, 2026

ସୋସିଆଲ ମିଡିଆରେ ନକଲି ଭିଡିଓ ସେୟାର କରିବା ମାମଲା: ୧୯ ଭାରତୀୟଙ୍କୁ ଗିରଫ କଲା ୟୁଏଇ 

March 16, 2026

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026
Latest News

“ଉପାସନା ମହାପାତ୍ରଙ୍କ ଭୋଟ ଆଚରଣ ବିଧି ଉଲ୍ଲଂଘନ କରେ’: ଅଭିଯୋଗ କଲେ ନବୀନ ପଟ୍ଟନାୟକ

March 16, 2026

ରାଜ୍ୟସଭା ନିର୍ବାଚନ: ଉପାସନା ମହାପାତ୍ରଙ୍କ ଭୋଟକୁ ବିରୋଧ କଲେ ବିରୋଧୀ

March 16, 2026

ସୋସିଆଲ ମିଡିଆରେ ନକଲି ଭିଡିଓ ସେୟାର କରିବା ମାମଲା: ୧୯ ଭାରତୀୟଙ୍କୁ ଗିରଫ କଲା ୟୁଏଇ 

March 16, 2026

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026

ବିହାରରେ କ୍ରସ୍ ଭୋଟିଂ କରିବେ ଚାରି ଏନଡିଏ ବିଧାୟକ?: ହଇଚଇ ସୃଷ୍ଟି କଲା ରାଜନୈତିକ ଦାବି 

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.