ଭୁବନେଶ୍ବର: ଆଜି ବହୁ ଚର୍ଚ୍ଚିତ ସୁଭଦ୍ରା ଯୋଜନାର ପୋର୍ଟାଲ ଉନମୋଚିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା ଏହାକୁ ଉନମୋଚିତ କରିଛନ୍ତି। ଏହି ୱେବ ପୋର୍ଟଲରେ ସୁଭଦ୍ରା ଯୋଜନା ସଂପର୍କରେ ସମସ୍ତ ତଥ୍ୟ ପ୍ରଦାନ […]
ନୂଆଦିଲ୍ଲୀ: ଭାରତୀୟ ଟି -୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦୁଲିପ ଟ୍ରଫି ୨୦୨୪-୨୫ ର ପ୍ରଥମ ପର୍ଯ୍ୟାୟରୁ ବାହାରିଛନ୍ତି। ଗତ ସପ୍ତାହରେ ବୁଚି ବାବୁ ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ ପାଇଁ ଖେଳୁଥିବା ବେଳେ ତାଙ୍କ ହାତରେ ଆଘାତ ଲାଗିଥିଲା। ବର୍ତ୍ତମାନ ତାଙ୍କୁ […]
ନୂଆଦିଲ୍ଲୀ: ପାରାଲିମ୍ପିକ୍ସ 2024 ରେ ନୀତିଶ କୁମାର ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ପୁରୁଷ ସିଙ୍ଗଲ୍ସ SL3 ବର୍ଗରେ ବ୍ୟାଡମିଣ୍ଟନରେ ଗ୍ରେଟ ବ୍ରିଟେନର ଡାନିଏଲ ବେଥେଲକୁ 21-14, 18-21, 23-21 ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ପ୍ୟାରିସ୍ […]
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ ର ଡାଇବେଟିସ୍ ଓ ଏଣ୍ଡୋକ୍ରିନୋଲଜି ବିଭାଗକୁ ଅଭିନବ ଗବେଷଣା ନିମନ୍ତେ ନିକଟରେ ଲକ୍ଷେ୍ମା ଠାରେ ଅନୁଷ୍ଠିତ ଆମେରିକାନ୍ କଲେଜ ଅଫ୍ ଫିଜିସିଆନସ୍ର ଇଣ୍ଡିଆ […]
ନୂଆଦିଲ୍ଲୀ: ଏକ ଗତିଶୀଳ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ବିକଶିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଗୁଜରାଟର ସାନନ୍ଦ ଠାରେ ଏକ ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନ ପାଇଁ କାଏନ୍ସ ସେମିକନ୍ ପ୍ରାଇଭେଟ୍ ଲିମିଟେଡ୍ ର ପ୍ରସ୍ତାବକୁ […]
ପୁରୀ: ଆନ୍ତର୍ଜାତୀୟ ତଥା ଜାତୀୟ ସମ୍ମାନରେ ସମ୍ମାନିତ ଓଡିଶା ନିବାସୀ ବରିଷ୍ଟ ପୋଲିସ ଅଧିକାରୀ ଏବଂ ପୁରୀ ସିଟି ଡିଏସପି ଭାବରେ କାର୍ଯ୍ୟରତ ପ୍ରଶାନ୍ତ କୁମାର ସାହୁଙ୍କୁ ଆନ୍ତର୍ଜାତୀୟ କଳ୍କୀ ଗୌରବ ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରୀ ସାହୁଙ୍କୁ ନିଜର କାର୍ଯ୍ୟ […]
ଭୁବନେଶ୍ବର: ଓଡିଶାରେ କେଉଁଠି ହେଲେ ହାଇକୋର୍ଟ ବେଞ୍ଚ ହେବ ନାହିଁ। ଏକ ପ୍ରଶ୍ନର ଉତ୍ତରରେ ଏ କଥା ରୋକଠୋକ ଗୃହକୁ ଅବଗତ କରାଇଲେ ମୁଖ୍ୟମନ୍ତ୍ରୀ। ବର୍ତ୍ତମାନ ଓଡିଶାର ବିଭିନ୍ନ ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଦାବୀ ହେଉଛି । ହେଲେ […]
ନୂଆଦିଲ୍ଲୀ: ସାରା ଦେଶରେ ବୁଲଡୋଜର ଆକ୍ସନର ମାମଲା ଆଜି ସୁପ୍ରିମକୋର୍ଟରେ ପହଞ୍ଚିଛି। ଉଦୟପୁରରେ ଛୁରାମାଡ଼ ଅଭିଯୋଗରେ ଅଭିଯୁକ୍ତ ନାବାଳକର ପିତାଙ୍କ ଘରେ ବୁଲଡୋଜର ଚାଲୁଥିବା ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏକ ବଡ ମନ୍ତବ୍ୟ ଦେଇଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ […]
ନୂଆଦିଲ୍ଲୀ: ଏବେ ଚାଲିଥିବା ପ୍ୟାରିସ ପାରାଅଲିମ୍ପିକ୍ସରେ ଟ୍ରାକ୍୍ ଆଣ୍ଡ ଫିଲ୍ଡରେ କ୍ରୀଡ଼ାବିତ ପ୍ରୀତି ପାଲ ଦ୍ୱିତୀୟ ପଦକ ଜିତିଥିବାରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ମହିଳା ୨୦୦ ମିଟର ଟି୩୫ ରେ ୨୩ ବର୍ଷୀୟା ବ୍ରୋଞ୍ଜ ପଦକ ଜିତିଛନ୍ତି […]
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଜେପି ବିଧାୟକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ ନୀତୀଶ ରାଣେଙ୍କ ବିବୃତ୍ତିକୁ ନେଇ ବିବାଦ ଉପୁଜିଛି। ଅହମ୍ମଦନଗରରେ କଣକୱଲି ବିଧାୟକ ଏକ ଧମକପୂର୍ଣ୍ଣ ଢଙ୍ଗରେ କହିଛନ୍ତି ଯେ, ତୁମେ ଯେଉଁ ଭାଷାରେ ବୁଝୁଛ, ମୁଁ […]
ନୂଆଦିଲ୍ଲୀ: ରାୱଲପିଣ୍ଡିରେ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ପରାଜୟ ପରେ ବାବର ଆଜାମଙ୍କ ଦଳ ମଧ୍ୟ ଦ୍ଵିତୀୟ ଟେଷ୍ଟରେ ପରାଜୟ ସ୍ଥିତିରେ ପହଞ୍ଚିଛି। ଦ୍ୱିତୀୟ ଇନିଂସରେ ମଧ୍ୟ ପାକିସ୍ତାନୀ ବ୍ୟାଟ୍ସମ୍ୟାନମାନେ ଧରାଶାୟୀ […]
ନୂଆଦିଲ୍ଲୀ: ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଇଡି ଗିରଫ କରିଛି। ଦିଲ୍ଲୀ ୱାକଫ ବୋର୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଆଜି ସକାଳୁ ଆପ ବିଧାୟକଙ୍କ ଘରେ ଇଡି ଚଢାଉ କରିଥିଲା। ଇଡି ର ଏହି କାର୍ଯ୍ୟାନୁଷ୍ଠାନ […]
ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁ ଏବଂ ମନ୍ଦିର ଉପରେ ଆକ୍ରମଣ ଏପର୍ଯ୍ୟନ୍ତ ବନ୍ଦ ହୋଇନାହିଁ। ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ସରକାରରେ ମଧ୍ୟ ହିନ୍ଦୁମାନଙ୍କୁ ନିରନ୍ତର ଟାର୍ଗେଟ କରାଯାଉଛି। ଏବେ ଦୁର୍ଗା ପୂଜା ପାଇଁ ନିର୍ମିତ ମୂର୍ତ୍ତି ଭାଙ୍ଗିବାର ଏକ ମାମଲା ସାମ୍ନାକୁ ଆସିଛି। […]
ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ CBSE ଦଶମ ଏବଂ ଦ୍ୱାଦଶ ପରୀକ୍ଷା 2025 ର ନମୁନା ପତ୍ର ପ୍ରକାଶ କରିଛି। ସମ୍ପ୍ରତି, ଏହି ନମୁନା ପତ୍ର କେବଳ କୁଶଳୀ ବିଷୟ ପାଇଁ ପ୍ରକାଶ ପାଇଛି। ମୁଖ୍ୟ ବିଷୟଗୁଡିକର ନମୁନା ପତ୍ର […]
ମୁମ୍ବାଇ: ମହାରାଷ୍ଟ୍ରର ଶିବସେନା ନେତା ସଞ୍ଜୟ ନିରୁପମ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି। ସୋସିଆଲ ମିଡିଆ ସାଇଟ୍ ‘ଏକ୍ସ’ରେ ଏକ ଚିତ୍ର ସେୟାର କରି ସଞ୍ଜୟ ନିରୁପମ୍ ଲେଖିଛନ୍ତି ଯେ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକଳାପକୁ ଦେଖନ୍ତୁ, କିପରି ସମ୍ବିଧାନର ଶପଥ […]
ଭୁବନେଶ୍ୱର: ନିର୍ବାଚନ ଏବଂ ନିର୍ବାଚନ ପରବର୍ତ୍ତି ସମୟରେ ଦଳୀୟ ଅନୁଶାସନ ଭଙ୍ଗ ଓ ବିଶୃଙ୍ଖଳା ସୃଷ୍ଟି ପ୍ରସଙ୍ଗରେ ରବିବାରରେ ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ଶୃଙ୍ଖଳା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱର ସବୁଠୁ ବଡ ରାଜନୈତିକ ଦଳର ସଦସ୍ୟ ଭାବେ ନିଜ […]
ଭୁବନେଶ୍ବର: ଆଜି ଖଣି ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ସେ ହେଉଛନ୍ତି ଅନୁଗୁଳ ଜିଲ୍ଲା ତାଳଚେର ଖଣି ବିଭାଗର ଉପନିର୍ଦ୍ଦେଶକ ଧରଣୀଧର ନାୟକ। ତାଙ୍କର ଆଠଟି ସ୍ଥାନରେ ଚାଲିଛି ଚଢାଉ। ଆୟ ବର୍ହିଭୂତ ସଂପତ୍ତି ଠୁଳ […]
ନୂଆଦିଲ୍ଲୀ: ପ୍ୟାରିସ୍ ପାରାଲିମ୍ପିକ୍ସ ଭାରତ ଭଲ ପ୍ରଦର୍ଶନ ଜାରି ରଖିଛି। 4 ଦିନର ଖେଳରେ ଭାରତ ମୋଟ 7 ଟି ପଦକ ଜିତିଛି, ଯେଉଁଥିରେ 1 ଟି ସ୍ୱର୍ଣ୍ଣ, 2 ଟି ରୌପ୍ୟ ଏବଂ 4 ଟି ବ୍ରୋଞ୍ଜ ଅଛି। ଏହାପୂର୍ବରୁ […]
ନୂଆଦିଲ୍ଲୀ: ଆଜି ସକାଳେ ଇଡି ଟିମ୍ AAP ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ପହଞ୍ଚିଛି। ଦୀର୍ଘ ସମୟ ବାହାରେ ଅପେକ୍ଷା କରିବା ପରେ ଇଡି ଟିମ୍ ବର୍ତ୍ତମାନ ଭିତରକୁ ପହଞ୍ଚିଛି। ଇଡି ଅଧିକାରୀମାନେ ଅମାନତୁଲ୍ଲା ଖାନଙ୍କୁ ଜେରା କରିଛନ୍ତି। ଏହାପୂର୍ବରୁ ଇଡି […]
ଭୁବନେଶ୍ବର: ସେ ଏଥର ନିର୍ବାଚନରେ ହାରିଗଲେ। ହେଲେ ଲୋକଙ୍କ ସହିତ ପୂର୍ବପରି ସଂପର୍କ ରଖିବା ସହିତ ସମସ୍ତ ସାହାଯ୍ୟ ମଧ୍ୟ କରୁଛନ୍ତି। ସେ ହେଉଛନ୍ତି ଝାରସୁଗୁଡାର ପୂର୍ବତନ ବିଧାୟକ ଦୀପାଳି ଦାସ। ବାପା ନବ ଦାସଙ୍କ ପରଲୋକ ପରେ ସେ ରାଜନୀତିରେ […]
ଭୁବନେଶ୍ବର: ଖୁବ ଶିଘ୍ର ଲୋକସେବା ଭବନ ନାମ ପରିବର୍ତ୍ତନ ହେବ। ଏ ନେଇ ମୋହନ ସରକାର ଚିନ୍ତା କଲେଣି। କାରଣ ବିଜେଡି ସରକାର ବେଳେ ସଚିବାଳୟକୁ ଲୋକସେବା ଭବନ ନାମରେ ନାମିତ କରିଥିଲେ। ହେଲେ ବର୍ତ୍ତମାନର ବିଜେପି ସରକାର ତାହାକୁ ପରିବର୍ତ୍ତନ […]