Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏହି ଦୀପାବଳିରେ କାହାର ଭାଗ୍ୟରେ ଆସିବ ପରିବର୍ତ୍ତନ, ଆପଣଙ୍କ ରାଶିଫଳରୁ ଏହା ଜାଣି ନିଅନ୍ତୁ
ବିଶେଷ ଖବର

ଏହି ଦୀପାବଳିରେ କାହାର ଭାଗ୍ୟରେ ଆସିବ ପରିବର୍ତ୍ତନ, ଆପଣଙ୍କ ରାଶିଫଳରୁ ଏହା ଜାଣି ନିଅନ୍ତୁ

November 13, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ପ୍ରାୟତଃ ଆମେ ଆମର ରାଶିଫଳ ଦେଖୁ ଯାହା ଦ୍ବାରା ଆମେ ଆମର ଭବିଷ୍ୟତର ଅନୁଭବ ପାଇଥାଉ ଏବଂ ଆମେ ସତର୍କ ମଧ୍ୟ ହୋଇଥାଉ। ବର୍ତ୍ତମାନ ଆସନ୍ତୁ ଜାଣିବା ଆଜି କାହାର ଭାଗ୍ୟ ଭଲ ହେବାକୁ ଯାଉଛି। ଆଜି ଆମେ ଆପଣଙ୍କୁ ଶୁକ୍ରବାରର ରାଶିଫଳ ବିଷୟରେ କହିବାକୁ ଯାଉଛୁ। ଏଥିରେ କାହାର ଭାଗ୍ୟ ବଦଳିବ ଜାଣନ୍ତୁ

ମେଷ: ମାନସିକ ଏବଂ ଶାରୀରିକ ସ୍ତରରେ ଅନେକ ନିୟନ୍ତ୍ରଣ ରଖନ୍ତୁ ଏବଂ ବିଦ୍ରୋହର ଭାବନା କ୍ଷତିକାରକ ହୋଇପାରେ। ଆପଣ ଆଜି ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହୋଇପାରନ୍ତି । ସେଥିପାଇଁ ଭାବି ଚିନ୍ତି କାମ କରନ୍ତୁ। ଆଜି ବ୍ୟବସାୟିକ ପରିସ୍ଥିତି ମଧ୍ୟ ଅଡୁଆ ସୃଷ୍ଟି ହୋଉପାରେ।

ବୃଷ: ଆଜି ଆପଣଙ୍କ ଶତ୍ରୁମାନେ ପରାସ୍ତ ହେବେ। ଭଲ ଖବର ଶୁଣିପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟ ମଧ୍ୟ ଲାଭଦାୟକ ହେବ। ଦୀପାବଳି ପୂର୍ବରୁ ଆପଣଙ୍କ ଭାଗ୍ୟରେ ଏକ ବଡ଼ ପରିବର୍ତ୍ତନ ଅଛି ଯାହା ବେଶ୍ ଲାଭ ଦେବ।

ମିଥୁନ୍: ସଠିକ୍ ସମୟରେ ଆପଣଙ୍କ ମନ ଭିତରକୁ ଆସିଥିବା ଶକ୍ତିକୁ ବ୍ୟବହାର କରନ୍ତୁ। ବର୍ତ୍ତମାନ ଏହାକୁ ବ୍ୟବହାର କଲେ କ୍ଷତି ହେବାର ସମ୍ଭାବନା ଅଛି। ବର୍ତ୍ତମାନ କେବଳ ଯୋଜନା ପ୍ରସ୍ତୁତ କରନ୍ତୁ। ବାକି ସମୟ ମଧ୍ୟ ଭଲ ରହିବ।

କର୍କଟ: ମାନସିକ ସ୍ଥିତି ଭଲ ରହିବ ନାହିଁ। ମନ ଭିତରେ ଭୟ ଆସିପାରେ। ଶାରୀରିକ, ମାନସିକ, ବୃତ୍ତିଗତ ସ୍ଥିତି ମଧ୍ୟମ ରହିବ। ଆଗାମୀ ଦିନଗୁଡିକ ଆପଣଙ୍କ ପାଇଁ ଶୁଭ ଦାୟକ ହେବ।

ସିଂହଁ: ଆପଣଙ୍କର ଦୃଢତା ବୃଦ୍ଧି ପାଇବ। ମନରେ ସ୍ଥିରତା ଆସିବ। ମାନସିକ, ଶାରୀରିକ ପାଇଁ ଆବଶ୍ୟକ ଜିନିଷଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ। ପିଲାମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଗାମୀ ଦିନରେ ସବୁକିଛି ଠିକ ହୋଇଯିବ।

କନ୍ୟା: ଟିକିଏ ଧ୍ୟାନ ଦେଇ ଚାଲନ୍ତୁ, ଆଘାତ ହୋଇପାରେ। କିଛି ଅସୁବିଧାରେ ପଡ଼ିପାରନ୍ତି। କୈଣସି ବିପଦ ପୂର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ। ବ୍ୟବସାୟ ପରିସ୍ଥିତି ଆଗକୁ ଭଲ ହେବ।

ତୂଳା: ଆର୍ଥିକ ଦୃଷ୍ଟିରୁ ଭଲ ହେବ। କେବଳ ନିଜ ମନକୁ ନିୟନ୍ତ୍ରଣରେ ରଖନ୍ତୁ। ଆପଣଙ୍କର ଭାବନାକୁ ନିୟନ୍ତ୍ରଣ କରନ୍ତୁ। ସ୍ୱାସ୍ଥ୍ୟ, ପ୍ରେମ, ବ୍ୟବସାୟ କ୍ଷେତ୍ରରେ ମଧ୍ୟମ ଧରଣ ରହିବ। ଅନେକ ବର୍ଷ ପରେ ଆପଣଙ୍କର ସମସ୍ତ ଅସୁବିଧା ସମାପ୍ତ ହେବ ଏବଂ ସବୁ ଭଲ ହୋଇଯିବ।

ବିଛା: ଆପଣ ଏହି ସମୟରେ ଆପଣଙ୍କ ମାତୃ ପାର୍ଶ୍ୱରୁ କିଛି ଆଶୀର୍ବାଦ ପାଇ ପାରନ୍ତି। ଶରୀର ମଧ୍ୟମ ଧରଣର ରହିବ। ପ୍ରେମର ଅବସ୍ଥା ଭଲ ଅଛି। ବ୍ୟବସାୟ ପରିସ୍ଥିତି ଭଲ ହେବ।

ଧନୁ: ଧର୍ମ କର୍ମରେ ମନଯୋଗ ଦେଲେ ଏହା ଆପଣଙ୍କୁ ଶକ୍ତିଶାଳୀ କରିବ। ଆପଣଙ୍କର ଭାଗ୍ୟ ବଳରେ କିଛି ଭଲ ଘଟିବ। ସ୍ବାସ୍ଥ୍ୟ ମଧ୍ୟ ଠିକ ରହିବ। ବ୍ୟବସାୟ ପୂର୍ବ ପରି ସମାନ ରହିବ।

ମକର: ଅସତ୍ କର୍ମ କାରଣରୁ ଅସୁବିଧାରେ ପଡ଼ିପାରନ୍ତି। ଶାରୀରିକ ସ୍ତରରେ ଉନ୍ନତି ହୋଇଛି। ମାନସିକ ଭୟ ସୃଷ୍ଟି ହୋଇପାରେ ଏବଂ ପ୍ରେମ ପୂର୍ବ ଅପେକ୍ଷା ଭଲ ରହିବ। ସମୟ ସମୟରେ ବ୍ୟବସାୟରେ ଉନ୍ନତି ହେବ।

କୁମ୍ଭ: ଜୀବନ ସାଥୀଙ୍କ ସହିତ କିଛି ଗୋଟାଏ ଭଲ ଘଟଣା ଘଟିବାକୁ ଯାଉଛି। ଦୀର୍ଘ ଦିନ ଧରି ଚାଲି ଆସୁଥିବା ବିବାଦ ଦୂର ହେବ। ବ୍ୟବସାୟ କ୍ଷେତ୍ରରେ କିଛି ଆଶ୍ୱାସନା ମିଳିବ। ପ୍ରେମ, ବ୍ୟବସାୟ, ସବୁ ଭଲ ରହିବ।

ମୀନ: ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତିରେ ଉନ୍ନତି ଆସୁଛି। ମାନସିକତାକୁ ନିୟନ୍ତ୍ରଣ ରଖନ୍ତୁ। ବୃତ୍ତିଗତ ସ୍ତରରେ ଆପଣଙ୍କର ଭଲ ରହିବ। ବ୍ୟବସାୟ ପୂର୍ବ ପରି ସମାନ ରହିବ।

ରାଶିଫଳ
Share. Facebook Twitter LinkedIn Email WhatsApp Copy Link

Related Posts

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026

“ଗାନ୍ଧୀ ଜୀ ଭାରତର ନୁହଁନ୍ତି, ବରଂ ପାକିସ୍ତାନର…”: ବିଜେପି ବିଧାୟକଙ୍କ ବିବାଦୀୟ ବିବୃତ୍ତି

February 23, 2026

ଆଜି ମଧ୍ୟ ବଢିଲା ସୁନା ମୂଲ୍ୟ: ୩ ଲକ୍ଷରେ ପହଞ୍ଚିଲା ରୂପା

February 23, 2026

ଭାରତର ଭାଙ୍ଗିଲା ଟି-୨୦ ବିଶ୍ୱକପ୍ ରେକର୍ଡ: ଏବେ ସେମିଫାଇନାଲ୍ ପାଇଁ ଜାଣନ୍ତୁ ସମୀକରଣ?

February 23, 2026
Latest News

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026

ଆକ୍ସନ ମୋଡରେ ଟିମ ମ୍ୟାନଜମେଣ୍ଟ: ଖେଳାଳି ଏକାଦଶରେ ପରିବର୍ତ୍ତନ ସମ୍ଭବ

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.