ନୂଆଦିଲ୍ଲୀ: ଆବୁଧାବିର କ୍ରାଉନ୍ ପ୍ରିନ୍ସ ମହାମହିମ ଶେଖ୍ ଖାଲିଦ ବିନ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ ଆଜି (ସେପ୍ଟେମ୍ବର ୯, ୨୦୨୪) ରାଷ୍ଟ୍ରପତି ଭବନରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ୟୁଏଇ ସହ ଭାରତର ବ୍ୟାପକ ରଣନୈତିକ […]
ଭୁବନେଶ୍ୱର: ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ସଫଳ ପ୍ରୟୋଗ ତଥା ଉତ୍ସର୍ଗୀକୃତ ଭାବନାର ଉଲ୍ଲେଖନୀୟ ପ୍ରଦର୍ଶନ କରିଛି ଏମ୍ସ ଭୁବନେଶ୍ୱର। ଅତ୍ୟାଧୁନିକ ଏକ୍ମୋ ଥେରାପି ପ୍ରୟୋଗ କରି ଗୁରୁତର ହୋଇପଡ଼ିଥିବା ଜଣେ ମହିଳାଙ୍କ ବଞ୍ଚାଇବାରେ ସଫଳତା ହାସଲ କରିଛନ୍ତି ଏହି ଜାତୀୟ […]
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଦୁଇଦିନିଆ ସମ୍ବଲପୁର ଗସ୍ତରୁ ଫେରିବା ବେଳେ ସମ୍ବଲପୁରଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ କୋରାପୁଟ ଓ ମାଲକାନଗିରି ଜିଲ୍ଲରେ ପ୍ରବଳ ବର୍ଷାଜନିତ କ୍ଷୟକ୍ଷତି ନେଇ ଆଲୋଚନା […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମାନଜନକ ପଦ୍ମ ପୁରସ୍କାର ପାଇଁ ନାମାଙ୍କନ ପ୍ରକ୍ରିୟାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି । ସମାଜ ପାଇଁ ଉଲ୍ଲେଖନୀୟ ଅବଦାନ ଦେଇଥିବା ତୃଣମୂଳ ସ୍ତରର ଯୋଦ୍ଧାମାନଙ୍କୁ ସ୍ୱୀକୃତି ଦେବା ଉପରେ ଶ୍ରୀ […]
ବାଣପୁର (ସୀତାରାମ ଅଗ୍ରୱାଲ): ଉପକୂଳ ଓଡ଼ିଶାର ମହାନ ପର୍ବ ଷଷ୍ଠୀ ଓଷା, ଭାଦ୍ରବ ଶୁକ୍ଳ ଷଷ୍ଠୀ ଦିନ ପୁରପଲ୍ଲୀର ପ୍ରତି ଘରେ ଭାଗ୍ୟର ଦେବୀ ଷଷ୍ଠୀଦେବୀଙ୍କୁ ଛଅତିଅଣ ଛ, ଭଜା, ସହିତ ନାନାଦି ପ୍ରକାର ପିଠାପଣା, କ୍ଷିରୀ ଖେଚଡ଼ି କରି ପୂଜାକରାଯାଏ। […]
ଭୁବନେଶ୍ଵର: ଚିକିତ୍ସା ଓ ଅସ୍ତ୍ରୋପଚାର କ୍ଷେତ୍ରରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ, ଅସ୍ତ୍ରୋପଚାର ପଦ୍ଧତି ଏବଂ ପ୍ରଶିକ୍ଷଣ ଯୋଗୁଁ ମେରୁଦଣ୍ଡ ଅସ୍ତ୍ରୋପଚାର ସଫଳ ହୋଇପାରୁଛି। ମେରୁଦଣ୍ଡ ଅସ୍ତ୍ରୋପଚାର ୯୫ ପ୍ରତିଶତ ସୁରକ୍ଷିତ ବୋଲି କହିଛନ୍ତି ବିଶିଷ୍ଟ ସ୍ପାଇନ୍ ସର୍ଜନ୍ ପ୍ରଫେସର (ଡାକ୍ତର) ଶଙ୍କର […]
ଭୁବନେଶ୍ବର: ଦେଶର ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜି ଏବେ ୟୁଟ୍ୟୁବ ଚ୍ୟାନେଲରେ ଆସିବେ। ସେଥିପାଇଁ ସେ ନିଜେ କରିଛନ୍ତି ଏକ ୟୁଟ୍ୟୁବ ଚ୍ୟାନେଲ ଯାହାର ନାମ ରହିଛି ‘ମୁଁ ରୁବେନ କହୁଛି।’ ଓଡିଆରେ ପ୍ରସାରଣ ହେବାକୁ ଥିବା ଏହି ଚ୍ୟାନେଲରେ ଓଡିଶା […]
ନୂଆଦିଲ୍ଲୀ: ଭାରତରେ ବୈଦ୍ୟୁତିକ ଯାନଗୁଡିକର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହି ଯାନଗୁଡିକ ଉପରେ ସରକାର ନିରନ୍ତର ଧ୍ୟାନ ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ, […]
ବାଲୁଗାଁ( ସୀତାରାମ ଅଗ୍ରୱାଲ): ଆଜି ବାଣପୁର ଓ ଚିଲିକା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ଜନସେବା କେନ୍ଦ୍ର ତଦାରଖ କରିଥିଲେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ “ସୁଭଦ୍ରା ଯୋଜନା” ର ଅନଲାଇନ୍ […]
ଭୁବନେଶ୍ଵର: ଭାରତୀୟ ସୂଚନା ସେବା ୧୯୯୯ ବ୍ୟାଚର ବରିଷ୍ଠ ଅଧିକାରୀ ଅଖିଳ କୁମାର ମିଶ୍ର କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଂଚାର ବ୍ୟୁରୋ (ସିବିସି), ଭୁବନେଶ୍ଵରର ଅତିରିକ୍ତ ମହାନିର୍ଦ୍ଦେଶକ ଭାବରେ […]
ଭୁବନେଶ୍ବର: ଗତକାଲି ସମ୍ବଲପୁରରେ ଆୟୋଜିତ ସିଏମ କିଶାନ ଯୋଜନା ଉଦଘାଟନ ବୈଠକରେ ଏକ ଅଦଭୂତ ସ୍ଥିତି ଦେଖିବାକୁ ମିଳିଥିଲା। ତାହା ହେଲା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ମଧ୍ୟରେ କଥା କଟାକଟି। ଯାହାକୁ […]
ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହୋଇପାରେ। ଏହି ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିସାରିଛି। ଅଗଷ୍ଟ ମାସରେ କରାଯାଇଥିବା ଜନ ସର୍ବେକ୍ଷଣ ଅନୁଯାୟୀ, ଏଥର ମହାୟୁତିକୁ ୧୨୩ ଟି ଆସନ ମିଳିପାରେ ଏବଂ ମହାବିକାଶ ଅଘାଡିକୁ […]
ନୂଆଦିଲ୍ଲୀ: ଦଳର ବରିଷ୍ଠ ନେତା ସାମ ପିତ୍ରୋଦା କିଛି ସମୟ ଧରି ନିଜର ବିବୃତ୍ତି ଯୋଗୁଁ କଂଗ୍ରେସ ପାଇଁ ଅସୁବିଧା ସୃଷ୍ଟି କରୁଛନ୍ତି। ତେବେ ଏଥର ଭୁଲ କୌଣସି ବିବୃତ୍ତି ପାଇଁ ନୁହେଁ, ବରଂ ରାହୁଲ ଗାନ୍ଧୀଙ୍କ ପାଇଁ ତାଙ୍କର ପ୍ରଶଂସା। […]
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ପୂର୍ବତନ ମୁଖ୍ୟ ରାକେଶ କୁମାର ସିଂ ଭଦୌରିଆଙ୍କୁ ପଚରାଯାଇଥିଲା ଯେ, ଭାରତରେ ମଧ୍ୟ ଏକ ଘରୋଇ ସେନା ରହିବା ଉଚିତ କି? ଋଷ, ଆଫଗାନିସ୍ତାନ ଏବଂ ଅଷ୍ଟ୍ରେଲିଆର ବେସରକାରୀ ସୈନ୍ୟବାହିନୀ ଅଛି। ଏହି ପ୍ରଶ୍ନର ଉତ୍ତରରେ ପୂର୍ବତନ […]
ଭୁବନେଶ୍ୱର: ଭୁବନେଶ୍ବରସ୍ଥିତ ପାତ୍ରପଡା ଆଦର୍ଶ ହୋମ ଠାରେ ଓଡିଶାର ପ୍ରଥମ ମାନସିକ ୱେଲନେସ କେନ୍ଦ୍ର ଉଦଘାଟନ ହୋଇଯାଇଛି। ଏହି ଆଦର୍ଶ ହୋମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମାନସିକ ରୋଗୀଙ୍କୁ କିଭଳି ଚିକିତ୍ସିତ କରାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବ। ଆଗାମୀ […]
ଭୁବନେଶ୍ବର: ଖୁବ ଶିଘ୍ର ଭଙ୍ଗା ଯିବା ବହୁ ଲୋକଙ୍କ ଗୁରୁତ୍ବ ବହନ କରୁଥିବା ଦିଲ୍ଲୀସ୍ଥିତ ଓଡିଶା ଭବନ। ଏ ନେଇ ରାଜ୍ୟ ସରକାର ପୁର୍ତ୍ତ ବିଭାଗକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଦୁଇ ବର୍ଷ ତଳେ ଏହି ଭବନ ଅସୁରକ୍ଷିତ ବୋଲି ଘୋଷଣା […]
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଏକ କୋଠା ଭୁଶୁଡ଼ି ଲୋକଙ୍କ ପ୍ରାଣହାନି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ଶ୍ରୀ ମୋଦୀ ମଧ୍ୟ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ଫଣ୍ଡରୁ ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୨ ଲକ୍ଷ […]
ଭୁବନେଶ୍ବର: ସନାତନ ଧର୍ମରେ ଧୂପ ଏବଂ ଦୀପର ବିଶେଷ ମହତ୍ତ୍ୱ ରହିଛି । କୁହାଯାଏ ଯେ ଯଦି ପ୍ରତିଦିନ ଧୂପ ଏବଂ ଦୀପ ଦିଆଯାଏ, ତେବେ ଘରର ସମସ୍ତ ଅସୁବିଧା ଏବଂ ନକାରାତ୍ମକତା ଦୂର ହୁଏ। ଆସନ୍ତୁ ଆପଣଙ୍କୁ ଦୀପ ସହିତ ଜଡିତ […]
ନୂଆଦିଲ୍ଲୀ: ଆରଏସଏସ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ସଂଘ ପ୍ରଚାରକ ଇନ୍ଦ୍ରଶ କୁମାର ରବିବାର ଦିନ ପାଟନାରେ ପହଞ୍ଚିଛନ୍ତି। ସେଠାରେ ସେ ଜାତି ଜନଗଣନା ପ୍ରସଙ୍ଗରେ କହିଛନ୍ତି ଯେ, ଜାତି ଜନଗଣନା ମାଧ୍ୟମରେ ସମାଜର ଅନେକ ଦିଗ ମଧ୍ୟ ସାମ୍ନାକୁ […]
ନୂଆଦିଲ୍ଲୀ: ଥଲାପତି ବିଜୟଙ୍କ ଫିଲ୍ମ ‘ଗୋଟ’ ମାତ୍ର ତିନି ଦିନ ମଧ୍ୟରେ ସାରା ବିଶ୍ୱରେ 227.26 କୋଟି ଟଙ୍କା ଆୟ କରିଛି। ଏହା ସହିତ ଗୋଟ୍ ବିଜୟଙ୍କ ଅଷ୍ଟମ ଚଳଚ୍ଚିତ୍ର ହୋଇପାରିଛି, ଯାହା ସାରା ବିଶ୍ୱରେ 200 କୋଟି ଟଙ୍କା ଆୟ […]
କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କ ପ୍ରତି ଅମାନବୀୟ ଘଟଣା ପରେ ସାରା ଦେଶରେ କ୍ରୋଧର ବାତାବରଣ ସୃଷ୍ଟି ହୋଇଛି। ଅପରାଧୀମାନଙ୍କୁ ଯଥାଶୀଘ୍ର ଫାଶୀ ଦିଆଯାଉ ବୋଲି ଲୋକମାନେ ଦାବି କରୁଛନ୍ତି। ଭାରତୀୟ […]