ଆଜିର ଖବର

ପୁରୀ: ଆଜି ପୁରୀରେ ଚାରିଘଣ୍ଟା ପାଇଁ ଦର୍ଶନ ବନ୍ଦ ରହିବ। ମହାପ୍ରଭୃଙ୍କ ବନକଲାଗି ନୀତି ପାଇଁ  ଶ୍ରୀମନ୍ଦିରେ ମହାପ୍ରଭୃଙ୍କ ଦର୍ଶନ ୪ ଘଣ୍ଟା ପାଇଁ ବନ୍ଦ ରହିବ।…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଓଡ଼ଗାଁର ସମ୍ଭବରେ ଜୈବିକ ଗୁଡ଼ ଉତ୍ପାଦନ ଏବଂ ସ୍ୱଚ୍ଛ ଆଖୁ ରସ ଉପରେ ଏକ ସୁସଂଗଠିତ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ପଦ୍ମଶ୍ରୀ ସାବରମତୀଙ୍କ…

ଭୁବନେଶ୍ଵର: ଓଡିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ସହରାଞ୍ଚଳ ବିକାଶ ଏବଂ ଗତିଶୀଳତା କ୍ଷେତ୍ରରେ ଏସୀୟ ଉନ୍ନୟନ ବ୍ୟାଙ୍କ (ଏଡିବି) ସହିତ ଏକ ଗଭୀର…

ଭୁବନେଶ୍ଵର: ଜାପାନର ତୋତୋରି ପ୍ରିଫେକ୍ଟରାଲ ସରକାରଙ୍କ ଏକ ୮ ଜଣିଆ ପ୍ରତିନିଧି ଦଳ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ…

ଭୁବନେଶ୍ଵର: ୟୁନେସ୍କୋର ଦକ୍ଷିଣ ଏସିଆ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆରଆଇଇ) ମଧ୍ୟରେ ପ୍ରାକ-ସେବା ଶିକ୍ଷା ପ୍ରଶିକ୍ଷଣ ବ୍ୟବସ୍ଥାରେ ସ୍ବାସ୍ଥ୍ୟ ଓ କଲ୍ୟାଣକୁ…

ମେଷ-ପରିବାର ଏବଂ ସମାଜରେ ଆପଣଙ୍କ କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ। ଏହାର ମୂଲ୍ୟ ଅଧିକ ହେବ। ଟେନସନ ରହିବେ। କ୍ଳାନ୍ତ ହୋଇଯିବେ। ବିପଦ କରନ୍ତୁ ନାହିଁ। ଧୈର୍ଯ୍ୟ ଧରନ୍ତୁ।…

ଭୁବନେଶ୍ୱର: ହରିଆନାର ୨୦୦୧ ବ୍ୟାଚର ଆଇପିଏସ ଅଫିସର ଶ୍ରୀ ୱାଇ.ପୁରନ କୁମାରଙ୍କ ମୃତ୍ୟୁ ଓ ତାଙ୍କ “ସୁଇସାଇଡ ନୋଟ” ଅନୁଯାୟୀ ହରିଆନା ସରକାର ପଦକ୍ଷେପ ନେଉନଥିବାରୁ ଓଡ଼ିଶା…

ନୂଆଦିଲ୍ଲୀ: କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସୋନିକ୍ ଇଣ୍ଟିଗ୍ରେଟେଡ୍ ଲଜିଷ୍ଟିକ୍ସ ହବ୍‌କୁ ଭର୍ଚୁଆଲ୍…

ନୂଆଦିଲ୍ଲୀ: ଆଜି ରାଜସ୍ଥାନର ଜୈସଲମେରରେ ଯାତ୍ରୀ ଭର୍ତ୍ତି ଏକ ବସ୍‌ରେ ନିଆଁ ଲାଗିଯାଇଛି। ଦୁର୍ଘଟଣାରେ ପ୍ରାୟ ୨୦ ଜଣଙ୍କର ମୃତ୍ୟୁ ଆଶଙ୍କା କରାଯାଉଛି। ଜୈସଲମେରରୁ ଯୋଧପୁର ଯାଉଥିବା…

ପାଟନା: ପ୍ରସିଦ୍ଧ ଲୋକ ଗାୟିକା ମୈଥିଳୀ ଠାକୁର ଆଜି ବିଜେପିରେ ଯୋଗଦେଇଛନ୍ତି। ବିହାର ବିଜେପି ମୁଖ୍ୟ ଦିଲୀପ ଜୟସ୍ଵାଲ ତାଙ୍କ ଦଳର ସଦସ୍ୟତା ପ୍ରଦାନ କରିଛନ୍ତି। ସୂତ୍ର…

ଖୋର୍ଦ୍ଧା: ଗତ ସେପ୍ଟେମ୍ବର ୧୭ ତାରିଖରୁ ବିଭିନ୍ନ ବ୍ଲକ, ଅଙ୍ଗନୱାଡ଼ି କେନ୍ଦ୍ର, ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ ମାନଙ୍କରେ ପାଳନ କରାଯାଇ ଆସୁଥିବା ପୋଷଣ ମାସ…

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ LOC ବାତିଲ ପାଇଁ ଆବେଦନ ସମ୍ପର୍କରେ କୋର୍ଟ ଆଜି ଟିପ୍ପଣୀ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଯଦି ସେ ବିଦେଶ…

ପୁରୀ: ଆସନ୍ତାକାରି ପୁରୀ ଶ୍ରୀମନ୍ଦିର ଚାରିଘଣ୍ଟା ପାଇଁ ବନ୍ଦ ରହିବ।  ମହାପ୍ରଭୃଙ୍କ ବନକଲାଗି ନୀତି ପାଇଁ  ଶ୍ରୀମନ୍ଦିର ୪ ଘଣ୍ଟା ପାଇଁ ବନ୍ଦ ରହିବ। ଭୋଗମଣ୍ଡପ ଭୋଗ…

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଖାରିବନ୍ଧ ଗ୍ରାମ ପୋଖରୀରୁ ନାଭାଲ ଫାଣ୍ଡି ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ଆଜି ସକାଳେ ଉକ୍ତ…

ପାଟନା: ଜେଡିୟୁ ସାଂସଦ ଅଜୟ କୁମାର ମଣ୍ଡଳ ଦଳରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସାଂସଦ ଇସ୍ତଫା ପତ୍ର ଲେଖିଛନ୍ତି, ଯାହାକୁ ସେ ଆଜି ତାଙ୍କ…

ଭୁବନେଶ୍ୱର: ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସ ଭୁବନେଶ୍ୱର ଶାଖା ଆନୁକୁଲ୍ୟରେ ସିପିଆର ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସ ତଥା…

ଭୁବନେଶ୍ଵର: ସମାଜରେ କ୍ରମାଗତ ଭାବେରେ ବଢ଼ି ଚାଲିଛି ଶିଶୁ ମାନଙ୍କ ଉପରେ ଅତ୍ୟାଚାର। ଯୌନ ନିର୍ଯ୍ୟାତନା ଭଳି ପାଶବିକ ମାନସିକତା ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି। “ପରୀ”…

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର କୁପୱାଡ଼ା ଜିଲ୍ଲାରେ ନିୟନ୍ତ୍ରଣ ରେଖା (LoC) ପାଖରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି। ଏହି ଅଭିଯାନରେ ଏପର୍ଯ୍ୟନ୍ତ ଦୁଇ…

ବାଲୁଗାଁ: ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲା ସୀମାନ୍ତ ଛତ୍ରଗଡ଼ ଜଳି ଶଙ୍ଖ ନିକଟରେ ଏକ ମର୍ମନ୍ତୁଦ ସଡକ…

Nuapada Bypoll: ଖୁବ ଶିଘ୍ର ଜୟ ଢୋଲକିଆ ନୂଆପଡା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ବୋଲି ଘୋଷଣା ହେବ। ଏହାପରେ 16 ତାରିଖରେ ସେ ନୂଆପଡାରେ ନିଜର…