ଭୁବନେଶ୍ୱର: ଚଳିତ ନଭେମ୍ବର ୧୦ ତାରିଖ ଦିନ ଅନ୍ତର୍ଜାତୀୟ ଶ୍ରୀ-ଅନ୍ନ ସମ୍ମିଳନୀ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ହଜିଯାଉଥିବା […]
ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ ଅଂଚଳରେ ଦିନକୁଦିନ ଜନ୍ତୁ ଶିକାର ବଢ଼ିବାରେ ଲାଗିଛି। ବନବିଭାଗ ଶିକାରୀ ମାନଙ୍କୁ ମଧ୍ୟ ଧରିବାରେ ସଫଳ ହେଉଛି। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଗିରିଶ୍ଚନ୍ଦ୍ରପୁର ବନାଞ୍ଚଳ ହୀରାଲୋଇ ଗ୍ରାମରେ ସୋମବାର ରାତିରେ ଚଢାଉ […]
ନୂଆଦିଲ୍ଲୀ: ବିସିସିଆଇ ସଚିବ ଜୟ ଶାହା ଆଇସିସିର ଚେୟାରମ୍ୟାନ୍ ଭାବରେ ନିର୍ବାଚିତ ହୋଇଛନ୍ତି। ସେ ଆଇସିସିର ଚେୟାରମ୍ୟାନ୍ ହେବାରେ ସର୍ବକନିଷ୍ଠ ଭାରତୀୟ ହେବେ। ଜୟ ଶାହା ୩୬ ବର୍ଷ ବୟସରେ ଏହି ଦାୟିତ୍ଵ ଗ୍ରହଣ କରିବେ। ଜୟ ଶାହାଙ୍କ ପୂର୍ବରୁ ଭାରତର […]
ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ସଭାପତିତ୍ବରେ ନାକଟିଦେଉଳ ପଂଚାୟତ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବହୁ ଅଧିକାରୀ ଯୋଗ ଦେଉ ନ ଥିବାରୁ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କ୍ଷୋଭ ପ୍ରକାଶ କରିଥିଲେ। ପ୍ରତି ଗାଁ […]
ଭୁବନେଶ୍ୱର: ଗବେଷକମାନଙ୍କୁ ଗବେଷଣା ନିମନ୍ତେ ଉପଯୁକ୍ତ ବିଷୟବସ୍ତୁ, ସାହାଯ୍ୟ ଓ ମଂଚ ଯୋଗାଇବାରେ ସହାୟକ ହେଉଥିବା ବିଶ୍ୱସ୍ତରୀୟ ପ୍ରକାଶନ ସଂସ୍ଥା ସ୍ପ୍ରିଞ୍ଜର ନେଚର ଦ୍ୱାରା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ମଙ୍ଗଳବାର ‘ରିସର୍ଚ୍ଚ ଇନ୍ଟିଗ୍ରିଟି ଇନ୍ ସାଇନ୍ସ ଆଣ୍ଡ ଏଜୁକେସନ୍’ (ରାଇଜ୍) […]
ଭୁବନେଶ୍ବର: ବିଜେପି ପ୍ରାର୍ଥୀ ମମତା ମହାନ୍ତ ରାଜ୍ୟସଭା ଉପନିର୍ବାଚନରେ ବିଜୟଲାଭ କରିଛନ୍ତି। ଏକମାତ୍ର ପ୍ରାର୍ଥୀ ଭାବେ ସେ ନିର୍ଦ୍ବନ୍ଦରେ ବିଜୟ ଲାଭ କରିଛନ୍ତି। ଆଜି ମମତା ବିଧାନସଭା ଆସି ତାଙ୍କର ବିଜୟ ପ୍ରମାଣ ପତ୍ର ଗ୍ରହଣ କରିଛନ୍ତି। ଏହାପରେ ସେ ମୁଖ୍ୟମନ୍ତ୍ରୀ […]
ନୂଆଦିଲ୍ଲୀ: ହରିୟାଣାରେ ରାଜ୍ୟସଭା ଉପ-ନିର୍ବାଚନରେ ବିଜେପିର କିରଣ ଚୌଧୁରୀ ନିର୍ବିରୋଧ ବିଜୟୀ ହୋଇଛନ୍ତି। କିରଣ ଚୌଧୁରୀ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଚୌଧୁରୀ ବଂଶୀ ଲାଲଙ୍କ ବୋହୂ। ଗତ ଜୁନ୍ ମାସରେ କିରଣ ଏବଂ ତାଙ୍କ dଝିଅ ଶ୍ରୁତି ଚୌଧୁରୀ କଂଗ୍ରେସ ଛାଡି […]
ନୂଆଦିଲ୍ଲୀ: ୨୦୨୪ ଦୁଲିପ ଟ୍ରଫି ସେପ୍ଟେମ୍ବର ୫ ତାରିଖରୁ ଆରମ୍ଭ ହେବ। ଏହା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା, ଦ୍ରୁତ ବୋଲର ମହମ୍ମଦ ସିରାଜ ଏବଂ ଉମ୍ରାନ ମଲିକ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି। ଏ […]
ବାଣପୁର (ସୀତାରାମ ଅଗ୍ରୱାଲ): ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀ’ ଯୋଗମାୟାଙ୍କ ସହିତ ପ୍ରଭୁ ଗୁରୁଣ୍ଡି ଗୋପାଳଙ୍କ ଜନ୍ମବିଧି ଏକ ସଂଙ୍ଗେ ନିଆରା ବିଧିରେ ଅନୁଷ୍ଠିତ ହୋଇଯାଇଛି। ଭାଦ୍ରବ କୃଷ୍ଣ ଅଷ୍ଟମୀ ‘ଜନ୍ମାଷ୍ଟମୀ’ […]
ଚିଲିକା (ସୀତାରାମ ଅଗ୍ରୱାଲ): ଆର୍ମି ମେଡିକାଲ୍ କର୍ପସର ଲେଫ୍ଟ ଜେନେରାଲ୍ ଡାଲଜିତ୍ ସିଂ, AVSM, VSM, PHS, DGAFMS ଏବଂ ବରିଷ୍ଠ କର୍ଣ୍ଣଲ କମାଣ୍ଡେଣ୍ଟ ଅଗଷ୍ଟ ୨୪-୨୬ ତାରିଖ ପର୍ଯ୍ୟନ୍ତ ଭାରତୀୟ ନୌସେନା ଚିଲିକା ଏବଂ INHS ନିବାରିଣୀ ପରିଦର୍ଶନ କରିଥିଲେ। […]
ନୂଆଦିଲ୍ଲୀ: ପ୍ରତ୍ୟେକ ଦିନ ଭାରତରେ ଅଟୋ ଇଣ୍ଡଷ୍ଟ୍ରିରେ କିଛି ନା କିଛି ନୂଆ ଘଟଣା ଘଟୁଛି। ଏହା ସହିତ ଟୋଲ ସଂଗ୍ରହରେ ମଧ୍ୟ ବୃଦ୍ଧି ଘଟୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ପାରମ୍ପାରିକ ପଦ୍ଧତି ଟୋଲ ସଂଗ୍ରହ ପାଇଁ ବ୍ୟବହୃତ ହୋଇଛି, ଯାହା ପରେ […]
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ସୋମବାର ଦିନ ବିଜେପି ୧୫ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଏଥିରେ ଏକମାତ୍ର ମହିଳା ପ୍ରାର୍ଥୀ ଶଗୁନ୍ ପରିହାରଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଛି। ଶଗୁନଙ୍କୁ କିଷ୍ତୱାଡ ବିଧାନସଭା ଆସନରୁ ପ୍ରାର୍ଥୀ […]
ଭୁବନେଶ୍ବର: ସବୁ କଳ୍ପନାଜଳ୍ପନାକୁ ପଛରେ ପକାଇ ଶେଷରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ। ଆଜି ସେ ବିଧାନସଭା ଯାଇ ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ଜଗନ୍ନାଥ ବିଜେପି ନେତା ହୋଇଥିଲେ ମଧ୍ୟ ସେ ସ୍ବାଧୀନ ଭାବେ […]
ନୂଆଦିଲ୍ଲୀ: ମାଲାୟାଲମ୍ ଚଳଚ୍ଚିତ୍ର ଶିଳ୍ପରେ ଯୌନ ଅପରାଧ ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଛି। ମାଲାୟାଲମ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବହୁ ବଡ ନିର୍ଦ୍ଦେଶକ ଏବଂ ଅଭିନେତା, ଯେଉଁମାନେ ଉତ୍କୃଷ୍ଟ ଚଳଚ୍ଚିତ୍ର ପାଇଁ ଜଣାଶୁଣା, ସେମାନଙ୍କ ବିରୋଧରେ ଅଭିନେତ୍ରୀମାନଙ୍କ ସହ ଅସଦାଚରଣ ଏବଂ […]
ନୂଆଦିଲ୍ଲୀ: ଶେଷରେ ଯେଉଁ ଗୁଜବ ସୃଷ୍ଟି ହେଉଥିବା ତାହା ସତ ହେବାକୁ ଯାଉଛି। ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ ବିଜେପିରେ ମିଶିବେ। ଏ ନେଇ ସ୍ପଷ୍ଟ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା। ନିଜ ସାମାଜିକ ଗଣ ମାଧ୍ୟମରେ ସେ […]
ଭୁବନେଶ୍ବର: ଆଜିଠାରୁ ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିର ନିର୍ଦ୍ଦେଶକ ରାହୁଳ ନବୀନ। ସେ ଆଜି ସଂଧ୍ୟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବା ପରେ ସିଧା ପୁରୀ ଯିବେ। ତେବେ ତାଙ୍କ ଗସ୍ତ କଥା ଜଣାପଡିବା ପରେ […]
ଭୁବନେଶ୍ବର: ଆଶ୍ଚର୍ଯ୍ୟଜନକ ଭାବେ ସୋମବାର ଦିନ ଭୁବନେଶ୍ବର ବିମାନ ବନ୍ଦରରୁ ୮୭ କେଜି ସୁନା ଏବଂ ୨୦୦ କେଜି ରୂପା ଜବତ କରାଯାଇଛି।ଏ ସବୁ ଏକ ଟଙ୍କା ବୁହା ଗାଡିରେ ଯାଉଥିବା ବେଳେ ରାସ୍ତାରେ ଧରିଛି ଜିଏସଟି ଟିମ। ଗାଡିକୁ ଅଟକାଇ […]
ନୂଆଦିଲ୍ଲୀ: ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ସହ କଥା ହୋଇଛନ୍ତି। ଦୁଇ ଜଣଙ୍କ ମଧ୍ୟରେ ବାର୍ତ୍ତାଳାପ ଫୋନ୍ କଲ୍ ମାଧ୍ୟମରେ ହୋଇଥିଲା ଏବଂ ଏହି ସମୟରେ ସେମାନେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ବିଷୟରେ ବିସ୍ତୃତ ଭାବରେ […]
ନୂଆଦିଲ୍ଲୀ: ଆଇପିଏଲ୍ ନିଲାମ ପୂର୍ବରୁ କେଉଁ ଖେଳାଳିମାନେ ଦଳରେ ନିଜ ସ୍ଥାନ ବଜାୟ ରଖିବେ? ଏହା ଉପରେ କ୍ରମାଗତ କଳ୍ପନାଜଳ୍ପନା ଚାଲିଛି। ଏହି ସମୟରେ ବଡ ସୂଚନା ସାମ୍ନାକୁ ଆସୁଛି। ବାସ୍ତବରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ମାଲିକ ସଞ୍ଜୀବ ଗୋଏଙ୍କା ଅଧିନାୟକ […]
ନୂଆଦିଲ୍ଲୀ: ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ସୋମବାର ଦିନ ସାରା ଦେଶରେ ଧୁମଧାମର ସହିତ ପାଳନ କରାଯାଇଛି। ସମଗ୍ର ଦେଶରେ ମନ୍ଦିରରେ ସାଜସଜ୍ଜା କରାଯାଇଛି। ଲୋକମାନେ ନିଜ ଘର ମନ୍ଦିର ଏବଂ ପୂଜାପାଠ ସ୍ଥାନକୁ ମଧ୍ୟ ସୁନ୍ଦର ଭାବରେ ସଜାଇଛନ୍ତି। ଜନ୍ମାଷ୍ଟମୀ ଏଥର […]
ନୂଆଦିଲ୍ଲୀ: କୃଷକ ଆନ୍ଦୋଳନକୁ ନେଇ ବିଜେପି ସାଂସଦ କଙ୍ଗନା ରଣାୱତଙ୍କ ବିବୃତ୍ତି ଉପରେ ସାରା ଦେଶରେ ରାଜନୈତିକ ତାପମାତ୍ରା ବୃଦ୍ଧି ପାଇଛି। ବିରୋଧୀ ଦଳର ନେତାମାନେ କଙ୍ଗନା ରଣାୱତଙ୍କ ବିବୃତ୍ତି ଉପରେ ବିଜେପିକୁ ଟାର୍ଗେଟ କରୁଛନ୍ତି। ଏହି ସମୟରେ କଂଗ୍ରେସ ନେତା […]