ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ ୨୦୨୪-୨୫ର ଘୋଷଣା ମୁତାବକ ଏନପିଏସ୍ ବାତ୍ସଲ୍ୟ ଯୋଜନାର ଶୁଭାରମ୍ଭ କରିଛନ୍ତି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପିଲାଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା […]
ମେଷ- ଆଜି ଆପଣଙ୍କ ପାଇଁ ଭଲ ଦିନ ନୁହେଁ। କିଛି ସମସ୍ୟା କିମ୍ବା ଟେନସନ ଆପଣଙ୍କ ପାଖରେ ରହିବ, କିନ୍ତୁ ପ୍ରୟାସ ସହିତ ସବୁକିଛି ଠିକ୍ ହୋଇଯିବ । ପିତା କିମ୍ବା ଧର୍ମ ଗୁରୁଙ୍କୁ ସମର୍ଥନ ମିଳିବ। ପଡୋଶୀ କିମ୍ବା ରାଜନୈତିକ ବ୍ୟକ୍ତିଙ୍କ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଫସଫେଟିକ୍ ଏବଂ ପୋଟାସିକ୍ (ପିଆଣ୍ଡକେ ) ସାର ଉପରେ ରବି ଋତୁ, ୨୦୨୪ (୦୧.୧୦.୨୦୨୪ରୁ ୩୧.୦୩.୨୦୨୫) ପାଇଁ ପୋଷକ ତତ୍ତ୍ୱ ଭିତ୍ତିକ ସବସିଡି (ଏନବିଏସ) ହାର ନିର୍ଦ୍ଧାରଣ କରିବା […]
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍) ଓ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍ଏଚ୍ଏମ୍) ରେ ପାଠ୍ୟକ୍ରମ ସମାପ୍ତ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବୁଧବାର ଉପାଧି ପ୍ରଦାନ କରାଯାଇଛି। ବିଶ୍ୱବିଦ୍ୟାଳୟରୁ ଅଧ୍ୟୟନ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବାୟୋଟେକ୍ନୋଲୋଜି ବିଭାଗ (ଡିବିଟି)ର ଦୁଇଟି ପ୍ରମୁଖ ଯୋଜନାକୁ ବାୟୋମ୍ୟାନୁଫାକ୍ଚରିଂ ଏବଂ ବାୟୋଫାଉଣ୍ଡରୀ ନାମକ ଏକ ନୂତନ ଉପାଦାନ ସହିତ ‘ବାୟୋଟେକ୍ନୋଲୋଜି ରିସର୍ଚ୍ଚ ଇନୋଭେସନ ଆଣ୍ଡ ଏଣ୍ଟରପ୍ରେନରସିପ୍ ଡେଭଲପମେଣ୍ଟ (ବାୟୋ-ରାଇଡ୍)’ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ୧୦୦ ଦିନର ସଫଳତା ସମ୍ପର୍କରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଆଜି ଝାଡ଼ଖଣ୍ଡର ରାଞ୍ଚିଠାରେ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି। ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଉପରେ ଗୁରୁତ୍ୱ ଦେଇ […]
ଭୁବନେଶ୍ୱର: ବିଜେଡି ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଥିବା ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ୍ କୁମାର ଆଜି ଭୁବନେଶ୍ୱରରେ ପହଂଚିଥିଲେ। ଏହା ପରେ ତାଙ୍କୁ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ଅବସରରେ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଗଗନଯାନ କାର୍ଯ୍ୟକ୍ରମର ପରିସରକୁ ବିସ୍ତାର କରି ଭାରତୀୟ ଅନ୍ତରୀକ୍ଷ ଷ୍ଟେସନର ପ୍ରଥମ ୟୁନିଟ୍ ନିର୍ମାଣ କୁ ମଞ୍ଜୁରୀ ମିଳିଛି। ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ (ବିଏଏସ-୧)ର ପ୍ରଥମ ମଡ୍ୟୁଲର ବିକାଶ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆନିମେସନ୍, ଭିଜୁଆଲ ଇଫେକ୍ଟସ, ଗେମିଂ, କମିକ୍ସ ଆଣ୍ଡ ଏକ୍ସଟେଣ୍ଡେଡ୍ ରିଆଲିଟି (ଏଭିଜିସି-ଏକ୍ସଆର) ପାଇଁ ଜାତୀୟ ଉତ୍କର୍ଷ କେନ୍ଦ୍ର (ଏନସିଓଇ) ପ୍ରତିଷ୍ଠା କୁ ମଞ୍ଜୁର କରାଯାଇଛି। କମ୍ପାନୀ ଆଇନ ୨୦୧୩ର […]
ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଅଞ୍ଚଳରେ ଦିନକୁ ଦିନ ବେଆଇନ କେନ୍ଦୁପତ୍ର ଚୋରା ଚାଲାଣ ବଢ଼ିବାରେ ଲାଗିଛି। ବାରମ୍ବାର ଏମିତି କେନ୍ଦୁପତ୍ର ଚାଲାଣ ହେଉଥିବାରୁ ବନ ବିଭାଗର ମୁଣ୍ଡବ୍ୟଥାର କାରଣ ହେଉଛି। ବନ ବିଭାଗ ବୁଧବାର ରାତି […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମର ଏକ ପୋଖରୀରୁ ଭାସୁଥିବା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ସଦର ପୋଲିସ ଏସ୍ ଡି ପି ଓ ଶୁଭ୍ରାଂଶୁ ପରିଡାଙ୍କ ନେତୃତ୍ୱରେ ସଦର ଥାନା […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ନଳୀହାଡ ଗ୍ରାମର ପିଣ୍ଟୁ ସ୍ବାଇଁ ଓ ପୁତୁରା ନାରାୟଣ ସ୍ୱାଇଁଙ୍କୁ ଆକ୍ରମଣ ଘଟଣାକୁ ନେଇ ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ଜି ଆପନ୍ନା କେ ବରାଡୁ ପାତ୍ର ନାମକ ଦୁଇଜଣ […]
ନୂଆଦିଲ୍ଲୀ: ପଞ୍ଜାବ କିଙ୍ଗସ୍ ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ରିକି ପଣ୍ଟିଂଙ୍କୁ ୨୦୨୫ ଆଇପିଏଲ୍ ପାଇଁ ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ପଣ୍ଟିଂ ବର୍ତ୍ତମାନ ଟ୍ରେଭର୍ ବୋଲିସଙ୍କ ସ୍ଥାନ ନେବେ, ଯିଏକି ଗତ କିଛି ବର୍ଷ ଧରି ପଞ୍ଜାବର କୋଚ୍ ଥିଲେ। […]
ଭୁବନେଶ୍ଵର: ସ୍ଵଭାଵ ସ୍ୱଚ୍ଛତା, ସଂସ୍କାର ସ୍ୱଚ୍ଛତା ବୈଶିଷ୍ଟ୍ୟ କୁ ଆଧାରକରି ଭାରତୀୟ ରେଳ 14 ସେପ୍ଟେମ୍ବରରୁ 1 ଅକ୍ଟୋବର 2024 ପର୍ଯ୍ୟନ୍ତ ସ୍ୱଚ୍ଛତା ହିଁ ସେବା ପଖୱାଡା ଅଭିଯାନ ପାଳନ କରୁଥିବା ବେଳେ ଅକ୍ଟୋବର 2 ରେ ମହାତ୍ମା ଗାନ୍ଧୀଙ୍କ ଜନ୍ମ […]
ନୂଆଦିଲ୍ଲୀ: ପରବର୍ତ୍ତୀ ପିଢ଼ିର ପ୍ରକ୍ଷେପଣ ଯାନ Next Generation Launch Vehicle (NGLV)ର ବିକାଶ ପାଇଁ ଏକ ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି। ଭାରତୀୟ ଅନ୍ତରୀକ୍ଷ ଷ୍ଟେସନର ପ୍ରତିଷ୍ଠା ଓ ପରିଚାଳନା ଏବଂ […]
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆକାଶ ମାର୍ଗରୁ ବାଲେଶ୍ବର ବନ୍ୟାଞ୍ଚଳ ଅନୁଧ୍ୟାନ କରିଛନ୍ତି। ସେ ଏକ ସ୍ବତନ୍ତ୍ର ହେଲିକାପ୍ଟରରେ ବାଲେଶ୍ବର ବନ୍ୟା ପ୍ରପିଡିତ ଅଞ୍ଚଳ ଆକାଶ ମାର୍ଗରୁ ଦେଖିଥିଲେ। ଏହାପରେ ସେ ବାଲେଶ୍ବରରେ ବରିଷ୍ଠ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ […]
ଯାଜପୁର: ସୁଭଦ୍ରା ଟଙ୍କା କି ପ୍ରକାରର ବାୟା କରିଛି କେଜାଣି ବର୍ତ୍ତମାନ ସାରା ଓଡିଶାରେ ଏହାକୁ ନେଇ ଚର୍ଚ୍ଚା। କେଉଁଠାରେ କିଏ ଫର୍ମ ଫିଲପ ପାଇଁ ଟଙ୍କା ମାଗିଲାଣି ତ କିଏ ଆଧାର ସଂଯୋଗ ପାଇଁ ହାତଗୁଞ୍ଜା ମାଗୁଛି। ତେବେ ରାଜ୍ୟ […]
One Nation One Election: ଆଜି ଜାତୀୟ ରାଜନୀତି ପାଇଁ ଏକ ଐତିହାସିକ ଦିନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜି କେନ୍ଦ୍ର କ୍ୟାବିନେଟ ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ମୋଦୀ କ୍ୟାବିନେଟର ଅନୁମୋଦନ ଲାଭ କରିଛି। ଆଜି ବୁଧବାର ସେପ୍ଟେମ୍ବର ୧୮ […]
ଭୁବନେଶ୍ବର: ବେଦାନ୍ତ ଲାଞ୍ଜିଗଡ କଂପାନୀର ରେଡ ମଡ ପଣ୍ଡ ଭୁଷୁଡି ପଡିବା ବିବାଦ ଧିରଧିରେ ଘନେଇବାରେ ଲାଗିଛି। ବାରମ୍ବାର କାହିଁକି ବେଦାନ୍ତ କଂପାନୀରେ ଏପରି ଘଟୁଛି ତାହାର ଏକ ବିଚାରବିଭାଗୀୟ ତଦନ୍ତ ଦାବି କରିଛନ୍ତି କଂଗ୍ରେସ ବିଧାୟକ ସାଗର ଦାସ। ଏ […]
ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ଚାଲିଥିବା ପ୍ରଥମ ପର୍ଯ୍ୟାୟ ମତଦାନ ମଧ୍ୟରେ ରାହୁଲ ଗାନ୍ଧୀ ‘INDIA’ ମେଣ୍ଟ ପାଇଁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି ଯେ, ଆପଣ ‘INDIA’ କୁ ଭୋଟ୍ ଦିଅନ୍ତୁ, ଆମେ ଦେଶକୁ ଅନ୍ୟାୟ ଯୁଗରୁ […]
ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ମଙ୍ଗଳବାର ଦିନ ରାସ୍ତାର ମରାମତି କରୁଥିବା ଏଜେନ୍ସି ଏବଂ କଣ୍ଟ୍ରାକ୍ଟରମାନଙ୍କୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଖରାପ ପ୍ରଦର୍ଶନ କରୁଥିବା ‘ଅପରେଟର’ଙ୍କୁ ବାହାରର ରାସ୍ତା ଦେଖାଯିବ। ‘ସ୍ଵଚ୍ଛତା […]