ଜୀବନଶୈଳୀ: ସନାତନ ଧର୍ମରେ ଘରର ସୁଖ, ଶାନ୍ତି ଏବଂ ସମୃଦ୍ଧତା ପାଇଁ ଦୀପ ଜାଳିବାର ଏକ ବିଶେଷ ଗୁରୁତ୍ୱ ରହିଛି। କୌଣସି ଧାର୍ମିକ ରୀତିନୀତି କିମ୍ବା ପୂଜାପାଠ ସମୟରେ ଅଗ୍ନି ଦେବଙ୍କୁ ପୂଜା କରାଯାଏ ଏବଂ ପ୍ରଭୁଙ୍କ ସମ୍ମୁଖରେ ଏକ ଦୀପ […]
ନୂଆଦିଲ୍ଲୀ: ଆଜି ହେଉଛି ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ସମଗ୍ର ବିଶ୍ୱରେ ଲୋକମାନେ ଯୋଗ ଅଭ୍ୟାସ କରୁଛନ୍ତି। ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସର କର୍ମଚାରୀମାନେ ମଧ୍ୟ ପଛରେ ନାହାଁନ୍ତି। ସିକ୍କିମରେ, ଆଇଟିବିପି ଯବାନମାନେ ୧୭ ହଜାର ଫୁଟ ଉଚ୍ଚତାରେ ବରଫ […]
ଜୀବନଶୈଳୀ: ଏକ ତମ୍ବା ପାତ୍ରରେ ରଖାଯାଇଥିବା ଜଳ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଏହା ମଧ୍ୟ ଆମ ଦେଶର ଏକ ପ୍ରାଚୀନ ପରମ୍ପରାର ଏକ ଅଂଶ ଏବଂ ଆୟୁର୍ବେଦିକ ଔଷଧ ପ୍ରଣାଳୀର ଏକ ଅଂଶ। ଏକ ତମ୍ବା ପାତ୍ରରେ ରଖାଯାଇଥିବା […]
ଉପେନ୍ଦ୍ର ବଳିୟାରସିଂହ ସହର ଭିତରେ ଗଗନଚୁମ୍ବୀ ଅଟ୍ଟାଳିକାଟି ତିଆରି ହୋଇଗଲା। ଅନେକ ପ୍ରକାରର ସୁନ୍ଦର ପ୍ରସାଧନ ସାମଗ୍ରୀ ଏବଂ ମନୋରଞ୍ଜନର ବିବିଧ ଉପକରଣ ଠୁଳ କରାଗଲା। ନବନିର୍ମିତ ଅଟ୍ଟାଳିକାର ବିଶାଳତା ତଥା କାରୂକାର୍ଯ୍ୟର ଚର୍ଚ୍ଚା ସମଗ୍ର ସହରରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଗଲା। […]
ନୂଆଦିଲ୍ଲୀ: ଆମର ଗୁରୁଜନମାନେ ପ୍ରାୟତଃ କୁହନ୍ତି ଯେ, ଆମେ ସକାଳୁ ଉଠିବା ଉଚିତ୍। ଶୀଘ୍ର ଉଠିବା ଉଭୟ ଶରୀର ଏବଂ ମନକୁ ସୁସ୍ଥ ରଖେ। କିନ୍ତୁ ଆମେ ମଧ୍ୟ ଅସ୍ୱୀକାର କରିପାରିବୁ ନାହିଁ ଯେ, ପ୍ରକୃତି କିମ୍ବା ଶରୀର ଏବଂ ମନର ଗଠନ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ବରଗଡ଼ ଜିଲ୍ଲା ବରପାଲି ବ୍ଲକରେ ସନ୍ଧାନ ହୋଇଥିବା ଦୁଇ ହଜାର ବର୍ଷ ତଳ ପ୍ରାଚୀନ ସଭ୍ୟତାର ପୁନରୁଦ୍ଧାର ଏବଂ ସଂରକ୍ଷଣ ଦାୟିତ୍ୱକୁ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ(ଏଏସଆଇ)କୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ଜୀବନର ୧୦୦ତମ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ତାଙ୍କ ମା’ଙ୍କ ପାଇଁ ଏକ ଭାବପ୍ରବଣତାପୂର୍ଣ୍ଣ ବ୍ଲଗ୍ ଲେଖିଛନ୍ତି। ମା’ଙ୍କ ସହ ବିତାଇଥିବା ପିଲାଦିନର କିଛି ସ୍ବତନ୍ତ୍ର ମୁହୂର୍ତ୍ତର ସେ ସ୍ମୃତିଚାରଣ କରିଛନ୍ତି। […]
ବାସ୍ତୁଶାସ୍ତ୍ର: ବାସ୍ତୁ ଏପରି ଏକ ବିଜ୍ଞାନ, ଯାହାକୁ ଯୁଗ ଯୁଗ ଧରି ଭାରତରେ ବିଶ୍ୱାସ କରାଯାଏ। ଏହା ଆପଣଙ୍କ ଜୀବନର ଉଭୟ ଶାରୀରିକ ଏବଂ ଦାର୍ଶନିକ ଦିଗକୁ ଧ୍ୟାନରେ ରଖିଥାଏ। ହିନ୍ଦୁ ଧର୍ମରେ ସ୍ଥାପତ୍ୟ ବିଜ୍ଞାନକୁ ବାସ୍ତୁ ଶାସ୍ତ୍ର ମଧ୍ୟ କୁହାଯାଏ। […]
ଉପେନ୍ଦ୍ର ବଳିୟାରସିଂହ ଶ୍ରୀରାମଙ୍କ ରାଜ୍ୟାଭିଷେକ ହେଲା। ଅଯୋଧ୍ୟା ଧନ୍ୟ ହେଲା। ଚାରିଆଡ଼େ ଅଦ୍ଭୂତ ଉତ୍ସବ ପାଳନ କରାଗଲା। ଭଗବାନ ଶ୍ରୀରାମ ରାଜମହଲ ଭିତରେ ବସିଥିଲେ। ସମସ୍ତ ରାଜକୁଟୁମ୍ବ ଉପସ୍ଥିତ ଥିଲେ। ସେହି ସମୟରେ ଶ୍ରୀରାମ ମା’ କୌଶଲ୍ୟାଙ୍କୁ ସମ୍ବୋଧନ କରି କହିଲେ, […]
ଭୁବନେଶ୍ବର: ସାଧାରଣତଃ ରଜଗୀତଟି ଓଡିଶାର ପୁରପଲ୍ଲୀରେ ବେଶ୍ ଆଦୃତି ଲାଭ କରିଛି। ଏହି ଏକ ଲୋକଗୀତା ଯାହା ପିଢି ପରେ ପିଢି ଗାଇ ଆସୁଛନ୍ତି। ଏହି ଗୀତକୁ କିଏ ରଚନା କରିଛି ତାହା ଏ ପର୍ୟ୍ୟନ୍ତ କେହି ଜାଣନ୍ତି ନାହିଁ। ହେଲେ […]
ସୀତାରାମ ଅଗ୍ରୱାଲ ବାଣପୁର: ଦଶମହାବିଦ୍ୟା ନୃତ୍ୟରେ ଝୁମିଲେ ଦର୍ଶକ, ଦୁଲୁକିଲା ମା’ଙ୍କ ମନ୍ଦିର ବେଢ଼ା। ମା ଭଗବତୀ ରଜ ମହୋତ୍ସବର ପ୍ରଥମସଂଧ୍ୟାରେ ଭୁବନେଶ୍ଵରର ମମତା ଶତପଥି ଓ ସାଥିଙ୍କ ଗଣେଶ ବନ୍ଦନା, ମଙ୍ଗଳାଚରଣ, ଦଶମହାବିଦ୍ୟା, ଓଡ଼ିଶୀ ନୃତ୍ୟ ସହିତ ସମ୍ବଲପୁରୀ, ରଜ […]
ଭୁବନେଶ୍ୱର: ଭାରତର ଅଗ୍ରଣୀ ଗହଣା ବ୍ରାଣ୍ଡ୍ ରିଲାଏନ୍ସ ଜୁଏଲସ୍ ପକ୍ଷରୁ ରଜ ପର୍ବରେ ଓଡ଼ିଶାରେ ଏକ ସ୍ୱତନ୍ତ୍ର ଗହଣା ସମ୍ଭାରର ଶୁଭାରମ୍ଭ କରାଯାଇଛି। ଏହି ସ୍ୱତନ୍ତ୍ର ସମ୍ଭାର ଜରିଆରେ ରିଲାଏନ୍ସ ଜୁଏଲସ୍ ସେହି ସ୍ୱତନ୍ତ୍ର ଚମକକୁ ପାଳନ କରିବାକୁ ଲକ୍ଷ୍ୟ ରଖିଛି […]
ସୀତାରାମ ଅଗ୍ରୱାଲ ଚିଲିକା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ସ୍ଥିତ ବଡ଼କୁଳ ପାନ୍ଥନିବାସ ଠାରେ ଗଣ ପର୍ବ ରଜ ଉତ୍ସବ ବହୁ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ପାନ୍ଥନିବାସ ପ୍ରବନ୍ଧକ ସବ୍ୟସାଚୀ କରଙ୍କ ପୌରହିତ୍ୟରେ ଆୟୋଜିତ ଉକ୍ତ ଉତ୍ସବକୁ ବଡ଼କୁଳ […]
ଉପେନ୍ଦ୍ର ବଳିୟାରସିଂହ ଜଣେ ଯୁବକ ମା’ ଆନନ୍ଦମୟୀଙ୍କୁ ପ୍ରଶ୍ନ କଲା, “ମା’, ତୁଳସୀ ଦାସ ତ ଜଣେ ମହାନ ଜ୍ଞାନୀ ଓ ଭକ୍ତ ଥିଲେ।” ମା’ ଉତ୍ତର ଦେଲେ, “ନିଃସନ୍ଦେହରେ ସେ ଥିଲେ।” ଯୁବକ ପଚାରିଲା “ଯେତେବେଳେ ତାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ […]
ନୂଆଦିଲ୍ଲୀ: ଆଜି ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ତିଥି। ଏହି ଜ୍ୟେଷ୍ଠ ପୂର୍ଣ୍ଣିମା ଉପରେ ଏକ ବିଶେଷ ସଂଯୋଗ ରହିଛି। ଯେଉଁଥିପାଇଁ ଏହାର ଗୁରୁତ୍ୱ ଦ୍ୱିଗୁଣିତ ହୋଇଛି। ପୂର୍ଣ୍ଣିମା ଦିନ ଏକ ବଡ଼ ମଙ୍ଗଳ ମଧ୍ୟ ଅଛି। ଏହି ପୂର୍ଣ୍ଣିମାକୁ ବଟ ପୂର୍ଣ୍ଣିମା […]
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ପହିଲି ରଜ। ଓଡ଼ିଶାର ଗଣ ପର୍ବ। ଘରେ ଘରେ ରଜ ପିଠା ରଜ ପାନର ମହକ, ରଜ ଦୋଳିର କେଁକଟର ଶବ୍ଦ ସହିତ “ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ […]
ଭୁବନେଶ୍ବର: ଆଜି ସାରା ଓଡିଶାରେ ବେଶ ଧୂମଧାମରେ ପାଳିତ ହେଉଛି ରଜ। ରଜଗୀତ ବୋଲି ଦୋଳିରେ ଝୁଲି ଝିଅମାନେ ଏହି ଉତ୍ସବକୁ ବେଶ୍ ଆନନ୍ଦର ସହ ପାଳନ କରନ୍ତି। ମୁଖ୍ୟତଃ ତିନିଦିନ ଧରି ଏହି ରଜ ଉତ୍ସବ ପାଳିତ ହୋଇଥାଏ। ପ୍ରଥମେ […]
ଭୁବନେଶ୍ବର, ଦୀର୍ଘ ଦୁଇ ବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ଆନନ୍ଦ ଉଲ୍ଲାସରେ ପାଳନ ହେଉଛି ରଜ ପର୍ବ। କରୋନା ସଂକ୍ରାମଣ ଭୟରେ ଗତ ସାରା ଓଡିଶାରେ ଲକଡାଉନ ଜାରି ରହିଥିଲା। କିନ୍ତୁ ଏଥର କରୋନାର ସ୍ଥିତି ସେତେଟା ନାହିଁ। […]
ସୀତାରାମ ଅଗ୍ରୱାଲ ବାଣପୁର: ଲୀଳା ଶ୍ରୀକ୍ଷେତ୍ର ବାଣପୁରର ଆରାଧ୍ୟ ଠାକୁର ଶ୍ରୀ ରଙ୍କନାଥ ଦେବଙ୍କ ସହିତ ମାତା ରୁକ୍ମିଣୀଙ୍କ ଶୁଭପରିଣୟ ନୀତିକାନ୍ତି ଚମ୍ପକ ଦ୍ଵାଦଶୀ ତିଥିରେ ଆଜି ଆନନ୍ଦ ଉଲ୍ଲାସର ସହିତ ଶେଷ ହୋଇଛି। ଦେବ ଦମ୍ପତିଙ୍କ ଗୁଆଲି ଯାତ୍ରା ସହିତ […]
ପୁରୀ: ବଦ୍ରିନାଥ ଧାମ ଜଗତର ରକ୍ଷକ ଭଗବାନ ବିଷ୍ଣୁଙ୍କ ଅଷ୍ଟମ ବୈକୁଣ୍ଠ ଭାବରେ ବିବେଚନା କରାଯାଉଥିବାବେଳେ ଜଗନ୍ନାଥ ଧାମକୁ ପୃଥିବୀର ବୈକୁଣ୍ଠ ରୂପ ଭାବରେ ବିବେଚନା କରାଯାଏ। ଓଡ଼ିଶାର ଉପକୂଳବର୍ତ୍ତୀ ପୁରୀ ସହରରେ ଅବସ୍ଥିତ ଏହି ବିଶ୍ୱ ପ୍ରସିଦ୍ଧ ମନ୍ଦିର ଭଗବାନ […]
ସୀତାରାମ ଅଗ୍ରୱାଲ ବାଣପୁର: ଶକ୍ତିପୀଠ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ପୀଠରେ ଚଳିତ ବର୍ଷ ରଜ ପର୍ବ ୪ ଦିନ ଧରି ମହାଆଡମ୍ବରରେ ପାଳନ କରାଯିବ। ରାଜ୍ୟ ସଂସ୍କୃତି ଓ ପର୍ଯଟନ ବିଭାଗ ତରଫରୁ ପ୍ରତିଦିନ ସଂଧ୍ୟାରେ […]