Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାଣିଲେ ଆଶ୍ଚର୍ଯ୍ୟ ହେବେ, କେବଳ ଜମି ରେଜିଷ୍ଟ୍ରେନ ଫି ବାବଦକୁ ଖର୍ଚ୍ଚ ହେଲା 161 କୋଟି ଟଙ୍କା
ଆଜିର ଖବର

ଜାଣିଲେ ଆଶ୍ଚର୍ଯ୍ୟ ହେବେ, କେବଳ ଜମି ରେଜିଷ୍ଟ୍ରେନ ଫି ବାବଦକୁ ଖର୍ଚ୍ଚ ହେଲା 161 କୋଟି ଟଙ୍କା

November 14, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ଜାଣିଲେ ଆଶ୍ଚର୍ଯ୍ୟ ହେବେ, କେବଳ ଜମି ରେଜିଷ୍ଟ୍ରେନ ଫି ବାବଦକୁ ଖର୍ଚ୍ଚ ହେଲା 161 କୋଟି ଟଙ୍କା

ଲକ୍ଷ୍ମୌ, ଉତ୍ତର ପ୍ରଦେଶରେ ସବୁଠାରୁ ମହଙ୍ଗା ଜମି ରେଜିଷ୍ଟ୍ରେସନ ଗତ ଶୁକ୍ରବାର ଦିନ ହୋଇଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ କେବଳ ରେଜିଷ୍ଟ୍ରେସନ ଫି ବାବଦକୁ ଦିଆଯାଇଛି ପ୍ରାୟ 161 କୋଟି ଟଙ୍କା। ଏହାକୁ ନେଇ ଉତ୍ତର ପ୍ରଦେଶରେ ବେଶ ଚର୍ଚ୍ଚା ଚାଲିଛି। ଏହି ରେଜିଷ୍ଟ୍ରେସନଟି ଆମେଥୀ ଜିଲ୍ଲାର ମୁସାଫିରଖାନା ତହସିଲରେ ହୋଇଛି।

ଘଟଣାରୁ ଜଣାପଡିଛି ଯେ ଆଦିତ୍ୟ ବିର୍ଲା ଗ୍ରୁପର ଦୁଇ କଂପାନୀ ମଧ୍ୟରେ ଉତ୍ତର ପ୍ରଦେଶର ଏକ ଜମି ଲିଜ ପରିବର୍ତ୍ତନ ପାଇଁ ଏହି ଟଙ୍କା ଦିଆଯାଇଛି। କଂପାନୀର ଗ୍ରାମସୀ ଇଣ୍ଡଷ୍ଟ୍ରୀ ଲିମିଟେଡ ତାହାର ଏକ ଜମି ଆଦିତ୍ୟ ବିର୍ଲା ନୁଭୋ ଲିମିଟେଡକୁ ଲିଜରେ ଦେଇଛି। ଏହି ଜମିର ପରିମାଣ ହେଉଛି 833.04 ଏକର। ଏହି ପରିବର୍ତ୍ତନ ଉତ୍ତର ପ୍ରଦେଶ ଶିଳ୍ପ ବିକାଶ ପ୍ରାଧୀକରଣ ଦ୍ବାରା କରାଯାଇଛି।

କଂପାନୀର ଯୁଗ୍ନ ସଭାପତି ସୁରେଶ ଚନ୍ଦ୍ର ଏହି ଟଙ୍କା ଇ ପେମେଣ୍ଟ ମାଧ୍ୟମରେ ତହସିଲକୁ ପ୍ରଦାନ କରିଛନ୍ତି। ଷ୍ଟାମ୍ପ ପ୍ପର ବାବଦକୁ 141 କୋଟି 59 ଲକ୍ଷ 52 ହଜାର 60 ଟଙ୍କା ଏବଂ ରେଜିଷ୍ଟ୍ରେସନ ଫି ବାବଦକୁ  20 କୋଟି 22 ଲକ୍ଷ 78 ହଜାର 9 ଶହ 40 ଟଙ୍କା ପ୍ରଦାନ କରାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ମଣିଶଙ୍କର ଆୟାରଙ୍କ ଉପରେ ବର୍ଷିଲେ ଉଦିତ ରାଜ: ଟିଏମସିରେ ଯୋଗଦେବା ପାଇଁ ଦେଲେ ପରାମର୍ଶ

February 23, 2026

ଦିଲ୍ଲୀର ଆର୍ମି ପବ୍ଲିକ୍ ସ୍କୁଲ୍ ଏବଂ ଏୟାର ଫୋର୍ସ ସ୍କୁଲ୍ କୁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

February 23, 2026

“ଗାନ୍ଧୀ ଜୀ ଭାରତର ନୁହଁନ୍ତି, ବରଂ ପାକିସ୍ତାନର…”: ବିଜେପି ବିଧାୟକଙ୍କ ବିବାଦୀୟ ବିବୃତ୍ତି

February 23, 2026

ଆଜି ମଧ୍ୟ ବଢିଲା ସୁନା ମୂଲ୍ୟ: ୩ ଲକ୍ଷରେ ପହଞ୍ଚିଲା ରୂପା

February 23, 2026
Latest News

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026

ମଣିଶଙ୍କର ଆୟାରଙ୍କ ଉପରେ ବର୍ଷିଲେ ଉଦିତ ରାଜ: ଟିଏମସିରେ ଯୋଗଦେବା ପାଇଁ ଦେଲେ ପରାମର୍ଶ

February 23, 2026

ଦିଲ୍ଲୀର ଆର୍ମି ପବ୍ଲିକ୍ ସ୍କୁଲ୍ ଏବଂ ଏୟାର ଫୋର୍ସ ସ୍କୁଲ୍ କୁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

February 23, 2026

“ଗାନ୍ଧୀ ଜୀ ଭାରତର ନୁହଁନ୍ତି, ବରଂ ପାକିସ୍ତାନର…”: ବିଜେପି ବିଧାୟକଙ୍କ ବିବାଦୀୟ ବିବୃତ୍ତି

February 23, 2026

ଆଜି ମଧ୍ୟ ବଢିଲା ସୁନା ମୂଲ୍ୟ: ୩ ଲକ୍ଷରେ ପହଞ୍ଚିଲା ରୂପା

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.